ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଆଜି ୨ ହଜାର ୨ ଶହ ୩ କୋଟି ଟଙ୍କାର ଟେଣ୍ଡର ଡାକିଛନ୍ତି ରାଜ୍ୟ ସରକାର
ନିର୍ବାଚନ ପୂର୍ବରୁ ପିପିପି ମୋଡରେ ହେବାକୁ ଥିବା ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଆଜି ୨ ହଜାର ୨ ଶହ ୩ କୋଟି ଟଙ୍କାର ଟେଣ୍ଡର ଡାକିଛନ୍ତି ରାଜ୍ୟ ସରକାର। ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ମିଳିଛି ହେଲେ ଏବେ ବି କୋଷ୍ଟାଲ ରେଗୁଲେସନ ଜୋନ୍ କ୍ଲିୟରାନ୍ସ ବାକି ଅଛି।ଟେଣ୍ଡର…