ଆସନ୍ତା ୪୮ ଘଣ୍ଟା ଭିତରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ହେବାର ସମ୍ଭାବନା
ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ଆସନ୍ତା ୪୮ ଘଣ୍ଟା ଭିତରେ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଉଭୟ ପକ୍ଷ ରାଜିନାମାର ବିଭିନ୍ନ ବିଷୟ ଉପରେ ଆଲୋଚନା କରିସାରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୁଲାଇ ୯ର ଯେଉଁ ସମୟ ସୀମା ଧାର୍ଯ୍ୟ କରିଥିଲେ ତାହା ଦ୍ରୁତ ଗତିରେ…