ଭାରତୀୟ ସଭ୍ୟତାକୁ ଓଡ଼ିଶା ସମୃଦ୍ଧ କରିଛି

ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ବଡ଼ କଥା କହିଛନ୍ତି । ଓଡ଼ିଶାରେ ପିଏମ ମୋଦୀ ରାଜ୍ୟକୁ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉପହାର ମଧ୍ୟ ଦେଇଥିଲେ। କାର୍ଯ୍ୟକ୍ରମରେ ନିଜ…

ଆଜି ଠାରୁ ଭାରତ ଇଂଲଣ୍ଡ ପ୍ରଥମ ଟେଷ୍ଟ

ଶୁକ୍ରବାରଠାରୁ ଭାରତୀୟ କ୍ରିକେଟ୍ ଦଳ ୨୦୨୫-୨୭ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପରେ ତା’ର ପ୍ରଥମ ଶୃଙ୍ଖଳା ଖେଳିବ। ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ ଶୁକ୍ରବାରଠାରୁ ଲିଡ୍‌ସର ହେଡିଂଲିରେ ଖେଳାଯିବ। ଇଂଲଣ୍ଡରେ ଭାରତର ଟେଷ୍ଟ…

ସର୍ଭାଇକାଲ ଆଥ୍ରାଇଟିସ୍ ରୋଗରେ ଆକ୍ରାନ୍ତ ନବୀନ , ଆଜି ଚିକିତ୍ସା ପାଇଁ ଯିବେ ମୁମ୍ବାଇ

ଚିକିତ୍ସା ପାଇଁ ଆଜି ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ । ସକାଳ ୧୦ଟାରେ ସର୍ଭାଇକାଲ ଆଥ୍ରାଇଟିସ୍ ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ୍‌ରେ ପୀଡ଼ିତ ଅଛନ୍ତି। ଏ ସମ୍ପର୍କରେ ଶ୍ରୀ…

ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିବସ

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଜନ୍ମଦିବସ । ୧୯୫୮ମସିହା ଜୁନ୍‍ ୨୦ରେ ମୟୂରଭଞ୍ଜ ଜିଲ୍ଲା ରାଜରଙ୍ଗପୁରରେ ଜନ୍ମଗ୍ରହଣ କରିଥିଲେ ଦେଶର ପ୍ରଥମ ନାଗରିକ । ମାଟିର ମୋତି, ମାନବିକତାର ମହନୀୟ ତଥା ସ୍ନେହଶୀଳ ବ୍ୟକ୍ତିତ୍ୱ । ସୁସ୍ଥ, ସୁନ୍ଦର ସମାଜ ଗଠନ ପାଇଁ ଅସୁମାରୀ ସ୍ୱପ୍ନକୁ…

ଆଜିର ରାଶିଫଳ

ମେଷ: ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭ କାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। କୃଷିକର୍ମରେ ଦକ୍ଷତା ପ୍ରତିପାଦନ କରିବେ। ସତ୍‌ପରାୟଣ ହେବେ। ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ। ବହୁ ସୁଖକର ଘଟଣାମାନ ଘଟିବ ।…

୧୨ ମାଓବାଦୀଙ୍କ ଆତ୍ମସମର୍ପଣ

ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡ଼ିମ ଜିଲ୍ଲା ପୁଲିସ ନିକଟରେ ୧୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ଡିଭିସିଏମ, ୪ ଜଣ ଏସିଏମ, ପାର୍ଟି ମେମ୍ବର ୨ ଜଣ, ମିସିଲିଆ ସଦସ୍ୟ ୨ ଜଣ ଏବଂ ଆରପିସି ସଦସ୍ୟ ୨ ଜଣ। ତେଲେଙ୍ଗାନା ପୁଲିସ ତରଫରୁ ଲଗାତାର ନକ୍ସଲ ଅପରେସନ…

ଧ୍ୱଂସସ୍ତୁପ ପାଲଟିଛି ତେହେରାନ

ସଂଘର୍ଷଗ୍ରସ୍ତ ଇରାନରୁ ଉଦ୍ଧାର କରାଯାଇଥିବା ଭାରତୀୟ ଛାତ୍ରମାନେ ଇରାନରେ ସଙ୍କଟର ଏକ ଭୟଙ୍କର ବିବରଣୀ ଦେଇଛନ୍ତି। ଅନେକ ଛାତ୍ର ଇସ୍ରାଏଲର ଆକ୍ରମଣ ସେଠାରେ କିପରି ଧ୍ୱଂସ ଆଣିଥିଲା, ସେ ସମ୍ପର୍କରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର, ଅପରେସନ ସିନ୍ଧୁ ଅଧୀନରେ,…

ଇରାନରୁ ଇଣ୍ଡିଗୋ ବିମାନ ଯୋଗେ ନୂଆଦିଲ୍ଲୀ ଆସିଲେ ୧୧୦ ଭାରତୀୟ ଛାତ୍ର

ବର୍ତ୍ତମାନ ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗିଥିବା ପରିପ୍ରେକ୍ଷୀରେ ଭାରତ ସରକାର ‘ଅପରେସନ ସିନ୍ଧୁ’ ଜରିଆରେ ଇରାନରେ ଅଧ୍ୟୟନରତ ଭାରତୀୟ ଛାତ୍ରଙ୍କୁ ସ୍ବଦେଶ ଫେରାଇ ଆଣୁଛନ୍ତି। ବୁଧବାର ୧୧୦ ଭାରତୀୟ ଛାତ୍ର ଦୋହାରୁ ଇଣ୍ଡିଗୋ ବିମାନ ଯୋଗେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ…

ବର୍ଷା ଦିନେ କିପରି ନେବେ କାରର ଯତ୍ନ

ଏବେ ତ ସବୁଆଡେ ବର୍ଷା ଆରମ୍ଭ ହୋଇଗଲାଣି। ଏପରି ପରିସ୍ଥିତିରେ, ଯଦି ଆପଣ ନିୟମିତ ଭାବରେ ଆପଣଙ୍କ କାର ବ୍ୟବହାର କରନ୍ତି, ତେବେ ବର୍ଷାରେ କାରର ଯତ୍ନ ନେବା ବହୁତ ଜରୁରୀ, ନଚେତ୍ ଆପଣଙ୍କୁ ଗାଡ଼ି ଚଲାଇବା ସମୟରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ବର୍ଷା ଦିନରେ ଅଧିକାଂଶ ଗାଡ଼ି ଖରାପ…

ଆସନ୍ତାକାଲି ଆସୁଛନ୍ତି ଭୁବନେଶ୍ବର ଆସୁଛନ୍ତି ମୋଦୀ, ସୁରକ୍ଷା ଦୃଷ୍ଟିରୁ ମୁତୟନ ମୋଟ ୧୩୩ ପ୍ଲାଟୁନ୍ ପୁଲିସ ଫୋର୍ସ

ଜୁନ୍ ୨୦ ତାରିଖ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଗସ୍ତ ପୂର୍ବରୁ, କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ସୁରକ୍ଷା ଦୃଷ୍ଟିରୁ ମୋଟ ୧୩୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହା ବ୍ୟତୀତ, ଡେପୁଟି…