ଆଜି ପାକିସ୍ତାନ-ବାଂଲାଦେଶ ମୁହାଁମୁହିଁ

କୋଲ୍‌କାତା: ଚଳିତ ବିଶ୍ବକପ୍‌ରେ ପାକିସ୍ତାନ ଓ ବାଂଲାଦେଶ ଆଜି କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସରେ ମୁହାଁମୁହିଁ ହେବେ। ଉଭୟ ପାକିସ୍ତାନ ଓ ବାଂଲାଦେଶ ଏବେ ୪ ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଷଷ୍ଠ ଓ ନବମ ସ୍ଥାନରେ ଅଛନ୍ତି।  ଅପରାହ୍ନ ୨ଟାରୁ ଏହି ମ୍ୟାଚ୍‌ ଆରମ୍ଭ ହେବ। ପାକିସ୍ତାନ ଲଗାତାର…

ନାବାଳକକୁ ମାରିବା ପରେ ଗାଈକୁ ଖାଇଲା ବାଘ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଧରମବନ୍ଧା ଥାନା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗ୍ରାମରେ ବାଘ ଆତଙ୍କ ।  ଗତକାଲି ୬ ବର୍ଷର ନାବାଳକକୁ ମାରିବା ପରେ ଆଜି ସକାଳେ ଏକ ଗାଈକୁ ଖାଇଛି ବାଘ। ଏହି ଗାଈର ମାଲିକ ହେଲେ ଅର୍ଜୁନ ଧୁରୁଆ। ସେ ରାତିରେ ଗୁହାଳରେ ନିଜ ଗାଈକୁ ବାନ୍ଧିଥିଲେ। ହେଲେ…

ଆଜିର ରାଶିଫଳ

ମେଷ: ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନା କାର୍ଯ୍ୟକାରୀ କରିବେ। ଧନ ସମ୍ବନ୍ଧୀୟ ଚିନ୍ତାର ସମାଧାନ ବାହାରିବ। କୌଣସି ସମାଜସେବା ସଂସ୍ଥା ସହ କାମ କରିବାର ଅବସର ପାଇବେ। ବୃଷ: ଅଫିସର ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧକୁ ଆସିପାରେ। ସରକାରୀ କାମରେ କୌଣସି ଲୋକଙ୍କର ସାହାଯ୍ୟ ପାଇବେ।…