କାଲିଠୁ ଦେଶରେ ଜିଏସଟି ବଚତ ଆରମ୍ଭ

ଆସନ୍ତା କାଲି ଅର୍ଥାତ୍ ଦେଶରେ ୨ୟ ପର୍ଯ୍ୟାୟ ଜିଏସଟି ସଂସ୍କାର ଆରମ୍ଭ ହେବାକୁ ଯାଉଛି । ଏହାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଦେଶରେ ଜିଏସଟି ବଚତ୍ ଉତ୍ସବ ଆରମ୍ଭ ହେବାକୁ ଯାଉଛି । ଏହା ଆତ୍ମନିର୍ଭରଶୀଳ ଭାରତ ଦିଗରେ ଏକ…

ବନ୍ଦ ଥିବା ୭୦ ଟି ମଦ ଦୋକାନ ଖୋଲିବା ପାଇଁ ମିଳିଛି ଅନୁମତି

ରାଜ୍ୟରେ ୭୦ଟି ମଦ ଦୋକାନ ବନ୍ଦ ରହିଥିଲା। ଏହାକୁ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ବାଲେଶ୍ୱରରେ ସର୍ବାଧିକ ୧୭ ମଦ ଦୋକାନ ବନ୍ଦ ରହିଥିବା ଜଣାପଡ଼ିଛି। ସେହିପରି ଗଞ୍ଜାମରେ ୧୦, ବଲାଙ୍ଗୀର ୨, ବ୍ରହ୍ମପୁର ୪, କଟକ ୭, କନ୍ଧମାଳ…

ଆଜି ଭାରତ – ପାକିସ୍ତାନ ମ୍ୟାଚ୍, ପଦାରେ ପଡ଼ିଲା ସରକାରଙ୍କ ଗୁମର

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ଜନସାଧାରଣଙ୍କ କ୍ରୋଧ ଏପର୍ଯ୍ୟନ୍ତ ଶାନ୍ତ ହୋଇନାହିଁ, ଏବଂ କ୍ରିକେଟ ଜଗତରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଭାରତ ଏବଂ ପାକିସ୍ତାନ ଦ୍ୱିତୀୟ ଥର ପାଇଁ ରବିବାର ସେପ୍ଯେମ୍ବର ୨୧ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏସିଆ କପର ଗ୍ରୁପ…

ଆଜି ପବିତ୍ର ମହାଳୟା ଅମାବାସ୍ୟା

ଆଜି ପବିତ୍ର ମହାଳୟା ଅମାବାସ୍ୟା, ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ବଡ଼ ସମାଗମ । ପିତୃପକ୍ଷର ଶେଷ ଦିନରେ ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଚାଲିଛି ପିଣ୍ଡଦାନ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ…

ଭିଜିବି ପୂଜା , ଆସୁଛି ଦୁଇଟି ଲଘୁଚାପ

ଏଥର ଦୁର୍ଗାପୂଜା ପୂରା ଭିଜିବ। ଆଗକୁ ଆସିବାକୁ ଥିବା ଦୁଇଟି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୫ ତାରିଖରେ ଏବଂ ଅକ୍ଟୋବର ୧ରେ ଦୁଇଟି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆମାର୍‌ ଉପକୂଳରେ…

ଆଜିର ରାଶିଫଳ

ମେଷ: ରବିବାର ଆର୍ଥିକ ସ୍ଥିତି ଭଲ ହେବ। ସୋମ ଓ ମଙ୍ଗଳବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ବୁଧ, ଗୁରୁ ଓ ଶୁକ୍ରବାର ପାରିବାରିକ ପରିବେଶ ଆନନ୍ଦମୟ ରହିବ। ଶନିବାର ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେବ। ବୃଷ: ରବିବାର ଭାଗ୍ୟର ସହଯୋଗ ପାଇବେ। ସୋମ ଓ ମଙ୍ଗଳବାର ନୂଆ ଜାଗାକୁ…

ଟ୍ରମ୍ପ ବଢାଇଲେ H-1B ଭିଜା ଶୁଳ୍ଳ

ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ ଲଗାଇବା ପରେ ଏବେ ‘ଭିଜା ବୋମା’ ଛାଡ଼ିଛନ୍ତି। କହିବାର ଅର୍ଥ ସେ H-1B ଭିଜା ନିୟମକୁ ନେଇ ବଡ଼ ଘୋଷଣା କରିଛନ୍ତି, ଯାହାକୁ ନେଇ ଭାରତୀୟଙ୍କ ମୁଣ୍ଡବିନ୍ଧା ବଢ଼ିଯାଇଛି। ଟ୍ରମ୍ପ ଶୁକ୍ରବାର ଏକ ଘୋଷଣାପତ୍ରରେ ହସ୍ତାକ୍ଷର କରିଛନ୍ତି, ଯାହା…

ଦୁର୍ଗାପୂଜାରେ କ’ଣ କରାଯିବ ଓ କ’ଣ କରାଯିବ ନେଇ ସେନେଇ ବିଏମ୍‌ସି ପକ୍ଷରୁ ପରାମର୍ଶ ଜାରି

ଦିନକ ପରେ ଶାରଦୀୟ ଦୁର୍ଗାପୂଜାର ନବରାତ୍ରୀ ଆରମ୍ଭ ହୋଇଯିବ। ଆସନ୍ତା ୨୭ ତାରିଖ ଠାରୁ ଷଷ୍ଠୀ ପୂଜା ଅବସରରେ ରାଜଧାନୀ ଭୁବନେଶ୍ବରର ୧୭୦ରୁ ଅଧିକ ଦୁର୍ଗାପୂଜାସ୍ଥଳରେ ଜନଗହଳି ଆରମ୍ଭ ହୋଇଯିବ। ତେବେ ମେଢ଼ରେ ଦୁର୍ଗାପୂଜା ଆରମ୍ଭ ହେବା ପୂର୍ବରୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ…

ଆରପାରିରେ ଆଦିବାସୀ ନେତା ଜର୍ଜ ତିର୍କୀ, ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ତଥା ୪ ଥରର ବିଧାୟକ, ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଜର୍ଜ ତିର୍କୀ ଆଉନାହାନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି। ଶନିବାର ବିଧାନସଭା ପରିସରରେ ଜର୍ଜ ତିର୍କୀଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର୍‌। ଏହା ସହିତ ଜର୍ଜ…

ଆସନ୍ତା ନଭେମ୍ବରରେ ରିଲିଜ ହେବା ମୁରବି

ମେଣ୍ଟିସ୍ ଫିଲ୍ମସ୍‌ର ପ୍ରସ୍ତୁତି ‘ମୁରବି’ ଆସନ୍ତା ନଭେମ୍ବରରେ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ରହିଛି ବିପରୀତଧର୍ମୀ ଦୁଇ ପରିବାରର କାହାଣୀ। କୁନା ତ୍ରିପାଠୀ ଜେନା ପରିବାରର ମୁରବି ସାଜିଥିବା ବେଳେ ସ୍ୱାଇଁ ପରିବାରର ମୁରବି ହୋଇଛନ୍ତି ଚୌଧୁରୀ ଜୟ ପ୍ରକାଶ ଦାସ। ସ୍ୱାଇଁବାବୁ…