ମୁଁ ବିଷ ପିଇଦେବି , କାହିଁକି ଏପରି କହିଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ, ଜନତା ହିଁ ତାଙ୍କର ଈଶ୍ୱର ଓ “ରିମୋଟ୍ କଣ୍ଟ୍ରୋଲ”। ନିଜ ଓ ତାଙ୍କ ମାତା ହୀରାବେନ ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସେ କହିଛନ୍ତି, “ମୁଁ ଶିବଙ୍କ ଭକ୍ତ,…

ଚିନ୍ତା ଦୂର କରେ ବ୍ରାହ୍ମୀ

ବ୍ରାହ୍ମୀ (Bacopa monnieri), ଦେଖିବାକୁ ଏକ ଛୋଟ ଉଦ୍ଭିଦ ହେଲେ ମଧ୍ୟ ଓଡ଼ିଶାର ପରିବେଶ ବ୍ୟବସ୍ଥାପନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସାରା ଭାରତରେ ଦେଖିବାକୁ ମିଳେ। ଆର୍ଦ୍ରଭୂମି ଏବଂ ପଙ୍କୁଆ ଅଞ୍ଚଳରେ ଏହା ବଢ଼ିଥାଏ। ଏହା ନଦୀକୂଳକୁ ଦୃଢ କରେ, ମାଟି କ୍ଷୟ ରୋକେ ଓ ପୋଷକ ତତ୍ତ୍ୱ…

ଏସିଆ କପ୍‌ , ଭାରତ-ପାକିସ୍ତାନ ଭେଟାଭେଟି, ନାହିଁ ଚର୍ଚ୍ଚା ଓ ଉତ୍କଣ୍ଠା

ଭାରତ-ପାକିସ୍ତାନ ଲଢ଼େଇକୁ କ୍ରିକେଟ୍‌ପ୍ରେମୀ ଉତ୍ସାହର ସହ ପ୍ରତୀକ୍ଷା କରିଥା’ନ୍ତି। କେବଳ ଏହି ଦୁଇ ଦେଶ ନୁହେଁ, ଯେବେବି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମୁହାଁମୁହିଁ ହୁଅନ୍ତି, ସାରା ବିଶ୍ବର ନଜର ଏହି ମହାମୁକାବିଲା ଉପରେ ରହିଥାଏ। ବିଶ୍ବର ଯେଉଁସ୍ଥାନରେ ଖେଳା ଯାଉଥିଲେ ମଧ୍ୟ ଏହାକୁ…

ଲୋକଙ୍କ ମନରେ ଲାନିନା ଛନକା

ଚଳିତ ବର୍ଷ ବହୁଦିନ ଧରି ମୌସୁମୀ ବର୍ଷା ଲାଗି ରହିଛି। ଇତିମଧ୍ୟରେ ବଙ୍ଗୋପସାଗରରେ ୧୫ରୁ ଊର୍ଦ୍ଧ୍ୱ ଲଘୁଚାପ କ୍ଷେତ୍ର ଓ ଘୂର୍ଣ୍ଣିବଳୟ ଆଗକୁ ପ୍ରାକୃତିକ ଦୁର୍ବିପାକର ସଙ୍କେତ ଦେଉଛି। ଏପରିସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଓଡ଼ିଶା ସହ ପୂର୍ବ ଭାରତୀୟ ରାଜ୍ୟଗୁଡିକୁ…

ବିଜେଡି ଛାଡ଼ୁଛନ୍ତି ନେତା, ଆଗକୁ କିଏ

ଏନ୍ ଭାସ୍କର ରାଓ, ଲାଲ୍ ବିହାରୀ ହିମିରିକା ଓ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଉ   ଛାତ୍ର ନେତା ହରିଶଙ୍କର ରାଉତ ଏଇ ନିକଟରେ ବିଜେଡି ଛାଡିଛନ୍ତି ।  ଏମାନେ ଯେ ବିଜେଡି ଛାଡ଼ିବେ କେହି କଳ୍ପନା ବି କରିନଥିଲେ। କିନ୍ତୁ ଘଟଣାଚକ୍ର ଏମିତି ହେଲା ଯେ ଏମାନଙ୍କୁ ବିଜେଡି ଛାଡ଼ିବାକୁ ପଡ଼ିଛି। ପୂର୍ବତନ…

ରାଶିଫଳ

ମେଷ: ଆପଣ ଲକ୍ଷ୍ୟପ୍ରାପ୍ତି ପାଇଁ ସକ୍ରିୟ ରହିବେ। କ୍ୟାରିୟରରେ ଉତ୍ତମ ପରିଣାମ ମିଳିବାର ଯୋଗ ଅଛି। ରାଜନୀତି କ୍ଷେତ୍ରରେ ଥିବାଲୋକ ସାମାଜିକ ସ୍ତରରେ ଭଲ କାମ ପାଇଁ ସମ୍ମାନ ପାଇବେ। ବୃଷ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ବାଧାର ସମାଧାନ ଲାଗି ମାର୍ଗ ଖୋଜିନେବେ। ଆପଣ ସକାରାତ୍ମକ…

କାଲିଠୁ ଝଟକିବେ ଜଗଜ୍ଜନନୀ ମାଆ ଦୁର୍ଗା, ଚଳଚଞ୍ଚଳ ହେବ ରାଜ୍ୟର ସମସ୍ତ ଶକ୍ତିପୀଠ

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଜଗଜ୍ଜନନୀ ମା’ ଦୁର୍ଗାଙ୍କ ଷୋଡ଼ଶ ପୂଜା । ଏଥିପାଇଁ ଚଳଚଞ୍ଚଳ ହେଲାଣି ରାଜ୍ୟର ସବୁ ଶକ୍ତିପୀଠ । ଚଣ୍ଡୀପାଠ ଓ ମନ୍ତ୍ର ଉଚ୍ଚାରଣରେ କମ୍ପିବ ଶକ୍ତିପୀଠ । କଟକର ଗଡ଼ଚଣ୍ଡୀ, କଟକ ଚଣ୍ଡୀ, ଝଙ୍କଡ଼ର ମା’ ଶାରଳା, ଯାଜପୁରର ବିରଜା, ବାଙ୍କୀର ଚର୍କିକା ଭଳି ସବୁ ଶକ୍ତି…

ମଦ୍ୟପାନ ଛାଡ଼ି ନିରାମିଷ ଭୋଜନ ଖାଇବା ଆରମ୍ଭ କରିଛନ୍ତି ରଣବୀର କାପୁର , ଜାଣନ୍ତୁ କାହିଁକି

ସୁପରଷ୍ଟାର ରଣବୀର କପୁର ଏବଂ ସାଇ ପଲ୍ଲବୀଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ "ରାମାୟଣ"ର ପ୍ରଥମ ଲୁକ ଟିଜର ରିଲିଜ୍ ହୋଇସାରିଛି। ରିଲିଜ୍ ପରେ ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। ପ୍ରଥମ ଲୁକ ଟିଜରରେ ରଣବୀର କପୁରଙ୍କୁ ରାମ ଅବତାରରେ ଦେଖିବାକୁ ମିଳିଥିଲା। ସେ ଧନୁ ଧରି ଜଣେ ଯୋଦ୍ଧା ଭାବରେ…

ଯଦି କିସ୍ତିରେ ମୋବାଇଲ ଫୋନ କିଣିଛନ୍ତି ,କିସ୍ତି ଶୁଝିନପାରିଲେ ଫୋନ ଲକ ହୋଇପାରେ

ଲୋକେ ବ୍ୟାଙ୍କରୁ ଋଣ ଆଣି ଗାଡ଼ି କିଣିଥାନ୍ତି । ଏହି ଋଣ ନ ଶୁଝିଲେ ବ୍ୟାଙ୍କ କଣ କରେ ? ରିକଭୋରି ଏଜେଣ୍ଟ ଆସି ଗାଡ଼ିକୁ ଜବତ କରିନେଇଯାଆନ୍ତି । ଠିକ ସେହିପରି ମୋବାଇଲ ଫୋନ କ୍ଷେତ୍ରରେ ହୋଇପାରେ । ଆପଣ ଯଦି କିସ୍ତିରେ ଏକ ମୋବାଇଲ ଫୋନ କିଣିଛନ୍ତି ଓ କିସ୍ତି ଶୁଝୁନାହାନ୍ତି ତେବେ ଆପଣଙ୍କ…

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କ୍ୟାରିୟର ପ୍ରଦର୍ଶନୀ

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ଏକ ଦୁଇଦିନିଆ କ୍ୟାରିୟର୍ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ପିଏଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୩ରେ ଉଦଯାପିତ ହୋଇଯାଇଛି । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ଏହାକୁ ଉଦ୍‌ଘାଟନ କରି କହିଛନ୍ତି, …