ଚୀନର ଲିଆଓନିଂରେ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ୨୨ ଜଣଙ୍କର ମୃତ୍ୟୁ ହୋଇଛି

ଚୀନର ଲିଆଓନିଂରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡରେ ଅତି କମରେ ୩ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,…

ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ଶିକ୍ଷା ପାଇଁ ଦିଆଯିବ ‘ଯାଦୁପେଡି

ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ଶିକ୍ଷା ପାଇଁ ଦିଆଯିବ ‘ଯାଦୁପେଡି’ । ଏନସିଇଆରଟି ଦ୍ୱାରା ପ୍ରସ୍ତୁତ ଏହି କିଟ୍‌କୁ ରାଜ୍ୟର ୪୫ ହଜାର ସ୍କୁଲକୁ ଦିଆଯିବ । ଏନେଇ ଖର୍ଚ୍ଚ ହେବ ପ୍ରାୟ ୯୦ କୋଟି । ପିଲାଙ୍କ ‘ଯାଦୁପେଡି’ ଦେଖିଲେ ମୁଖ୍ୟମନ୍ତ୍ରୀ । ପିଲାମାନଙ୍କୁ…

ଲୋକଙ୍କୁ କାଶ୍ମୀର ବୁଲିବା ପାଇଁ ଆସିବାକୁ ଅପିଲ୍ କଲେ ଅଭିନେତା ଅତୁଲ୍ କୁଲକର୍ଣ୍ଣୀ

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ସ୍ତବ୍ଧ ହୋଇଥିବା ବେଳେ ବଲିଉଡ୍ ଅଭିନେତା ଅତୁଲ୍ କୁଲକର୍ଣ୍ଣୀ କାଶ୍ମୀର ବୁଲିବାକୁ ଯାଇଛନ୍ତି । ଭୂସ୍ବର୍ଗ ବୋଲାଉଥିବା କାଶ୍ମୀରରେ ସେ ଅନେକ ଫଟୋ ଉଠାଇବା ସହ ସ୍ଥାନୀୟ ଲୋକଙ୍କ ସହ କଥା ହୋଇଛନ୍ତି । ଅଭିନେତା ଲୋକଙ୍କୁ କାଶ୍ମୀର ବୁଲିବା ପାଇଁ…

ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨୪ ମାଓବାଦୀ

ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ପଶ୍ଚିମ ବସ୍ତର ଡିଭିଜନର ୨୪ ଜଣ ମାଓବାଦୀ। ଏମାନଙ୍କ ମଧ୍ୟରେ ୧୧ ଜଣ ମହିଳା ରହିଛନ୍ତି। ଜିଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏମାନେ ଆତ୍ମସମର୍ପଣ କରିଛନ୍ତି।…

ସେନ୍‌ସେକ୍ସ ୧୦୦୬ ପଏଣ୍ଟ ବୃଦ୍ଧି ପାଇ ୮୦,୨୧୮ ପଏଣ୍ଟରେ ବନ୍ଦ ହୋଇଛି

ଭାରତ-ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରଭାବରେ ତଳକୁ ଖସୁଥିବା ଷ୍ଟକ୍ ବଜାର କାରବାରରେ ସୋମବାର ସୁଧାର ଘଟିଛି। ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ଭଲ କାରବାର ହୋଇଛି। ଏହାର ପ୍ରଭାବରେ ସେନ୍‌ସେକ୍ସ ୧୦୦୬ ପଏଣ୍ଟ ବୃଦ୍ଧି ପାଇ ୮୦,୨୧୮…

ମେ’ ୨ରୁ ଏହା ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ  ଓଜେଇଇ ପରୀକ୍ଷା

ଓଜେଇଇ ପରୀକ୍ଷା ପାଇଁ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’ ୨ରୁ ଏହା ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ। ତିନିଟି ସିଫ୍ଟରେ ଏହି ପରୀକ୍ଷା ହେବ। ସାଢ଼େ ୮ଟାରୁ ସାଢ଼େ ୧୦ଟା, ସାଢ଼େ ୧୨ଟାରୁ ସାଢ଼େ…

ବିଭିନ୍ନ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ୭୧ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ…

ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ବିଭିନ୍ନ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ୭୧ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଳା, ସମାଜ ସେବା, ବିଜ୍ଞାନ , ଇଞ୍ଜିନିୟରିଙ୍ଗ, ବ୍ୟାପାର ଓ ଉଦ୍ୟୋଗ, ଚିକିତ୍ସା ସାହିତ୍ୟ ଆଦି କ୍ଷେତ୍ରରେ…

ଆଜିର ରାଶିଫଳ

ମେଷ: ଆପଣ ଜଣେ କର୍ମଯୋଗୀ ହୋଇଥିବାରୁ ଭାଗ୍ୟକୁ ନିୟନ୍ତ୍ରଣ କରି ସୁଫଳ ପ୍ରାପ୍ତିର ସୂଚନା ପାଇବେ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ପତିପତ୍ନୀଙ୍କ ସଂସାର ପ୍ରେମପୂର୍ଣ୍ଣ ହେବ। ବୃଷ: ପରିସ୍ଥିତିରେ ପଡ଼ିଲେ ବି ଯେପରି ନୈତିକ ମୂଲ୍ୟବୋଧର ଅଧପତନ ନଘଟିବ ସେଥିପ୍ରତି…

ନିର୍ବାଚନ ସମୟରେ ଆତଙ୍କବାଦୀ ଆକ୍ରମଣ କାହିଁକି ହେଉଛି – ପିସିସି ସଭାପତି ଭକ୍ତଚରଣ ଦାସ

ପହଲଗାମ ଆକ୍ରମଣ ଘଟଣାକୁ ନେଇ  ପିସିସି ସଭାପତି ଭକ୍ତଚରଣ ଦାସ ସରକାରଙ୍କୁ ଘେରିବା ସହିତ ପ୍ରଶ୍ନ ଉଠାଇଛନ୍ତି।  ଭାରତ ମାଟିରେ ଆତଙ୍କବାଦୀଙ୍କ ହିନ୍ଦୁ ଶବ୍ଦ ବ୍ୟବହାର କରିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଆତଙ୍କବାଦୀ କାହିଁକି ହିନ୍ଦୁ ଶବ୍ଦ ବ୍ୟବହାର କଲେ ? କିଏ…

ପହଲଗାମରେ ଆତଙ୍କବାଦୀ ଆକ୍ରମଣର ସବୁଠାରୁ ଡରାଇଲା ଭଳି ଭିଡିଓ ସାମ୍ନାକୁ ଆସିଛି

ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ   ପରେ ପୁରା ଦେଶରେ ପାକିସ୍ତାନ ବିରୋଧରେ ନିଆଁ ଜଳୁଛି । ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ।  ଏବେ ଏହି ଆକ୍ରମଣର ସବୁଠାରୁ ଡରାଇଲା ଭଳି ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଜଣେ ପର୍ଯ୍ୟଟକ ଜିପ ଲାଇନର ମଜା ନେଉଥିବା…