ଆଜିର ରାଶିଫଳ

ମେଷ: ପ୍ରୋଜେକ୍ଟରେ ଜୀବନସାଥୀର ସହଯୋଗ ପାଇବେ। ଅଫିସ କାମରେ ଅନ୍ୟର ମତ ନିଅନ୍ତୁ ନାହିଁ। ପରିଶ୍ରମ ଆପଣଙ୍କ ଜୀବନରେ ସଫଳତାର ଆନନ୍ଦ ଭରି ଦେବ। ପାରିବାରିକ ଜୀବନ ସୁଖମୟ ରହିବ। ବୃଷ: କାହାରି ସହିତ ତର୍କବିତର୍କ କରନ୍ତୁ ନାର୍ହି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ବ୍ୟବସାୟ…

ଅଭିଜିତ ମଜୁମଦାରଙ୍କ ଆରୋଗ୍ୟ କାମନା ନେଇ ଶ୍ରୀରାମ ମନ୍ଦିରରେ ସମୂହ ଦୀପ ଦାନ

ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଓଡ଼ିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ ତଥା ମନୋରଞ୍ଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶ ଅଭିଜିତ ମଜୁମଦାର। ଧୀରେ ଧୀରେ ତାଙ୍କ ଅବସ୍ଥାରେ ସୁଧାର ଆସୁଛି। ଏବେ ଡାକ୍ତରୀ ଚିକିତ୍ସାଠାରୁ ବି ଯଦି କିଛି ବେଶି ଜରୁରୀ ହୋଇପଡ଼ିଛି; ତାହା…

ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ୧୦ମ ସଂସ୍କରଣ , ଅହମ୍ମଦାବାରେ ଫାଇନାଲ

ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ୧୦ମ ସଂସ୍କରଣ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ ହେବ। ଏହି ବିଶ୍ବକପ୍‌ରେ ୨୦ଟି ଦଳ ଖେଳିବେ। ଏହି ବିଶ୍ବକପ୍‌ ୨୦୨୬ ଫେବୃଆରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଖେଳାଯିବାର ସମ୍ଭାବନା ରହିଛି। ଭାରତର ୫ଟି ଓ ଶ୍ରୀଲଙ୍କାର ୨ଟି ଷ୍ଟାଡିୟମ୍‌ରେ ଏହି ବିଶ୍ବକପ୍‌ର ସମସ୍ତ…

ଆଇଫୋନ୍ ୧୭ ଏୟାର ଉନ୍ମୋଚିତ

ଆପଲ୍‌ର ସିଇଓ ଟିମ୍‌ କୁକ୍‌ କମ୍ପାନିର ସବୁଠୁ ପତଳା ଆଇଫୋନ୍ ୧୭ ଏୟାର ଉନ୍ମୋଚନ କରିଛନ୍ତି। ଏହାର ମୋଟେଇ ୫.୫ ଏମ୍‌ଏମ୍ ଥିବା ବେଳେ ଓଜନ ହେଉଛି ୧୪୫ ଗ୍ରାମ। ଏଥିରେ ୨୮୦୦ ଏମ୍‌ଏଏଚ୍‌ ବ୍ୟାଟେରି ବ୍ୟବହାର କରାଯାଇଛି। ଏଥି ସହିତ କମ୍ପାନି ପକ୍ଷରୁ ଆଇଫୋନ୍ ୧୭ ପ୍ରୋ ଓ ଆଇଫୋନ୍ ୧୭…

ସାରା ଦେଶରେ ଜାଲି ଭୋଟର କାର୍ଡ ଯାଞ୍ଚ ହେବ

ସାରା ଦେଶରେ ଜାଲି ଭୋଟର ଯାଞ୍ଚ ହେବ । ଆଗକୁ ସବୁ ରାଜ୍ୟରେ ଏସଆଇଆର ହେବ । ଏହା କହିଛନ୍ତି ନିର୍ବାଚନ କମିଶନ । ବିହାର ଭୋଟର ଯାଞ୍ଚ ପରେ ଏବେ ସାରା ଦେଶରେ ଏସଆଇଆର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ସମେତ ନିର୍ବାଚନ ଆୟୋଗର…

ସୁଭଦ୍ରା ଯୋଜନା ଟଙ୍କା ମିଳୁନଥିଲେ ପୁଣି ଆବେଦନ କରିପାରିବେ

ସୁଭଦ୍ରା ଯୋଜନାରୁ କାହିଁକି ନାମ କଟିଲା । ଏହାର କାରଣକୁ ନେଇ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  । ଆଜି ସୁଭଦ୍ରା ଯୋଜନାର ସମୀକ୍ଷା କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ତୃତୀୟ ପର୍ଯ୍ୟାୟରେ ବାଦ ପଡ଼ିଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ କରିବା…

ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା

ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଦଳର ପ୍ରଭାବଶାଳୀ ନେତା ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ବିଜେଡି ଛାଡିଛନ୍ତି । ସେ ଯାହା କହିଛନ୍ତି ତାହାର ସାଂରାସ ହେଉଛି ତାଙ୍କ କଥା କେହି ଶୁଣୁନାହାଁନ୍ତି । ଯେଉଁମାନେ ବର୍ଷ ପରେ ବର୍ଷ କାମ କରିଛନ୍ତି ସେମାନଙ୍କୁ ଜିଲ୍ଲା…

ଅସନ୍ତୁଷ୍ଟ ନେତାଙ୍କ ଉପରେ ବର୍ଷିଲେ ମନ୍ମଥ, ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର

ଓଡ଼ିଶାରେ ରାଜନୈତିକ ଦୃଶ୍ୟ ବଦଳିଛି । ଏବେ କ୍ଷମତାରେ ନାହିଁ ବିଜୁ ଜନତା ଦଳ (ବିଜେଡି) । ବିଜେଡି ଏବେ ବିରୋଧୀ ଆସନରେ  । ୨୦୨୪ ସାଧାରଣ ନିର୍ବାଚନରେ ଦଳର ପରାଜୟ ପରେ, ଏବେ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଗଣମାଧ୍ୟମରେ ବେଶ ପ୍ରଚାରିତ ହେଉଛି । ନେତାମାନେ  ବୟାନବାଜି କରୁଛନ୍ତି ।  କଂଗ୍ରେସର…

କେତେ ସମୟ ଫୋନ ଦେଖିବେ, ଶୋଇବା ପୂର୍ବରୁ ଫୋନ୍ ବ୍ୟବହାର କରୁଛନ୍ତି କି?

ଆପଣ ଯଦି ଶୋଇବା ପୂର୍ବରୁ ଫୋନ ବ୍ୟବହାର କରୁଛନ୍ତି ତେବେ ଏହି ଖବରକୁ ପଢ଼ନ୍ତୁ । ଆପଣଙ୍କ ପାଇଁ କେତେ ବିପଦ ଜାଣନ୍ତୁ । କଣ କରିବେ କଣ କରିବେ ନାହିଁ ଆପଣଙ୍କ ପରିବାର ଲୋକଙ୍କୁ ବୁଝାନ୍ତୁ । ଆପଣ ଜାଣନ୍ତି ଆଜିକାଲି ପାଗଳ କରୁଛି ସୋସିଆଲ ମିଡିଆ । ଆଜିକାଲିର ଯୁବପିଢ଼ିମାନଙ୍କ ପାଇଁ ସୋସିଆଲ…

୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀସ୍ତରରେ ଅଦଳବଦଳ

ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ,ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ଦୁଃଖବନ୍ଧୁ ନାୟକଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲାପାଳ ରୂପେ ବଦଳି…