ଭଡ଼ାରେ ମିଳିବ ଲାପଟପ୍ ଓ ଫୋନ୍

ନୂଆ ଫୋନ୍ କିମ୍ବା ଲାପଟପ୍ କିଣିବାକୁ ଚାହୁଁଛନ୍ତି କି? ତେଣୁ ବର୍ତ୍ତମାନ କିଣିବା ପୂର୍ବରୁ, ରିଲାଏନ୍ସ ଜିଓର ଏକ ଚୁକ୍ତି ବିଷୟରେ ଜାଣନ୍ତୁ ଯାହା ଆପଣଙ୍କୁ ହଜାରେ ଟଙ୍କା ସଞ୍ଚୟ କରିପାରିବ। ପ୍ରକୃତରେ, ରିଚାର୍ଜ ପ୍ଲାନ୍‌ର ସୁବିଧା ବ୍ୟତୀତ ଲାପଟପ୍ ଏବଂ ଫୋନ୍ ଗୁଡିକ ପ୍ରସିଦ୍ଧ ଟେଲିକମ୍…

କଟକ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଉଠିଲା

ଭୁବନେଶ୍ବର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଓ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ହଟିଲା। ଏହି ନିଲମ୍ବିତ ନେତା କଂଗ୍ରେସ ଦଳକୁ କଂଗ୍ରେସ ଫେରିଲେ।  ସାମ୍ବାଦିକ ସମ୍ମିଳନୀରେ ଅଜୟ କୁମାର ତିନି ନେତାଙ୍କ ନିଲମ୍ବନ ପ୍ରତ୍ୟାହାର…

କିଏ ହେବ’ବିଗ୍‌ ବସ୍‌’ ବିଜେତା?

‘ବିଗ୍ ବସ୍ ୧୭’ ଫାଇନାଲ୍ ର ବିଜେତା କିଏ ହେବ? ସମସ୍ତଙ୍କ ମନରେ ଏଇ ଗୋଟାଏ ପ୍ରଶ୍ନ। କାରଣ ଫାଇନାଲ୍‌କୁ ଆଉ ମାତ୍ର ୫ ଦିନ ବାକି ଅଛି। ଜାନୁଆରି ୨୮ ତାରିଖରେ ସୋ’ର ଅନ୍ତିମ ଏପିସୋଡ୍‌ ଦେଖିବାକୁ ମିଳିବ। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛନ୍ତି ଅଙ୍କିତା ଲୋଖଣ୍ଡେ, ମୁନୱର ରାଣା, ମନ୍ନାରା…

ମାର୍ଚ୍ଚ ୨୨ରୁ ମେ’ ୨୬ ପର୍ଯ୍ୟନ୍ତ ଆଇପିଏଲ୍‌

ଆଇପିଏଲ୍‌ର ସପ୍ତଦଶ ସଂସ୍କରଣ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇ ମେ’ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଆନୁଷ୍ଠାନିକ ଭାବେ ଖେଳସୂଚୀ ପ୍ରକାଶିତ ହୋଇ ନଥିଲେ ମଧ୍ୟ ଏକ ରିପୋର୍ଟ ଅନୁସାରେ ବିସିସିଆଇ ତାହାର ହିତାଧିକାରୀଙ୍କ ସହିତ ଆଲୋଚନା କରିବା ପରେ ମହିଳା ପ୍ରିମିୟର…

ଲଖନପୁର ଥାନା ପୂର୍ବତନ ମହିଳା ଇନସ୍ପେକ୍ଟର ସନ୍ଧ୍ୟାରାଣୀ ଜେନା ନିଲମ୍ବିତ

ଝାରସୁଗୁଡ଼ା : ଲଖନପୁର ଥାନା ପୂର୍ବତନ ମହିଳା ଇନସ୍ପେକ୍ଟର ସନ୍ଧ୍ୟାରାଣୀ ଜେନା ନିଲମ୍ବିତ  ।  ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ପୋଲିସ ମୁଖ୍ୟାଳୟରୁ ନିଲମ୍ବନ ଆଦେଶ ଜାରି କରାଯାଇଛି । ଗତ ସପ୍ତାହରେ ଝାରସୁଗୁଡ଼ା ଏସ୍‌ପି ମଧ୍ୟ…

କୋହଲା ପାଗ

ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ପାଗ ଜାରି ରହିଛି  । ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର  । ଫଳରେ ବିବିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହେଉଛି  ।ବିଶେଷକରି ଦକ୍ଷିଣ ଉପକୂଳ…

ଆଜିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା

ଭୁବନେଶ୍ୱର:ଆଜିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏ ବିଜେଡି ପକ୍ଷରୁ ଏହି ଅଭିଯାନ ଚାଲିବ। ପରିବାର ସହ ନେତା ଓ କର୍ମକର୍ତ୍ତା ସମ୍ପର୍କ ଯୋଡ଼ିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ…

ଆଜି ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଆଜି ଭାରତମାତାର ଦୁଇ ଦୁଇ ଜଣ ବୀର ସୁପୁତ୍ରଙ୍କର ଜନ୍ମତିଥି। ଜଣେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଆଉ ଜଣେ ବୀର ସୁରେନ୍ଦ୍ର ସାଏ। ସ୍ଵାଧିନତା ସଂଗ୍ରାମରେ ଉଭୟଙ୍କର ଅବଦାନ ଅତୁଳନୀୟ। ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ କରି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ଏହି ଦୁଇ ମହାପୁରୁଷ। କଟକ ସହରରେ…

OSRTC ବସ୍‌କୁ ପଛରୁ ଧକ୍କା ଦେଲା ଘରୋଇ ବସ୍‌

ଆଜି ଭୋର ସମୟରେ OSRTC ବସ୍‌ଟି ଯାତ୍ରୀଙ୍କୁ ଉଠାଇବା ପାଇଁ ରାସ୍ତାକଡ଼କୁ ଗାଡ଼ି ସାଇଡ୍ କରୁଥିଲେ। ଏହି ସମୟରେ ଘରୋଇ ବସ୍‌ଟି ଦ୍ରୁତ ଗତିରେ ଆସି OSRTC ବସ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଦୁଇଟି ବସର ଡ୍ରାଇଭର ସମେତ ଏକାଧିକ ଆହତ ହୋଇଛନ୍ତ। । ଦୁର୍ଘଟଣାରେ ଦୁଇଟି ବସର ଡ୍ରାଇଭର ସମେତ…