ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ପଶ୍ଚିମା ଝଡ଼ ଓ କାଳବୈଶାଖୀର ପ୍ରଭାବରେ ଅପରାହ୍ନରେ ବିଜୁଳି ଓ ଘଡ଼ଘଡ଼ି ସହ ପବନ ବହିବ-…

କୁଆଡେ କିଛି ନଥିଲା । ଦିନବେଳା ପ୍ରବଳ ଖରା ହେଉଥିଲା । ତାତିରେ ସମସ୍ତେ ତ୍ରାହି ତ୍ରାହି ଡାକୁଥିଲେ । ଅପରାହ୍ନ ବେଳକୁ ହଠାତ୍ ଆକାଶକୁ କବଜା କରିନେଲା କଳା ବାଦଲ । ଚାହୁଁ ଚାହୁଁ ନିର୍ଧୁମ ବର୍ଷିଲା । ଖାଲି ବର୍ଷିଲାନି, ଘନ ଘନ ବଜ୍ରପାତ ଓ ବିଜୁଳି ମାଡ଼ରେ ଚାରିଆଡ଼େ କମ୍ପିଥିଲା । କିଛି…

ଆଜିର ରାଶିଫଳ

ମେଷ: ପରାମର୍ଶ କିମ୍ବା ପରିସ୍ଥିତି ନିର୍ବିଶେଷରେ, ଆପଣଙ୍କୁ ସମସ୍ତ କ୍ଷେତ୍ରରୁ ସମର୍ଥନ ମିଳିବ । ଅଧିକାରୀଙ୍କ ସହିତ ଆପଣଙ୍କର ଘନିଷ୍ଠତା ବୃଦ୍ଧି ପାଇବ । ବ୍ୟବସାୟିକ ଉଦ୍ୟମରେ ବାଧା ସୃଷ୍ଟି ହୋଇପାରେ । ସ୍ଥାୟୀ ସମ୍ପତ୍ତିର ନିର୍ମାଣ, ମରାମତି ଏବଂ ପୁନରୁଦ୍ଧାର ପାଇଁ ଖର୍ଚ୍ଚ ବୃଦ୍ଧି ପାଇବ…

ଓଡ଼ିଶାର ଯାତ୍ରା ମଞ୍ଚରେ ଦେଖାଯିବେ ମହାଭାରତର ଦୁର୍ଯ୍ୟୋଧନ – ସୋସିଆଲ ମିଡିଆରେ ସୂଚନା ଦେଲେ ରାଣୀ ପଣ୍ଡା

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ ଅଭିନେତା ପୁନିତ ଇସର । ମହାଭାରତ ଧାରାବାହିକରେ ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଏବେ ସେ ଓଡ଼ିଶାର ଯାତ୍ରା ମଞ୍ଚରେ ଦେଖାଯିବେ। ତାଙ୍କ ଦମଦାର ସଂଳାପ ଓ ଅଭିନୟ ଯାତ୍ରା ପ୍ରେମୀଙ୍କୁ ଆକର୍ଷିତ କରିବ । ଆସନ୍ତା…

IPL ୨୦୨୬ ର ୧୦ମ ମ୍ୟାଚ- ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ୫ ଓ୍ୱିକେଟରେ ଏସଆରଏଚକୁ ପରାସ୍ତ କରିଛି

ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଏବଂ ସନରାଇଜର୍ସ୍ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଲକ୍ଷ୍ନୌ ବାଜିମାରିନେଇଛି । ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ୫ ଓ୍ୱିକେଟରେ ଏସଆରଏଚକୁ ପରାସ୍ତ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ । ଦଳ ନିର୍ଧାରିତ…

ଶତ୍ରୁ ନଜରରୁ ୪୮ ଘଣ୍ଟା ଧରି ନିଜକୁ ଏପରି ସୁରକ୍ଷିତ ରଖିଥିଲେ ପାଇଲଟ

ଇରାନର ଦୁର୍ଗମ ପାର୍ବତ୍ୟାଞ୍ଚଳରେ ଆମେରିକୀୟ ଏଫ-୧୫ ଇ ଯୁଦ୍ଧ ବିମାନ କ୍ରାସ୍ ପରେ ଯେଉଁ କାହାଣୀ ସାମ୍ନାକୁ ଆସୁଛି ତାହା କୌଣସି ହଲିଉଡ ଫିଲ୍ମ କାହାଣୀଠାରୁ କମ୍ ନୁହେଁ। ବିମାନରେ ମିଜାଇଲ ମାଡ଼ ହେବା ପରେ ଦୁଇ ପାଇଲଟ ଇଜେକ୍ଟ ହୋଇଯାଇଥିଲେ। ହେଲେ ଜଣେ ଦୁଇ ଦିନ ଧରି ଶତ୍ରୁ ମୁଲକରେ ଲୁଚି…

ଯୁଦ୍ଧର ପ୍ରଭାବ ଏବେ ଆମେରିକାର ଅର୍ଥ ବ୍ୟବସ୍ଥାଓ ଲୋକଙ୍କ ପକେଟ ଉପରେ ପଡିଲାଣି, ଦେଶରେ ପେଟ୍ରୋଲ ଓ ଡିଜେଲ ଉଭୟ ମହଙ୍ଗା

ଇରାନ ବିରୋଧରେ ଜାରି ଯୁଦ୍ଧର ପ୍ରଭାବ ଏବେ ଆମେରିକାର ଅର୍ଥ ବ୍ୟବସ୍ଥା ଓ ଲୋକଙ୍କ ପକେଟ ଉପରେ ପଡିବା ଆରମ୍ଭ କରିଦେଲାଣି। ଏଥିରେ ଇନ୍ଧନ ଦର ବୃଦ୍ଧି ଯୋଗୁ ଲୋକେ ଅଧିକ ଚାପ ଅନୁଭବ କରୁଛନ୍ତି। ଦେଶରେ ପେଟ୍ରୋଲ ଓ ଡିଜେଲ ଉଭୟ ମହଙ୍ଗା ହୋଇଯାଇଛି। ଫଳରେ ପରିବହନ, କୃଷି, ଉଦ୍ୟୋଗ ଗତିବିଦ୍ଧି…

ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍, ଏହା ବେଆଇନ – ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଏଲପିଜି ସଙ୍କଟ ଦେଖା ଦେଇଥିବା ବେଳେ ରାଜ୍ୟରେ ଗ୍ୟାସ୍ କଳାବଜାରୀ ରୋକିବା ପାଇଁ ଦୃଢ ପଦକ୍ଷେପ ନେଇଛନ୍ତି ସରକାର। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ…

ବର୍ତ୍ତମାନନ ସ୍ଥିତିରେ ମେଟ୍ରୋ କରିକି ନିଜର ନିର୍ବାଚନ ଚାଲ ଖେଳିବାର କିଛି ଆବଶ୍ୟକ ନାହିଁ-ପୂର୍ତ୍ତ ବିଭାଗ ମନ୍ତ୍ରୀ…

ବର୍ତ୍ତମାନନ ସ୍ଥିତିରେ ମେଟ୍ରୋ କରିକି ନିଜର ନିର୍ବାଚନ ଚାଲ ଖେଳିବାର କିଛି ଆବଶ୍ୟକ ନାହିଁ । ମେଟ୍ରୋ କରିକି ପ୍ରତିବର୍ଷ ଦୁଇ ହଜାର କୋଟି ଖର୍ଚ୍ଚା କରିବା ପାଇଁ ବର୍ତ୍ତମାନ ସମୟରେ କୌଣସି ଆବଶ୍ୟକତା ହିଁ ନାହିଁ । ସରକାର ଗମ୍ଭୀର ଅଛନ୍ତି । ଆଗାମୀ ଦିନରେ ମେଟ୍ରୋ ପ୍ରକଳ୍ପ ନିଶ୍ଚିତ…

ଉଗ୍ର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ ,ଆମେରିକା ଏବଂ ଇସ୍ରାଏଲ ପାଇଁ ସମଗ୍ର ମଧ୍ୟପ୍ରାଚ୍ୟକୁ ନର୍କରେ ପରିଣତ କରିବାକୁ…

ଚରମ ସ୍ଥିତିରେ ଇରାନ-ଆମେରିକା ଯୁଦ୍ଧ । ଦିନ ଗଡୁଛି ଲଢେଇ ଥମୁନି । ଆହୁରି ଉଗ୍ର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ୪୮ ଘଣ୍ଟାର ଡେଡଲାଇନ୍ ଦେଇଛନ୍ତି । ଏହାର କଡ଼ା ଜବାବ ଦେଇଛି ତେହେରାନ । ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ, ଇରାନ…

ରାଜଧାନୀରେ ଝଡ଼ବର୍ଷା ,ବର୍ଷା ଲାଗି ସାମାନ୍ୟ ଆଶ୍ୱସ୍ତି ପାଇଲେ ରାଜଧାନୀବାସୀ

ରାଜଧାନୀରେ ଝଡ଼ବର୍ଷା । ବର୍ଷା ଲାଗି ସାମାନ୍ୟ ଆଶ୍ୱସ୍ତି ପାଇଲେ ରାଜଧାନୀବାସୀ। ଅନେକ ସ୍ଥାନରେ ଝିପ୍ ଝିପ୍ ବର୍ଷା ହେଉଛି। ପବନ ନାହିଁ କିନ୍ତୁ ବିଜୁଳି ଘଡ଼ଘଡ଼ି ମାରୁଛି। ତାତି ସିନା କମିଛି କିନ୍ତୁ ଗୁଳୁଗୁଳି ଅନୁଭୂତ ହେଉଛି। ଖବର ଅନୁଯାୟୀ, ସକାଳେ ପ୍ରବଳ ତାତି ହେଉଥିଲା। ଆଉ ଠିକ୍…