ଆସନ୍ତା ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବ

ଭୁବନେଶ୍ୱର : ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ।…

ଶୀଘ୍ର ନିଗମ ଓ ବୋର୍ଡ ନିଯୁକ୍ତି ସମ୍ଭାବନା

ସଙ୍ଗଠନକୁ ସୁଦୃଢ କରିବାକୁ ଅଣ୍ଟା ଭିଡ଼ିବ ବିଜେପି । ଜିଲ୍ଲା ସ୍ତରରେ ସରକାରୀ ଓକିଲ ନିଯୁକ୍ତି ପରେ ନିଗମ ବୋର୍ଡ ନିଯୁକ୍ତି ନେଇ ଜୋରଦାର ଚର୍ଚ୍ଚା । ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଆଇନ ମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା । ବର୍ଷର ଶେଷ ୩ ଦିନରେ ନିଗମ ନିଯୁକ୍ତି ବିଜ୍ଞପ୍ତି…

ଯୁବ ଓ ଛାତ୍ର ବିଜେଡିର ରାଜ୍ୟସ୍ତରୀୟ କମିଟି, ୧୬୦ ଯୁବ ଓ ୧୪୫ ଛାତ୍ର ନେତାଙ୍କୁ ବିଭିନ୍ନ ପଦବୀ

ପ୍ରକାଶ ପାଇଲା ଯୁବ ଓ ଛାତ୍ର ବିଜେଡିର ରାଜ୍ୟସ୍ତରୀୟ କମିଟି । ଏଥିରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଥିବା ଯୁବ ଓ ଛାତ୍ର ନେତାଙ୍କୁ ସ୍ଥାନ ଦିଆଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ଅନୁମୋଦନରେ ୧୬୦ ଯୁବ ଓ ୧୪୫ ଛାତ୍ର ନେତାଙ୍କୁ ବିଭିନ୍ନ ପଦବୀ ମିଳିଛି । ଆଗକୁ ସରକାରଙ୍କ…

ସୁନା ଓ ରୁପା ଦର ବଢ଼ି ଚାଲିଛି

ସୁନା ଓ ରୁପା ଦରରେ ବ୍ରେକ ଲାଗୁନି । ପ୍ରତିଦିନ ଏହି ଦୁଇ ଅଳଙ୍କାରର ଦାମ ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ଗୋଟିଏ ଦିନରେ ରୂପା ୧୭ ହଜାର ଟଙ୍କା ମହଙ୍ଗା ହୋଇଛି । ଶୁକ୍ରବାର ଦିନ ଏମସିଏକ୍ସରେ ଚାନ୍ଦିର ଦାମ୍ ୧୭ ହଜାର ଟଙ୍କା ବୃଦ୍ଧି ପାଇ ବନ୍ଦ ହୋଇଛି । ସୁନା-ରୂପାର…

ଇତିହାସ ରଚିଲେ ସ୍ମୃତି

ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟ୍ (ଟେଷ୍ଟ, ଦିନିକିଆ ଓ ଟି-୨୦) ମିଶାଇ ୧୦,୦୦୦ ରନ୍ ପୂରଣ କରିଛନ୍ତି। ଏହି ମାଇଲଖୁଣ୍ଟ ଅତିକ୍ରମ…

ପୁଣି ବିଜେଡି ନେତାଙ୍କ କଟକରେ ମେଳି

ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଭୁବନେଶ୍ବର ପରେ ଏବେ କଟକରେ କିଛି ବିଜେଡି ନେତା ମେଳି କରିଛନ୍ତି । ଏକାଠି ହୋଇଥିଲେ ବିଜେଡିର କିଛି ଯୁବ ଓ ବରିଷ୍ଠ ନେତା । ସୂଚନା ଅନୁସାରେ, କଟକ ତେଲେଙ୍ଗାପେଣ୍ଠ ଫାର୍ମହାଉସ୍‌ରେ ମେଳି ହୋଇଥିଲେ । ସେହି…

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା: କଳାକାରଙ୍କ ମାସିକ ଭତ୍ତା ବଢ଼ିଲା , ପାଇବେ ତିନି ହଜାର

କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ ମାସିକ ଭତ୍ତା ରାଶିରେ ଉଲ୍ଲେଖନୀୟ ବୃଦ୍ଧି କରାଯାଇଛି। ନୂତନ ଘୋଷଣା ଅନୁଯାୟୀ, ୪୦ରୁ ୮୦ ବର୍ଷ ବୟସ୍କ କଳାକାରମାନଙ୍କ ମାସିକ…

ଆଜିର ରାଶିଫଳ

ଆଜି ୨୦୨୫ ଡିସେମ୍ବର ୨୯ ତାରିଖ, ସୋମବାର । ଚନ୍ଦ୍ର ଆଜି ମେଷ ରାଶିରେ ଅବସ୍ଥାନ କରୁଛନ୍ତି । ଗ୍ରହମାନଙ୍କର ସ୍ଥିତି ଅନୁସାରେ ଆଜିର ଦିନଟି ବାରଟି ରାଶି ପାଇଁ କିପରି ରହିବ ୧. ମେଷ (Aries): ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। ମନ ପ୍ରସନ୍ନ ରହିବ ଏବଂ ଶରୀର ସୁସ୍ଥ ରହିବ।…

ସାରା ଦେଶରେ ନିର୍ମାଣ ହେବ ଶକ୍ତିଶାଳୀ ଆତଙ୍କବାଦ ବିରୋଧୀ ଗ୍ରିଡ୍

ନୂଆଦିଲ୍ଲୀ : ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ଅଧିକ ସୁଦୃଢ଼ କରାଯିବ । ଏହି ଲକ୍ଷ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ  ‘ଆତଙ୍କବାଦ ବିରୋଧୀ ସମ୍ମିଳନୀ-୨୦୨୫’ର ଉଦଘାଟନ କରିବା ଅବସରରେ ଆହ୍ବାନ ଦେଇଛନ୍ତି ।   ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ  ଦ୍ୱାରା…

ନୂତନ ଟ୍ରେନ ଦୁଇଗୁଣ ଚଳାଚଳ କରିବ

ଭାରତୀୟ ରେଳବାଇ ଦ୍ୱାରା ଚିହ୍ନଟ ହୋଇଥିବା 48 ଟି ପ୍ରମୁଖ ସହର ମଧ୍ୟରୁ ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାକୁ ନେଇ ଏକ ବ୍ୟାପକ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ପରିକଳ୍ପନାରେ ମଞ୍ଜୁରିପ୍ରାପ୍ତ, ପ୍ରଗତିରେ ଥିବା ଓ ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକ…