ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାମ୍ନାକୁ ଆସିଲା ରାମଲାଲାଙ୍କ ମୂର୍ତ୍ତିର ପ୍ରଥମ ଫଟୋ

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାମ୍ନାକୁ ଆସିଲା ରାମଲାଲାଙ୍କ ମୂର୍ତ୍ତିର ପ୍ରଥମ ଫଟୋ  । ଭଗବାନ ରାମଙ୍କ ମୂର୍ତ୍ତିର ପ୍ରଥମ ଝଲକ ଏବେ ସାମ୍ନାକୁ ଆସିଛି। ଗୁରୁବାର ରାତିରେ ରାମଲାଲା ମୂର୍ତ୍ତିର ପ୍ରଥମ ଝଲକ ପ୍ରକାଶ ପାଇଛି। ଏହି ପ୍ରତିମାକୁ ଗର୍ଭଗୃହରେ ରଖାଯାଇଛି।ପ୍ରାଣ ପ୍ରତିଷ୍ଠା ପାଇଁ…

ଇଡିକୁ ଖାତିର କରୁନାହାଁନ୍ତି ଅରବିନ୍ଦ କେଜ୍ରିଓ୍ବାଲ: ହାଜର ହେବାକୁ ଚାହୁଁନାହାଁନ୍ତି

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରୁ ଡକାଇ ଏହାକୁ ବେଆଇନ ବୋଲି କହିବା ସହ ଆସନ୍ତା ଲୋକସଭା ନିର୍ବାଚନରେ ତାଙ୍କୁ ପ୍ରଚାର ନକରିବାକୁ ଷଡଯନ୍ତ୍ରର ଏକ ଅଂଶ ବୋଲି ଅଭିଯୋଗ କରିଛନ୍ତି। ଦିଲ୍ଲୀ ମଦନୀତି ମାମଲାରେ ଆଜି ହାଜର ହେବା ଲାଗି…

ପୁଣି ବଦଳିଲା କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ନିୟମ

ପୁଣି ବଦଳିଲା କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ନିୟମ। କାରଣ ଜାନୁଆରୀ ୩୧ ସୁଦ୍ଧା କେଓ୍ବାଇସି ପୂରଣ ନକଲେ, ଅକାମୀ ହୋଇଯିବ ଫାସଟ୍ୟାଗ । ଧୀରେ ଧୀରେ ବିବାଦକୁ ଆସୁଥିବା ୱାନ୍ ଭେଇକିଲ ୱାନ୍ ଫାସଟ୍ୟାଗ୍ ଅଭିଯାନରେ ଏକାଧିକ ଫାସଟ୍ୟାଗ୍ ହୋଇଯିବ କଳାତାଲିକାଭୁକ୍ତ। ଏହାକୁ ନେଇ ଏବେଠାରୁ…

ବିଏସଏଲଏଲ ଆଣିଛି ଗ୍ରାହକଙ୍କ ପାଇଁ ଜବରଦସ୍ତ ପ୍ଲାନ। 

ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ, ଜିଓ, ​​VI ବ୍ୟତୀତ ସରକାରୀ କମ୍ପାନୀ ବିଏସଏନଏଲ ମଧ୍ୟ ଗ୍ରାହକଙ୍କୁ ଖୁସି କରିବା ପାଇଁ ଗୋଟିଏ ପରେ ଗୋଟିଏ ଦମଦାର ପ୍ଲାନ ପ୍ରସ୍ତୁତ କରୁଛି।ବିଏସଏଲଏଲ  ରିଚାର୍ଜ ପ୍ଲାନ୍ ଶସ୍ତାରେ ମିଳୁଛି। ଅନେକ ଲୋକ ବିଏସଏଲଏଲ ସିମ୍ ବ୍ୟବହାର କରନ୍ତି। ଏଭଳି…

ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କୁ ଲାଗେ ଅଧିକ ଥଣ୍ଡା

ଶୀତରୁ ରକ୍ଷା ପାଇବା ପାଇଁ ଆମେ ଗରମ ପୋଷାକ ପରିଧାନ କରିବା ସହ ବିଭିନ୍ନ ପ୍ରକାର ଗରମ ଚିକିତ୍ସା ମଧ୍ୟ କରିଥାନ୍ତି । ତେବେଆପଣମାନେ ଜାଣିଛନ୍ତି କି ଏହି ଶୀତଦିନରେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ଥଣ୍ଡା ଲାଗିଥାଏ । ଯେଉଁ କାରଣରୁ ସେମାନେ ଶୀତଦିନରେ ନିଜକୁ ସର୍ବଦା…

ପେନ୍ସନ୍ ସିଷ୍ଟମ୍ ରେ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ

ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଜାତୀୟ ପେନ୍ସନ୍ ସିଷ୍ଟମ୍ ଅଧୀନରେ ଆକାଉଣ୍ଟରୁ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ ଆଣିଛି। PFRDA ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ନୂତନ ନିୟମ ଫେବୃଆରୀ ୧, ୨୦୨୪ ରୁ କାର୍ଯ୍ୟକାରୀ ହେବ। NPS ର ନୂତନ ନିୟମ ଅନୁଯାୟୀ,…

ଅଡୁଆରେ ମହୁଆ ମୈତ୍ର

ସାଂସଦ ମହୁଆ ମୋଇତ୍ରାଙ୍କୁ ନୋଟିସ୍ ଦିଆଯାଇଛି । ନୋଟିସରେ କୁହାଯାଇଛି ଯେ ଯଦି ସେ ବଙ୍ଗଳା ଖାଲି ନକରନ୍ତି, ତେବେ ତାଙ୍କ ବିରୋଧରେ ବଳ ପ୍ରୟୋଗ କରାଯିବ ଏବଂ ବଙ୍ଗଳାକୁ ଜୋରଜବରଦସ୍ତ ଖାଲି କରାଯିବ। ସଂସଦରୁ ନିଲମ୍ବିତ ହେବା ପରେ ସରକାରୀ ବଙ୍ଗଳା ଖାଲି କରିବାକୁ ମହୁଆ ମୋଇତ୍ରାଙ୍କୁ ଅନେକ…

 ‘ଭୁଲ ଭୁଲୈୟା-୩’

ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅଭିନୀତ ‘ଭୁଲ ଭୁଲୈୟା-୨’ ୨୦୨୨ ମାର୍ଚ୍ଚ ୨୫ରେ ରିଲିଜ୍ ହୋଇ ଧମାଲ କରିଥିଲା। ଏହି ସିନେମାରରେ କାର୍ତ୍ତିକ ଆର୍ୟନଙ୍କ ସହିତ କିଆରା ଆଡଭାନୀ ଓ ତବୁ ନଜର ଆସିଥିଲେ । ଏହାର ନିର୍ଦ୍ଦେଶନା ଅନିସ୍ ନଜମି ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଟି- ସିରିଜ,…

ଓଡ଼ିଶାର ବିଜୟ ଜାରି

କଳିଙ୍ଗ ‌ଷ୍ଟାଡିୟମ୍‌ରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତରେ ଘରୋଇ ଦଳ ଓଡ଼ିଶା ଏଫ୍‌ସିର ବିଜୟ ଧାରା ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ବେଙ୍ଗାଲୁରୁ ଏଫ୍‌ସିକୁ ହରାଇଥିବା ଏହି ଦଳ‌ ବୁଧବାର ୩-୦ ଗୋଲ୍‌ରେ ଇଣ୍ଟର କାଶୀକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧର ଶେଷ…

ନର୍ସରୀରୁ ଅଷ୍ଟମ ପିଲାଙ୍କ ସ୍କୁଲ ଟାଇମ ପରିବର୍ତ୍ତନ

ଏକ ନୂଆ ସମୟରେ ସ୍କୁଲକୁ ଆସିବେ ଛାତ୍ରଛାତ୍ରୀ । ନର୍ସରୀ ପିଲାଙ୍କଠାରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଟାଇମିଙ୍ଗରେ ଏକ ବଡ଼ ପରିବର୍ତ୍ତନ କରିବା ପାଇଁ ଘୋଷଣା କରାଯାଇଛି । ବୃଦ୍ଧି ପାଉଥିବା ଶୀତ ଲହରିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ଏବେ…