ଆପଣଙ୍କ ଭୋଟ ଦେଶର ଦିଗ ନିର୍ଣ୍ଣୟ କରିବ: ନୂତନ ଭୋଟରଙ୍କୁ ଏଭଳି କହିଲେ ମୋଦୀ

ନୂଆଦିଲ୍ଲୀ: ଆଜି ଭୋଟର ଦିବସ । ଏହି ଦିବସରେ ପ୍ରଧାନମନ୍ତ୍ରୀ ମୋଦି ନୂଆ ଭୋଟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।  କହିଛନ୍ତି ଯେ ନୂଆ ଭୋଟରମାନେ ବହୁ ସଂଖ୍ୟାରେ ଭୋଟ ଦେବା ଉଚିତ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି  ନୂତନ ଯୁବ ଭୋଟରଙ୍କୁ ଆକର୍ଷିତ କରିବାକୁ…

ପଶ୍ଚିମବଙ୍ଗରେ ପ୍ରବେଶ କଲା ଭାରତ ଯୋଡ ନ୍ୟାୟ ଯାତ୍ରା

କୋଲକାତା : ପଶ୍ଚିମବଙ୍ଗରେ ପ୍ରବେଶ କରିଛି ଭାରତ ଯୋଡ ନ୍ୟାୟ ଯାତ୍ରା ।  ଏହାପରେ ବିହାରରେ ପ୍ରବେଶ କରି ପରେ ଓଡ଼ିଶା ଆସିବ ।  ଆଜି ପଶ୍ଚିମବଙ୍ଗରେ ପ୍ରବେଶ କରିଛି କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା । ଆସାମ-ପଶ୍ଚିମବଙ୍ଗ ସୀମା ଅନ୍ତର୍ଗତ ବକ୍ସିରହାଟ ଦେଇ କୁଚବେହାରରେ ପ୍ରବେଶ କରିବ…

କ୍ୟାନସରକୁ ଦୂର କରିବ ୨୦୦ ଟଙ୍କିଆ ଟିକା

ଭାରତରେ ଅନେକ ମହିଳାମାନଙ୍କ ଠାରେ ୟୁଟ୍ରେସ୍ କ୍ୟାନସର ହେଉଥିବା ସାମ୍ନାକୁ ଆସୁଛି । ଏହି କର୍କଟ ଗର୍ଭାଶୟରେ ହୁଏ ଏବଂ ମାନବ ପାପିଲୋମା ଭୂତାଣୁ ଦ୍ୱାରା ହୋଇଥାଏ । ଏହି ଭୂତାଣୁ ଗୁଡିକ ପେନାଇଲ କର୍କଟ, କର୍କଟ ଏବଂ ଓରୋଫାରିନକ୍ସ କର୍କଟ ସମେତ ସର୍ଭିକାଲ ଏବଂ ଅନ୍ୟାନ୍ୟ କର୍କଟ ସୃଷ୍ଟି…

ବିଶ୍ବର ପ୍ରଥମ ଗ୍ରୀନ ଆମୋନିଆ ପ୍ଲାଣ୍ଟ

ଗୋପାଳପୁରରେ ବିଶ୍ୱର ପ୍ରଥମ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। CMOର ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ଏସିଏମଇ ଗ୍ରୁପ୍ ଏବଂ ଜାପାନର ଆଇଏଚ୍ଆଇ କର୍ପୋରେସନ୍ ଦ୍ୱାରା…

କଂଗ୍ରେସ ସହ ମେଣ୍ଟ କରିବେନି ମମତା,କେଜ୍ରିୱାଲ

ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ପଶ୍ଚିମବଂଗରେ କଂଗ୍ରେସ ସହ କୌଣସି ସ୍ଥିତିରେ ବି ମେଣ୍ଟ କରାଯିବ ନାହିଁ ବୋଲି ଆଜି ଘୋଷଣା କରିଥିବା ବେଳେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପଂଜାବରେ କଂଗ୍ରେସ ସହ ଦଳ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ମେଣ୍ଟର ଦୁଇ…

ଫିଲ୍ମ ‘ଓପେନହାଇମର୍’କୁ ମିଳିଲା ୧୩ଟି ନାମାଙ୍କନ

ଓସ୍କାର ନୋମିନେସନରେ ଓପେନହାଇମର ଓ ବାର୍ବି ଫିଲ୍ମକୁ ସର୍ବାଧିକ ନୋମିନେସନ ମିଳିଛି । ଓପେନହାଇମର ସର୍ବାଧିକ ୧୩ ଟି ନାମାଙ୍କନ ପାଇଥିବା ବେଳେ ଗ୍ରେଟା ଗେରୱିଗଙ୍କ ଚଳଚ୍ଚିତ୍ର ବାର୍ବି ୮ ଟି ନୋମିନେସନ ପାଇଛି। ସେହିପରି ପୁର ଥିଙ୍ଗ୍ସକୁ ୧୧ ଟି, ମାର୍ଟିନ୍ ସ୍କୋର୍ସେସିଙ୍କ ଫିଲ୍ମ କିଲର୍ସ…

ଆଜି ରାଷ୍ଟ୍ରୀୟ ମତଦାତା ଦିବସ

ଆଜି ରାଷ୍ଟ୍ରୀୟ ମତଦାତା ଦିବସ । ଏହି ଉପଲକ୍ଷେ ଆଜି ବିଜେପି ଯୁବମୋର୍ଚ୍ଚା ‘ନମୋ ନବ ମତଦାତା ସମ୍ମିଳନୀ’ ଆୟୋଜନ କରୁଛି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଶର ୫ ହଜାର ସ୍ଥାନରେ ପ୍ରାୟ ୫୦ ଲକ୍ଷ ଯୁବା ଭୋଟର୍ସଙ୍କୁ ଭର୍ଚୁଆଲି ସମ୍ବୋଧିତ କରିବେ । ବିଜେପିର ଲକ୍ଷ୍ୟ ରହିଛି ଏହା…

OJEE ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ମାସ ୬ ତାରିଖରେ ଓଜେଇଇ ଅନୁଷ୍ଠିତ ହେବ । ମେ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ରାଜ୍ୟ ଭିତରେ ୩୦ଟି କେନ୍ଦ୍ରରେ ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା…

ଦୁଇ ଦିନ ଅସ୍ତବ୍ୟସ୍ତ କରିବ କୁହୁଡ଼ି

ରାଜ୍ୟରେ ପାଗରେ ଦେଖିବାକୁ ପରିବର୍ତ୍ତନ । କିଛି ଦିନଧରି କୋହଲା ପାଗ ଲାଗି ରହିଥିବା ବେଳେ ଆଜି ଉପକୂଳ ଓଡ଼ିଶାରେ ବର୍ଷା ହୋଇଛି । ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଦେଖିବାକୁ ମିଳିଛି । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ କୋହଲା ପାଗ । ହାଲୁକା…

ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ। ଗୋଟିଏ ଦିନ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ରହିବ। ଅଦିନିଆ ବର୍ଷା ଯୋଗୁଁ ଶିମିଳିପାଳ ବନ୍ଦ ନେଇ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି। ଶିମିଳିପାଳରେ୧୦ଟି କଳା ମହାବଳ ରହିଥିବା ଖବର ସାମ୍ନାକୁ ଆସିଥିଲା। ରାଜ୍ୟସଭାରେ…