ବର୍ମିଂହାମ ଟେଷ୍ଟରେ ଭାରତ ୩୩୬ ରନରେ ବିଜୟୀ
ବର୍ମିଂହାମ ଟେଷ୍ଟରେ ଭାରତ ୩୩୬ ରନରେ ବିଜୟୀ ହୋଇଛି । ୬୦୮ ରନ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ୨୭୧ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ପ୍ରଥମ ଇନିଂସରେ ଶତକ ଅର୍ଜନ କରିଥିବା ଜେମି ସ୍ମିଥ ସର୍ବାଧକ ୮୮ ରନ କରିଥିଲେ । ସେହିପରି ବ୍ରାଇଡନ କାର୍ସେ ୩୮ ରନ, ବେନ ଷ୍ଟୋକ୍ସ ୩୩ ରନ କରିଥିଲେ…