ନୂଆ ୩-ଚକିଆ ମାଲବାହୀ ଯାନ

ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ କମ୍ପାନିର ଭିପି-ସେଲ୍‌ସ ରାଜୀବ ବର୍ମା ତାହାକୁ ଉନ୍ମୋଚନ କରିଥିଲେ। ଏହି ଗାଡ଼ିରେ ୧୧.୮ କେଡବ୍ଲୁଏଚ୍‌ର ବ୍ୟାଟେରି ରହିଛି ଯାହାକୁ ଥରେ ଚାର୍ଜ କଲେ ୧୮୩ କିଲୋମିଟର ଯାତ୍ରା କରିବ। ଭୁବନେଶ୍ବର ଓ କଟକରେ ଏହାର ଏକ୍ସ ସୋ’ରୁମ୍ ଦାମ୍ ୩,୯୭,୮୩୩ ଟଙ୍କା…

ଉଠା ପିଚ୍‌ କ’ଣ?

ଉଠା ପିଚ୍‌ କ୍ରିକେଟ୍‌ରେ ମାତ୍ର ହାତଗଣତି କେତୋଟି ସ୍ଥାନରେ ବ୍ୟବହାର ହୋଇଥାଏ। ଏହି ଧରଣର ପିଚ୍‌ ମୁଖ୍ୟତଃ ମୂଳ ଷ୍ଟାଡିୟମ୍‌ଠୁ ଦୂରରେ ପ୍ରସ୍ତୁତ କରାଯାଇଥାଏ। ମ୍ୟାଚ୍‌ ‌ଖେଳାଯିବାର କିଛି ଦିନ ଆଗରୁ ସଂପୃକ୍ତ ପଡ଼ିଆରେ ଏହାକୁ ଖଂଜି ଦିଅାଯାଏ ଏବଂ ମ୍ୟାଚ୍‌ ଶେଷ ହେବା ପରେ ପୁଣି କାଢି…

ମେଁ ଅଟଲ୍‌ ହୁଁ ଓ ସିକ୍ସ-ନାଇନ୍‌-ଫାଇଭ୍‌ ରିଲିଜ୍‌ ହେଲା

ବଡ଼ ପରଦାକୁ ଆସୁଛି ଦୁଇଟି ଚର୍ଚ୍ଚିତ ଫିଲ୍ମ ‘ମେଁ ଅଟଲ ହୁଁ’ ଓ ‘ସିକ୍ସ-ନାଇନ୍‌-ଫାଇଭ୍‌(୬-୯- ୫)’। ‘ମେଁ ଅଟଲ ହୁଁ’ ପୂର୍ବତନ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା ବେଳେ ‘ସିକ୍ସ-ନାଇନ୍‌-ଫାଇଭ୍‌’ରେ ରାମ ମନ୍ଦିର ପ୍ରତିଷ୍ଠା ପଛର ୩ଟି…

କାହା ସେନା କେତେ ଶକ୍ତିଶାଳୀ

ଇରାନ ଓ ପାକିସ୍ତାନ ମଧ୍ୟରେ ମଧ୍ୟ ଉତ୍ତେଜନା ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଇରାନ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କୁ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲା। ପାକିସ୍ତାନ ଏହାକୁ ନିଜର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହି ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଥିଲା। ଏହାପରେ ପାକିସ୍ତାନ ମଧ୍ୟ…

ରାମଲଲାଙ୍କ ପ୍ରତିମୂର୍ତ୍ତିର ପ୍ରଥମ ଝଲକ୍‌

ବର୍ଷ ବର୍ଷ ଧରି ଅପେକ୍ଷା କରିବା ପରେ ରାମଲଲା ମନ୍ଦିର ଭିତରେ ପ୍ରବେଶ କରିଛନ୍ତି। ଜାନୁଆରି ୨୨ ତାରିଖରେ ରାମ ମନ୍ଦିରର ଉଦଘାଟନ ଏବଂ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତି‌ଷ୍ଠା କାର୍ଯ୍ୟ ରହିଛି।  ଏହି ସମୟରେ ଭଗବାନ ରାମଙ୍କ ମୂର୍ତ୍ତିର ପ୍ରଥମ ଝଲକ୍‌ ସାମ୍ନାକୁ ଆସିଛି।ଗୁରୁବାର ରାତିରେ…

ଶସ୍ତାରେ ୫ଜି ଫୋନ୍ କିଣିବାକୁ ଚାହୁଁଛନ୍ତି କି ?

ଫ୍ଲିପ୍‌କାର୍ଟରେ ଗଣତନ୍ତ୍ର ଦିବସ ଅବସରରେ ଗ୍ରାହକମାନଙ୍କୁ ସବୁଠାରୁ ବଢିଆ ଅଫର୍‌ ଦିଆଯାଉଛି । ସେଲ୍‌ରେ ଶେଷ ଦିନରେ ଜାନୁଯାରୀ ୧୯ରେ ଏବଂ ଗ୍ରାହକମାନେ ଏଠାରୁ ଆଶ୍ଚର୍ଯ୍ୟଜନକ ମୋବାଇଲ୍‌ ଫୋନ୍‌ରେ ବହୁତ ବଡ ଅଫର୍‌ ପାଇପାରିବେ । ଯଦି ଆପଣଙ୍କର ସପିଂ ପାଇଁ ଆଇସିଆଇସିଆଇ ଓ ବିଓବି କାର୍ଡ଼…

କଳା ବାଦଲ ସହିତ କୋହଲା ପାଗ 

ରାଜ୍ୟରେ ହାଲୁକା ବର୍ଷା ପରିଲକ୍ଷିତ ହେବା ସହ ଘନ କୁହୁଡି ଦୃଶ୍ୟମାନ ହେବା ନେଇ ପୂର୍ବାନୁମାନ କରିଥିଲା ଆଞ୍ଚଳିକ ପାଣିପାଗ ବିଭାଗ । ଏହାର ଆଂଶିକ ପ୍ରଭାବ ଗତକାଲି ପୁରୀରେ ଦେଖିବାକୁ ମିଳିଥିଲା ।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବାଗୁରୁ ଗୁରୁଚାପ ବଳୟ ଯୋଗୁଁ ପଶ୍ଚିମବଙ୍ଗରେ ବହୁ ପରିମାଣର…

୨୧ଜଣ ଦଳୀୟ ନେତାଙ୍କୁ ସଂଯୋଜକଙ୍କୁ ନିଯୁକ୍ତି ଦେଲା କଂଗ୍ରେସ

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ରାଜ୍ୟର ସମସ୍ତ ଲୋକସଭା ଆସନ ପାଇଁ ୨୧ଜଣ ଦଳୀୟ ନେତାଙ୍କୁ ସଂଯୋଜକଙ୍କୁ ନିଯୁକ୍ତି ଦେଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ ଓ ନବନିଯୁକ୍ତ ଓଡ଼ିଶା ପ୍ରଭାରୀଙ୍କ ଦ୍ୱାରା ଏହି ନେତାମାନେ ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି । ସେମାନେ…

ଆଜିର ରାଶିଫଳ

ମେଷ: ବାଣିଜ୍ୟ କ୍ଷେତ୍ରରେ ପ୍ରତିଦ୍ଵନ୍ଦିତାରେ ଉନ୍ନତମାନର ଫଳପାଇବେ । ସମୟ ଅନୁକୂଳ ହେଲେ ମଧ୍ୟ କାର୍ଯ୍ୟ ପୂରଣରେ ବାଧା ଆସିବ । ବନ୍ଧୁବାନ୍ଧବଙ୍କ ସହ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡିବେ। ବୃଷ: ଶାରୀରିକ ସୁସ୍ଥତା ଅନୁଭବ କରିବା ସହ ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ…