ପଣବନ୍ଦୀଙ୍କ ମୁକ୍ତି ପାଇଁ ସ୍ବତନ୍ତ୍ର ରଣନୀତି
ଆଜିକୁ ହମାସ ସହ ଇସ୍ରାଏଲର ଯୁଦ୍ଧ ୨୪ତମ ଦିନରେ ପ୍ରବେଶ କରିଥିବା ବେଳେ ଇସ୍ରାଏଲ ସେନା ରବିବାର ଗାଜାପଟିରେ ଆକ୍ରମଣ ଜାରି ରଖିଛି। ଇସ୍ରାଏଲ ସେନା କହିଛି ଯେ ସ୍ଥଳ ଅପରେସନ ମାଧ୍ୟମରେ ଏହା ୧୫୦ରୁ ଅଧିକ ଭୂତଳ ସୁଡ଼ଙ୍ଗ ଏବଂ ବଙ୍କର ସମେତ ଅନେକ ହମାସ କାର୍ଯ୍ୟକର୍ତ୍ତାଙ୍କ ସ୍ଥାନକୁ ଟାର୍ଗେଟ…