ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦କୁ ଦକ୍ଷିଣ ଆଫ୍ରିକା ୧୯ ରନ୍‌ରେ ଜିତି ନେଇଛି

ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦କୁ ଦକ୍ଷିଣ ଆଫ୍ରିକା ୧୯ ରନ୍‌ରେ ଜିତି ନେଇଛି। ଫଳରେ ୫ ମ୍ୟାଚ୍‌ ବିଶି‌ଷ୍ଟ ଶୃଙ୍ଖଳା ୨-୨ ସମାନ ସ୍ତରକୁ ଆସିଛି। ପଞ୍ଚମ ତଥା ନିର୍ଣ୍ଣାୟକ ଟ୍ବେଣ୍ଟି-୨୦ ବୁଧବାର ଖେଳାଯିବ।ରବିବାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା…

ଭୁବନେଶ୍ୱରର ଆସନ୍ତା ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୩୭ଟି ନୂଆ ରାସ୍ତା ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର ପାଇଁ ବଡ଼ ପ୍ଲାନ୍ । ତିଆରି ହେବ ୩୭ଟି ନୂଆ ରାସ୍ତା ।  ଭୁବନେଶ୍ୱର ସହରର ବଢୁଥିବା ଭିଡ଼ ଏବଂ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ।  ଆସନ୍ତା ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୩୭ଟି ନୂଆ ରାସ୍ତା ପ୍ରକଳ୍ପକୁ…

ବିଶ୍ୱ ଜଳ ଦିବସ ରେ ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ସ୍ଥାନୀୟ ଲୋକ ସେବା ଭବନ କନଭେନଶନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ…

ସିକ୍କିମରେ ଭୂକମ୍ପ ଝଟକା ଅନୁଭୂତ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ

ସିକ୍କିମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଗତକାଲି ରାତିରେ  ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ମାଙ୍ଗାନ ଜିଲ୍ଲାରେ ଭୂକମ୍ପର କେନ୍ଦ୍ରସ୍ଥଳ ୧୪ କିଲୋମିଟର ଗଭୀରତା ଅନୁଭୂତ ହୋଇଥିଲା । ବର୍ତ୍ତମାନ୍…

ହରମୁଜକୁ ନେଇ ନିଜ ଆଭିମୁଖ୍ୟରେ କୋହଳ କଲା ଇରାନ, ଶତ୍ରୁ ଛଡ଼ା ସମସ୍ତେ ଯେଇ ପାରିବେ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ବିଦ୍ୟୁତ କେନ୍ଦ୍ର ଉପରେ ଆକ୍ରମଣ କରିବାକୁ ଧମକ ଦେବା ପରେ ଷ୍ଟ୍ରେଟ୍ ଅଫ ହରମୁଜକୁ ନେଇ ନିଜ ଆଭିମୁଖ୍ୟରେ କୋହଳ କରିଛି ଇରାନ। ଏହି ଜଳପଥ ଦେଇ ସମସ୍ତେ ଜାହାଜ ନେଇପାରିବେ ହେଲେ ଶତ୍ରୁ ରାଷ୍ଟ୍ର ସହ ଜଡ଼ିତ ଜାହାଜ ଛଡ଼ାଯିବନି ବୋଲି ଇରାନ କହିଛି।…

ଦଳର ଶୃଙ୍ଖଳା ଭାଙ୍ଗିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି – ଦେବୀପ୍ରସାଦ ମିଶ୍ର

ଦଳର ସମ୍ବିଧାନରେ ଅଛି । ସେଥିପାଇଁ ଶୃଙ୍ଖଳା ଭାଙ୍ଗିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ରାଜ୍ୟସଭା ଭୋଟିଂ ବେଳେ ବସିଥିବା ଏଜେଣ୍ଟ କାର୍ଯ୍ୟାନୁଷ୍ଠାନ ପାଇଁ ବି ସୁପାରିଶ ମଧ୍ୟ କରିଥିଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର…

ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବେ ସିଧା ଆମ ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଛି

ବର୍ତ୍ତମାନ ଯେମିତି ଗରମ ହେଉଛି, ଆମ ପିଲାଦିନେ ତା’ଠୁ କମ୍ ଥିଲା । ପୂର୍ବରୁ ପ୍ରତ୍ୟେକ ଋତୁ ପ୍ରାୟ ୪ ମାସର ଥିଲା । କିନ୍ତୁ ବର୍ତ୍ତମାନ ୧୨ ମାସରେ ଅଧିକାଂଶ ମାସ ଗରମ ଅନୁଭୂତ ହେଉଛି । ଏହି ସ୍ଥିତିରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବେ ସିଧା ଆମ ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଶାରୀରିକ…

ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟରେ ଓଡ଼ିଆ କଣ୍ଠଶିଳ୍ପ ଦୀପ୍ତିରେଖା ପାଢ଼ୀ

ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟରେ ଓଡ଼ିଆ ଝିଅ । ଚୈତ୍ର ନବରାତ୍ରୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଦୁର୍ଗତି ନାଶିନୀ ମା’ର ୟୁଟ୍ୟୁବ୍ ଲିଙ୍କ୍ ସେୟାର କରିଛନ୍ତି। ଯାହାର କଣ୍ଠଶିଳ୍ପ ହେଉଛନ୍ତି  ଓଡିଆ କଣ୍ଠ ଶିଳ୍ପୀ ଦୀପ୍ତିରେଖା ପାଢ଼ୀ । ପୋଷ୍ଟ କରିବା ସହ  ପ୍ରଧାନମନ୍ତ୍ରୀ…

ଯୁଦ୍ଧ ପାଇଁ ମହଙ୍ଗା ହେବାକୁ ଯାଉଛି ବିମାନ ଯାତ୍ରା

ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଥମିବାର କୌଣସି ସଙ୍କେତ ଦେଖା ଯାଉନାହିଁ । ୨୩ ଦିନରେ ବି ଇରାନ-ଇସ୍ରାଏଲ ଏବଂ ଆମେରିକା ଲଢେଇ ଜାରି ରହିଛି । ଏହି ଯୁଦ୍ଧର ପ୍ରଭାବ ଏବେ ଲୋକଙ୍କ ଉପରେ ପଡିବାକୁ ଯାଉଛି । ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟ୍…

B.Ed, B.H.Ed, M.Ed ପାଠ୍ୟକ୍ରମ ପାଇଁ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଆବେଦନ ପ୍ରକିୟା

B.Ed, B.H.Ed, M.Ed ପାଇଁ ପ୍ରବେଶିକା ପରୀକ୍ଷା ଆବେଦନ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ସୋମବାର ଠାରୁ ଆବେଦନ ପ୍ରକିୟା ଆରମ୍ଭ ହେବ। ମେ' ୩୧ ରେ B.Ed ଏବଂ ଜୁନ ୩ରେ M.Ed ଏବଂ B.H.Ed ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା…