ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ

ନଭେମ୍ବର 18 ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର 17 ତମ ଅଧିବେଶନ । ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ଶୀତକାଳୀନ ଅଧିବେଶନ । ନଭେମ୍ବର 18 ରେ ବିଧାନସଭାରେ ଉପସ୍ଥାପିତ ହେବ ପ୍ରଥମ ଅତିରିକ୍ତ ବଜେଟ୍ । ନଭେମ୍ବର ୨୫ରୁ ୨୭ ମଧ୍ୟରେ ଅତିରିକ୍ତ ବ୍ୟୟବରାଦର ଖର୍ଚ୍ଚ ଦାବି…

ଏକାଧିକ କୀର୍ତ୍ତିମାନ ଭାଙ୍ଗିଲା ଭାରତ

ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଟ୍ବେଣ୍ଟି୨୦ରେ ଭାରତ ୭.୪ ଓଭରରେ ୧୫୦ ରନ୍‌ କରିଥିଲା; ଯାହା ବିଶ୍ବ କୀର୍ତ୍ତିମାନ। ୨୦୨୪ ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ବିପକ୍ଷରେ ସନ୍‌ରାଇଜର୍ସ ୮.୨ ଓଭରରେ ୧୫୦ ରନ୍‌ କରିଥିଲା। ପ୍ରଥମ ଓଭରରେ ଭାରତ ୨୬ ରନ୍‌ କରିଥିଲା; ଯାହା ଆଇସିସି ପୂର୍ଣ୍ଣ…

ଅଭିନେତା ରବି କିଶନଙ୍କ ଆଗାମୀ ଫିଲ୍ମ ‘ମେରା ୟାର ବଜରଙ୍ଗୀ-ଦୋସ୍ତି ହୋ ତୋ ଐସି’ର ଟାଇଟଲ୍ ଓ ରିଲିଜ୍ ତାରିଖ ଘୋଷଣା

ଅଭିନେତା ତଥା ରାଜନେତା ରବି କିଶନଙ୍କ ଆଗାମୀ ଫିଲ୍ମ ‘ମେରା ୟାର ବଜରଙ୍ଗୀ-ଦୋସ୍ତି ହୋ ତୋ ଐସି’ର ଟାଇଟଲ୍ ଓ ରିଲିଜ୍ ତାରିଖ ଘୋଷଣା ହୋଇଛି । ଏହି ଫିଲ୍ମଟି ୨୦୨୭ ଦୀପାବଳି ଅବସରରେ ସିନେମା ହଲରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି । ମହାବୀର ଜୈନ ଫିଲ୍ମସ୍ ପକ୍ଷରୁ ଫିଲ୍ମର ପ୍ରଥମ ଲୁକ୍…

ସୁଡାନରେ ଗୃହଯୁଦ୍ଧ ମଧ୍ୟରେ ପୁଣି ରକ୍ତରଞ୍ଜିତ ହୋଇଛି ଜନଜୀବନ,ଡ୍ରୋନ୍ ଆକ୍ରମଣରେ ୧୦୦ରୁ ଅଧିକ ଲୋକ ମୃତ ,୧୧୩ ଜଣ ଆହତ

ସୁଡାନରେ ଗୃହଯୁଦ୍ଧ ମଧ୍ୟରେ ପୁଣି ରକ୍ତରଞ୍ଜିତ ହୋଇଛି ଜନଜୀବନ । ଏକ ଜନଗହଳିପୂର୍ଣ୍ଣ ବଜାର ଉପରେ ଭୟଙ୍କର ଡ୍ରୋନ୍ ଆକ୍ରମଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୧୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି । ଏହି ଆକ୍ରମଣ ପାଇଁ ସୁଡାନୀ ସେନାକୁ…

ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା

ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ମହଙ୍ଗା ଭତ୍ତା ବା ଡିଏ (DA)ରେ ୩ ପ୍ରତିଶତ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି । ଏହି ନିଷ୍ପତ୍ତି ଅନୁସାରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମୂଳ ଦରମାର ୬୦ ପ୍ରତିଶତରୁ ୬୩ ପ୍ରତିଶତକୁ ବୃଦ୍ଧି ପାଇବ ।…

ପ୍ରକାଶ ପାଇଲା ଜାତୀୟ ଗ୍ରାମୀଣ ମେଧା ବୃତ୍ତି ପରୀକ୍ଷା-୨୦୨୬ର ଫଳାଫଳ

ଜାତୀୟ ଗ୍ରାମୀଣ ମେଧା ବୃତ୍ତି (NRTS) ପରୀକ୍ଷା-୨୦୨୬ର ଫଳାଫଳ ଆଜି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗତ ସେପ୍ଟେମ୍ବର ୨୨ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।  ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ଚଳିତବର୍ଷ NRTS ପରୀକ୍ଷା ପାଇଁ ମୋଟ…

ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ

ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’। ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ । ଦୁର୍ବଳ ହୋଇ ତୀବ୍ର ବାତ୍ୟାରେ ପରିଣତ ହେଲା ଅର୍ଣ୍ଣବ । ​ଆଗାମୀ ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶ ଏବଂ ୟାନାମ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ- କର୍ମକ୍ଷେତ୍ରରେ ନିଜର ପରିଶ୍ରମ ଓ ଦକ୍ଷତା ପାଇଁ ପ୍ରଶଂସା ପାଇପାରନ୍ତି। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ପରିବାରରେ ଛୋଟ କଥାକୁ ନେଇ ମତଭେଦ ହୋଇପାରେ। ଅଟକିଥିବା କାମକୁ ଧୈର୍ଯ୍ୟର ସହିତ ଆଗକୁ ବଢ଼ାନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବୃଷ- ଦିନଟି ଆପଣଙ୍କ ପାଇଁ…

କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଥିଲା , ଅଛି ଏବଂ ରହିବ-ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ

ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କୋଟିଆର ସାମଗ୍ରିକ ବିକାଶ ସମ୍ପର୍କରେ ବିସ୍ତୃତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।  ବୈଠକରେ  ମନ୍ତ୍ରୀ ଶ୍ରୀ ପୂଜାରୀ କୋଟିଆର ସର୍ବାଙ୍ଗୀନ ବିକାଶ ନିମନ୍ତେ…

କିପରି କେଶକୁ ଶୁଷ୍କ ହେବାରୁ ରକ୍ଷା କରିବେ

ଶୀତଦିନ ଆସିବା ମାତ୍ରେ ଲୋକମାନେ ଅଳସୁଆ ହୋଇଯାଆନ୍ତି । ଏହି ଦିନରେ ଲୋକଙ୍କର ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ । ସେହିପରି ଭାବେ ଶୀତଦିନେ ହେଉଥିବା ଥଣ୍ଡା ଓ ପବନ ଯୋଗୁ କେଶ ସମସ୍ୟା ମଧ୍ୟ ହୋଇଥାଏ । ଅଧିକ ଥଣ୍ଡା ଲାଗିବା ହେତୁ କେଶର ଆଦ୍ରତା କମ ହେବା ସହ ଶୁଷ୍କ ମଧ୍ୟ ହୋଇଯାଏ ।…