Astrology/Vastu ଆଜିର ରାଶିଫଳ Metro TV Odisha May 2, 2025 ମେଷ:-ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ କହିବେ। ବେପାରରେ ଯଥେଷ୍ଟ ଲାଭ ପାଇବେ। କୌଣସି ଜରୁରୀ ଅଧିବେଶନରେ ଯୋଗ ଦେବେ। ଭଉଣୀଙ୍କୁ କିଛି ଉପହାର ଦେଇପାରନ୍ତି। ବୃଷ:-ଅଧିକ ସମୟ ଧାର୍ମିକ ଓ ଆଧ୍ୟାତ୍ମିକ ଗିତିବିଧିରେ ବ୍ୟସ୍ତ ରହିବେ। ନିଜର କାମକୁ ନେଇ ଯେତିକି…
National ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଜା ବ୍ୟାସଙ୍କର ପରଲୋକ Metro TV Odisha May 1, 2025 ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଜା ବ୍ୟାସଙ୍କର ପରଲୋକ ହୋଇଛି । ସେ ଘରେ ଆରତୀ କରୁଥିବା ସମୟରେ ତାଙ୍କ କପଡାରେ ନିଆଁ ଲାଗିଯିବାରୁ ଗୁରୁତର ହୋଇଥିଲେ । ପୂଜା କରିବା ସମୟରେ ନିଆଁ ଲାଗିଯିବାରୁ ତାଙ୍କର ଶରୀରର ପ୍ରାୟ ୯୦ ପ୍ରତିଶତ ଜଳିଯାଇଥିଲା । ଅହମ୍ମଦାବାଦର ଜାୟଡସ୍ ହସ୍ପିଟାଲ୍ରେ…
Sports ସ୍ବାମୀଙ୍କ ଠାରୁ ଅଲଗା ହେଲେ ଅଲିମ୍ପିକ୍ସ ପଦକ ବିଜୟିନୀ ମୁଷ୍ଟିଯୋଦ୍ଧା ଏମ୍ସି ମେରିକମ୍ Metro TV Odisha May 1, 2025 ଅଲିମ୍ପିକ୍ସ ପଦକ ବିଜୟିନୀ ତଥା ପାଞ୍ଚ ଥର ବିଶ୍ବବିଜୟିନୀ ମହାନ ମହିଳା ମୁଷ୍ଟିଯୋଦ୍ଧା ଏମ୍ସି ମେରିକମ୍ ପତି କରୁଙ୍ଗ ଅଙ୍ଖୋଲର ଓରଫ ଓନଲରଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଉଭୟଙ୍କ ସହମତି ତଥା ପରିବାରବର୍ଗଙ୍କ ଉପସ୍ଥିତିରେ ମଣିପୁରର ପାରମ୍ପରିକ ରୀତିନୀତି ଅନୁସାରେ ଛାଡ଼ପତ୍ର ଚୂଡ଼ାନ୍ତ…
Odisha KIIT ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା Metro TV Odisha May 1, 2025 KIIT ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଏହା ବିଶ୍ୱବିଦ୍ୟାଳୟର ପରିଚାଳନା ଓ ଛାତ୍ରୀଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠିଥିବା ବେଳେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାସ୍ଥଳରେ ଇନ୍ଫୋସିଟି ଥାନା ପୋଲିସ ପହଞ୍ଚି ତଦନ୍ତ…
Odisha ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ Metro TV Odisha May 1, 2025 ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ । ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମେ ୧ ତାରଖକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ସାରା ବିଶ୍ଵର କୋଣ ଅନୁକୋଣରେ ପାଳନ ହେଉଛି । ହେଲେ ଆଜି ଦିନରେ ବି କାମ ପାଇଁ ମଣିଷ ହାଟରେ ଭିଡ଼ । ଶ୍ରମିକର ଲୁହ ଲହୁରେ ତିଆରି ହୋଇଛି ତାଜ ମହଲଠୁ ନେଇ…
Education ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ Metro TV Odisha May 1, 2025 ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ 4ଟାରେ ବୋର୍ଡ ଅଫିସରେ ପ୍ରକାଶ ପାଇବ ପରୀକ୍ଷା ଫଳ । ସନ୍ଧ୍ୟା 6ଟା ପରଠୁ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରେ ଉପଲବ୍ଧ ହେବ ପରୀକ୍ଷା ଫଳ । ମାଟ୍ରିକ ପରୀକ୍ଷା ଦେବା ପରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ…
National ଲାହୋର-କରାଚିରେ ଏୟାର ସ୍ପେସ ବନ୍ଦ Metro TV Odisha May 1, 2025 ଘନଉଛି ଯୁଦ୍ଧ ସ୍ଥିତି । ଭାରତରେ ଆକ୍ସନ ହେଲେ ପାକିସ୍ତାନରେ ଦେଖିବାକୁ ମିଳୁଛି ହଲଚଲ । ଗତକାଲି ଭାରତ ପାକିସ୍ତାନ ପାଇଁ ଏୟାର ସ୍ପେସ୍ ବନ୍ଦ କରିବା ପରେ ଆଜି ନିଜ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନ ଲାହୋର-କରାଚିରେ ଏୟାର ସ୍ପେସକୁ ବନ୍ଦ କରିଛି । ତେବେ ମେ’ ୧ରୁ ମେ’ ୩୧ରୁ ଯାଏଁ …
Entertainment ସାମନ୍ଥାଙ୍କ ନାମରେ ଏକ ମନ୍ଦିର ନିର୍ମାଣ କରିଛନ୍ତି ପ୍ରଶଂସକ Metro TV Odisha May 1, 2025 ଅଭିନେତ୍ରୀଙ୍କ ପାଇଁ ମନ୍ଦିର ତିଆରି କଲେ ଫ୍ୟାନ୍ସ। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାମନ୍ଥା ରୁଥ୍ ପ୍ରଭୁ ନିକଟରେ ତାଙ୍କର ୩୮ତମ ଜନ୍ମଦିନ ପାଳନ କରିଛନ୍ତି। ଅଭିନେତ୍ରୀଙ୍କ ଏହି ଜନ୍ମଦିନ ବହୁତ ସ୍ୱତନ୍ତ୍ର ଥିଲା କାରଣ ଏଥର ତାଙ୍କୁ ତାଙ୍କ ପ୍ରଶଂସକମାନଙ୍କ ଠାରୁ ଏକ…
World ଆମେରିକାରୁ ଆସିବ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ଉପକରଣ Metro TV Odisha May 1, 2025 ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ, ଆମେରିକା ନୂଆଦିଲ୍ଲୀ ସହିତ ଏକ ବଡ଼ ସାମରିକ ଚୁକ୍ତି କରିଛି। ଆମେରିକା ଭାରତକୁ ୧୩୧ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ଗୁରୁତ୍ୱପୂର୍ଣ୍ଣ ସାମରିକ ହାର୍ଡୱେୟାର ଏବଂ ଲଜିଷ୍ଟିକ୍ସ ଯୋଗାଇବା…
Odisha କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ ରେଳ Metro TV Odisha May 1, 2025 ରାଜ୍ୟ ସରକାର ଭୁବନେଶ୍ୱର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ମେଟ୍ରୋ ଟ୍ରେନ୍ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପରିବର୍ତ୍ତେ କଟକ ବସଷ୍ଟାଣ୍ଡ ଓ କଟକ ବଡ଼ମେଡିକାଲ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ। ଲୋକଙ୍କ ସୁବିଧା ଦୃଷ୍ଟିରୁ ସରକାର ଏଭଳି…