୭୮ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ହେମା ମାଳିନୀ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ହେମା ମାଳିନୀ ୭୮ ବର୍ଷ ବୟସରେ ପାଦ ଥାପିଛନ୍ତି । ୧୬ ଅକ୍ଟୋବର ୧୯୪୮ରେ ତାମିଲନାଡୁର ତିରୁଚିରାପାଲିରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କ ଜନ୍ମଦିନର ଅବସରରେ ଆସନ୍ତୁ ତାଙ୍କ ସମ୍ପର୍କରେ କିଛି ଜାଣିବା । ହେମାଙ୍କ ମାଆ ଜୟା ଚକ୍ରବର୍ତ୍ତୀ ଗର୍ଭବତୀ ଥିବା…

ଏଣିକି ଅଜଣା ନମ୍ବରରୁ କଲ୍ ଆସିଲେ ଦେଖାଯିବ ନାମ

ଚଳିତ ବର୍ଷ ନଭେମ୍ବର ୧ ତାରିଖରୁ ମୋବାଇଲ୍‌କୁ ଅଜଣା ନମ୍ବରରୁ ଆସୁଥିବା କଲ୍‌କୁ ନେଇ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଟେଲିକମ୍ ବିଭାଗ (DoT) ଟେଲିକମ୍ କମ୍ପାନୀଗୁଡ଼ିକୁ କଲିଂ ନେମ୍ ପ୍ରେଜେଣ୍ଟେସନ୍ ବା CNAP ସେବା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି । ଏହି ସେବା ଆରମ୍ଭ ହେବା ପରେ…

ଓଡ଼ିଶାରୁ ବିଦାୟ ନେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି

ଓଡ଼ିଶାରୁ ବିଦାୟ ନେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବିଦାୟ ନେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସେକ୍ରେଟାରୀ ଡ. ରୂପା ରୋଶନ ସାହୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।ଏହା ପୂର୍ବରୁ…

ଛାତ୍ର ସଂସଦ ନିର୍ବାଚନ: ନିର୍ବାଚନରେ ବିଜୟୀ ହୋଇଥିବା ଛାତ୍ର ପ୍ରତିନିଧିମାନେ ନିଜ ନିଜ ଶିକ୍ଷାନୁଷ୍ଠାନରେ ଆନୁଷ୍ଠାନିକ…

୮ ବର୍ଷ ପରେ ହେଲା ଛାତ୍ର ସଂସଦ ନିର୍ବାଚନ । ଶପଥ ନେଉଛନ୍ତି ନବନିର୍ବାଚିତ ଛାତ୍ର ପ୍ରତିନିଧି । ନିର୍ବାଚନରେ ବିଜୟୀ ହୋଇଥିବା ଛାତ୍ର ପ୍ରତିନିଧିମାନେ ନିଜ ନିଜ ଶିକ୍ଷାନୁଷ୍ଠାନରେ ଆନୁଷ୍ଠାନିକ ଭାବେ ଶପଥ ନେଉଛନ୍ତି । ରାଜ୍ୟର ୩୪୬ଟି କଲେଜ ଓ ୧୩ଟି ବିଶ୍ୱବିଦ୍ୟାଳୟରେ ଏହି ଶପଥ ଗ୍ରହଣ…

୮୦ ବର୍ଷରେ ପାଦ ଥାପିଲେ ନବୀନ ପଟ୍ଟନାୟକ

୮୦ ବର୍ଷରେ ପାଦ ଥାପିଲେ ନବୀନ ପଟ୍ଟନାୟକ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୮୦ ବର୍ଷରେ ପାଦ ଥାପିଛନ୍ତି । ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ନବୀନ ପଟ୍ଟନାୟକ କଟକ ଠାରେ ଜନ୍ମଗ୍ରହଣ କରିଥିଲେ ।ବାପା ବିଜୟାନନ୍ଦ ପଟ୍ଟନାୟକ, ମାଆ ଜ୍ଞାନ…

ମହାଷଷ୍ଠୀରେ ମାଆଙ୍କ ଆବାହନ, ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମାଆ ଦୁର୍ଗା

ମହାଷଷ୍ଠୀରେ ମାଆଙ୍କ ଆବାହନ, ଆଜିଠୁ ଦୁର୍ଗାପୂଜାର ମହାପର୍ବ । ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମାଆ ଦୁର୍ଗା । ଶଙ୍ଖଧ୍ୱନି, ଘଣ୍ଟଘଣ୍ଟା ଆଉ ମନ୍ତ୍ରୋଚ୍ଚାରଣରେ ମୁଖରିତ ପୂଜାମଣ୍ଡପ । ଚାରିଆଡ଼େ ଉତ୍ସବର ମାହୋଲ୍, ଭକ୍ତଙ୍କ ମନରେ ଅପୂର୍ବ ଉତ୍ସାହ । ଆଜି ପବିତ୍ର ମହାଷଷ୍ଠୀ । ଏହି ଦିନରେ…

୨୦୨୭ର ପ୍ରଥମ ୬ ମାସ ପର୍ଯ୍ୟନ୍ତ ମେଷ, କୁମ୍ଭ ଏବଂ ମୀନ- ଏହି ତିନୋଟି ରାଶି ଉପରେ ଶନିଙ୍କ ସାଢ଼େସାତୀର ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନ୍ୟାୟର ଦେବତା ଶନିଦେବ। ତାଙ୍କ ସ୍ଥିତି ଓ ଚଳନ ସମସ୍ତ ରାଶିର ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ବର୍ତ୍ତମାନ ଶନିଦେବ ମୀନ ରାଶିରେ ବକ୍ରୀ ଅବସ୍ଥାରେ ବିରାଜମାନ ଅଛନ୍ତି। ଯାହାଫଳରେ ତିନୋଟି ବଡ଼ ରାଶି ଉପରେ ଚାଲିଛି ଶନିଙ୍କ ସାଢ଼େସାତୀର ପ୍ରଭାବ। ତେବେ ୨୦୨୭…

ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରିଜ ମୋହନ ରାମଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ବିବାଦ

ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରିଜ ମୋହନ ରାମ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଦେଇଥିବା ଏକ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ବିବାଦ ସୃଷ୍ଟିହେବା ପରେ ଏନେଇ ସଫେଇ ରଖିଛନ୍ତି ରାଜ୍ୟପାଳ । ଜଣେ ରାଜନେତା ଏବଂ ଏକ ସାମ୍ବିଧାନିକ ପଦବୀ ମଧ୍ୟରେ ଫରକ୍ ରହିଛି । ଏହାକୁ ବଜାୟ ରଖି କାମ କରିବାକୁ…

ଭୋଟ ଗଣତି ବିଳମ୍ବ: ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖ ଏନଏଚ ଅବରୋଧ କଲା କଂଗ୍ରେସ

ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖ ଏନଏଚ ଅବରୋଧ କଲା କଂଗ୍ରେସ ।  ଛାତ୍ର ସଂସଦ ନିର୍ବାଚନ ପରେ ଭୋଟ ଗଣତି ବିଳମ୍ବକୁ ବିରୋଧ କରି କଂଗ୍ରେସ ଏବଂ ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରିଛନ୍ତି। ସନ୍ଧ୍ୟା ୫ଟା ଭିତରେ ନିର୍ବାଚଳ ଫଳାଫଳ ପ୍ରକାଶ କରିବାକୁ ସରକାରୀ ନିର୍ଦ୍ଦେଶନାମା ଥିବା ବେଳେ…

ଯେଉଁମାନେ ଇସଲାମ ଧର୍ମ ଗ୍ରହଣ କରନ୍ତି ସେମାନେ ବିସି ସଂରକ୍ଷଣ ପାଇଁ ହକଦାର ନୁହଁନ୍ତି – ସୁପ୍ରିମକୋର୍ଟ

ସଂରକ୍ଷଣକୁ ନେଇ ଆସିଲା ବଡ ନିଷ୍ପତ୍ତି। ଆଜି ସୁପ୍ରିମକୋର୍ଟ ସଂରକ୍ଷଣ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି, ଯାହା ତାମିଲନାଡୁ ସରକାରଙ୍କ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି, ଯେଉଁଥିରେ କୁହାଯାଇଛି…