ଚଳିତ ଆଇପିଏଲ୍ର ୨୩ତମ ମ୍ୟାଚ୍: ଆଜି ଗୁଜରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ
ଚଳିତ ଆଇପିଏଲ୍ର ୨୩ତମ ମ୍ୟାଚ୍ ଆଜି ଦୁଇ ପୂର୍ବତନ ଚମ୍ପିଆନ୍ ଗୁଜରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ଫର୍ମରେ ଥିବାରୁ ଏହି ମୁକାବିଲା ରୋଚକ ହେବ ବୋଲି ଆଶା କରାଯାଉଛି। ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୨୪୩ ରନ୍ କରିବାକୁ ଦେବା ପରେ ଗୁଜରାଟ କ୍ରମାଗତ…