ଟ୍ରମ୍ପଙ୍କୁ ମାରିବାକୁ ଧମକ ଦେଲା ଅଲକାଏଦା ନେତା ସାଦ୍‍ ବିନ୍‍ ଆତିଫ୍‍

ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ଆମେରିକା । ଯେଉଁଠି ଦେଖୁଛ, ସେଠି ହତ୍ୟା କର । କିଛି ଏପରି ଧମକ ଦେଇଛନ୍ତି ଅଲକାଏଦା ନେତା ସାଦ୍‍ ବିନ୍‍ ଆତିଫ୍‍ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ବିଶିଷ୍ଟ ବ୍ୟବସାୟୀ ଏଲନ ମସ୍କ ମଧ୍ୟ ତାଙ୍କ ଟାର୍ଗେଟରେ ରହିଛନ୍ତି । ଏକ…

ଅସ୍ତ୍ର ପାଇଁ ପାକିସ୍ତାନ ଏବେ ଆମେରିକା ଶରଣରେ

ପାକିସ୍ତାନ ଏବେ ଆମେରିକା ଶରଣରେ ପଶିଲାଣି । ପହଲଗାମ୍‌ ଆକ୍ରମଣ ପରେ ପାକିସ୍ତାନ ଉପରେ ଜବରଦସ୍ତ ଆକ୍ରମଣ କରିଥିଲା ଭାରତ । ଖାଲି ଆକ୍ରମଣ କରିଥିଲା ତାହା ନୁହେଁ ବରଂ ୯ ଆତଙ୍କୀ ଶିବିରକୁ ଟାର୍ଗେଟ୍‌ କରିବା ସହ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା ।ଏହାସହ ପାକିସ୍ତାନର ଏୟାରବେସ୍‌କୁ…

ସପ୍ତାହେ ବର୍ଷିବ , କମିବ ତାପମାତ୍ରା

ସପ୍ତାହେ ବର୍ଷିବ। ଏନେଇ ବୁଧବାର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଗୁରୁବାର ଅର୍ଥାତ୍‌ ଆସନ୍ତାକାଲି ଠାରୁ କମିବ ଖରା। ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।…

ଆସନ୍ତାକାଲି ଠାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆବୁଧାବିକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ

ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର, ଜୁନ୍ ୧୨ ତାରିଖରୁ ଆବୁଧାବିକୁ  ବହୁ ପ୍ରତୀକ୍ଷିତ ସିଧାସଳଖ ବିମାନ ସେବା ଆରମ୍ଭ ହେବ।  ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏହି ରୁଟ୍ ରାଜ୍ୟର ବୃଦ୍ଧି ପାଉଥିବା ଅନ୍ତର୍ଜାତୀୟ ସଂଯୋଗ ନେଟୱାର୍କ ଦ୍ବାରା…

ସ୍ନାନବେଦୀରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା। ୧୦୮ ସୁବାସିତ ଜଳରେ ଦିବ୍ୟ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଭକ୍ତିମୟ ହୋଇ ଉଠିଛି ଶ୍ରୀକ୍ଷେତ୍ର ଓ ଲୋକାରଣ୍ୟ ବଡଦାଣ୍ଡ । ମହାପ୍ରଭୁଙ୍କ ଦିବ୍ୟ ସ୍ନାନର ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଜମିଛି। କିଛି ସମୟ ପରେ ହାତୀବେଶରେ ଦର୍ଶନ ଦେବେ…

ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ସ୍ନାନବେଦୀରେ ଶ୍ରୀଜିଉ

ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଦାରୁ ଦିଅଁଙ୍କ ଦିବ୍ୟସ୍ନାନ ପାଇଁ ସଜେଇ ହୋଇଛି ସ୍ନାନବେଦୀ । ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏଥିପାଇଁ ଭକ୍ତିମୟ ହୋଇଛି ଶ୍ରୀକ୍ଷେତ୍ର, ଲୋକାରଣ୍ୟ…

ଆଜିର ରାଶିଫଳ

ମେଷ:  ସ୍ଥିର ସ୍ବଭାବସମ୍ପନ୍ନ ହେବେ। ବିଧିଜ୍ଞ ହୋଇପାରନ୍ତି। ସନ୍ମାର୍ଗୀ ହୋଇ କୀର୍ତ୍ତି ସ୍ତମ୍ଭ ସ୍ଥାପନ କରିବେ। ଶତ୍ରୁ ଦମନରେ ସିଦ୍ଧହସ୍ତ ହେବେ। ଗୁଣାନ୍ବିତ ଓ ଶାସ୍ତ୍ର ବିଚକ୍ଷଣ ହେବେ। ପରୋପକାରୀ ହେବେ। ବୃଷ: ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ସରକାରୀ ସ୍ତରରେ ସମ୍ମାନିତ ହେବେ।…

ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, 3 ମୃତ

ଦିଲ୍ଲୀର ଦ୍ୱାରକା ସେକ୍ଟର-୧୩ ଅଞ୍ଚଳର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ୩ ଜଣଙ୍କ ପ୍ରାଣହାନୀ ଘଟିଛି। ଦୁଇ ପିଲା(ଜଣେ ପୁଅ ଏବଂ ଜଣେ ଝିଅ, ଉଭୟଙ୍କ ବୟସ ୧୦ ବର୍ଷ) ନିଜକୁ ବଞ୍ଚାଇବା…

୧୨ ଟି ଦେଶର ନାଗରିକଙ୍କ ଆମେରିକା ଗସ୍ତ ଉପରେ ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ସୀମାକୁ ସୁଦୃଢ଼ କରିବାରେ ଲାଗି ପଡ଼ିଛନ୍ତି । ସେ କିଛି ଦେଶକୁ ଆମେରିକା ପ୍ରବେଶ କରିବାକୁ ଅନୁମତି ଦେବାକୁ ଚାହୁନାହାନ୍ତି  । ଟ୍ରମ୍ପ ୧୨ ଟି ଦେଶର ନାଗରିକଙ୍କ ଆମେରିକା ଗସ୍ତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ ଏହି ପ୍ରତିବନ୍ଧକ ସୋମବାର ଠାରୁ…

୧ ବର୍ଷ ଭିତରେ ବିଜେପି ସରକାର ନିଜର ସଙ୍କଳ୍ପପତ୍ରରେ ଥିବା ପ୍ରମୁଖ ପ୍ରତିଶ୍ରୁତିକୁ ପାଳନ କରିଛି –…

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ଅଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ…