ବରମୁଣ୍ଡା ଆମ୍ବେଦକର ବସ ଟର୍ମିନାଲରେ ହେବ ପୁଲିସ୍‌ ଆଉଟପୋଷ୍ଟ, ନିଯୁକ୍ତି ପାଇବେ ୮୯ ପୁଲିସ କର୍ମଚାରୀ

ନିକଟରେ ଉଦ୍‌ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲରେ ଏକ ପୋଲିସ୍‌ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୮୯ ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ। ସୂଚନାଯୋଗ୍ୟ ଯେ ୫-ଟି…

ମଂଚକୁ ଆସିବା ପୂୃର୍ବରୁ ଚାଲିଗଲା ଜୀବନ

ମଂଚକୁ ଆସିବା ପୂୃର୍ବରୁ ଚାଲିଗଲା ଜୀବନ । କେନ୍ଦ୍ରାପଡା ନରଣପୁରରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣ କଳାକାରଙ୍କ ମୃତ୍ୟୁ ହୋଇଛି । ରିହରସାଲ ସାରି ଫେରୁଥିବାବେଳେ କଳାକାରଙ୍କ ଗାଡି ଗଛରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ୩ ଜଣ କଳାକାର ପ୍ରାଣ ହରାଇଥବାବେଳେ ୪ ଗୁରୁତର…

ଆରମ୍ଭ ହେବ ଡିଜି ଯାତ୍ରା ସର୍ଭିସ୍

ଚଳିତ ବର୍ଷ ଦେଶର ୧୪ ନୂଆ ବିମାନ ବନ୍ଦରରେ ଏହି ସେବା ଆରମ୍ଭ କରାଯିବ। ଏହା ଦ୍ବାରା ବିମାନ ଯାତ୍ରୀ ବେଶ ଉପକୃତ ହୋଇପାରିବେ। ବିମାନ ଯାତ୍ରା ଅଧିକ ସହଜ ହୋଇ ପାରିବ। ଏହାଦ୍ବାରା ଯାତ୍ରୀଙ୍କୁ ଚେକ୍-ଇନରେ କମ୍ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିବ। ସମ୍ପ୍ରତି ଏହି ସେବା ଦେଶର ଦିଲ୍ଲୀ…

ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ସ୍କଲାରସିପ

ସମ୍ବଲପୁର: ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ସ୍କଲାରସିପ । ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ସ୍କଲାରସିପ । ଛାତ୍ରୀଙ୍କୁ ବାର୍ଷିକ ୧୦ ହଜାର ଓ ଛାତ୍ରଙ୍କୁ ୯ ହଜାର ଟଙ୍କା ଲେଖାଏଁ ସ୍କଲାରସିପ ପ୍ରଦାନ କରାଯାଇଛି । ଆଜି ରାଜ୍ୟର ତିନି ଜିଲ୍ଲାକୁ ଯାଇ…

ଘରୋଇ ମାଟିରେ ଭାରତ ବନାଇଲା ରେକର୍ଡ

ଭୁବନେଶ୍ବର: ରାଞ୍ଚିରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚ୍ ଜିତିଛି ଭାରତ ।  ଘରୋଇ ମାଟିରେ ଭାରତ ଚତୁର୍ଥ ପାଳିରେ ୨୦୦ରୁ କମ ରନର ବିଜୟ ଲକ୍ଷ୍ୟ ହାସଲ କରିବାରେ ରେକର୍ଡ କରିଛି ।ରାଞ୍ଜିରେ ଭାରତ ଇଂଲଣ୍ଡକୁ ହରାଇ ୩-୧ରେ ୫ ଟିକିଆ ସିରିଜକୁ କବଜା କରିଛି । ଚତୁର୍ଥ ଦିନରେ ୧୯୨…

ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ବିଶିଷ୍ଟ ଗଜଲ ଗାୟକ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପଙ୍କଜ ଉଧାସ । ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଦୀର୍ଘ ଦିନ ହେବେ ସେ ଅସୁସ୍ଥ ଥିଲେ । ପଙ୍କଜଙ୍କ ମୃତ୍ୟୁ ନେଇ ତାଙ୍କ ଝିଅ ନାୟାବା ଉଧାସ ସୂଚନା ଦେଇଛନ୍ତି । ଏହି ଖବର ଜଣାପଡ଼ିବା ପରେ…

ସମୁଦ୍ରରେ ବୁଡ଼ି ଦ୍ୱାରକା ନଗରୀର ଦର୍ଶନ କଲେ ମୋଦୀ

ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ସକାଳେ ପ୍ରଧାନମନ୍ତ୍ରୀ କୁଚ ଉପସାଗରରେ ଭାରତର ଦୀର୍ଘତମ କେବୁଲ ସେତୁ ସୁଦର୍ଶନ ସେତୁର ଉଦଘାଟନ କରିବା ପରେ ଦ୍ବାରକା ଯାଇ ସେଠାରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଛନ୍ତି । ସମୁଦ୍ର ଭିତରକୁ ଯାଇ ଶ୍ରୀକୃଷ୍ଣଙ୍କୁ…

ଖରାଦିନେ କେଶ‌ ଓ ତ୍ବଚାର ଯତ୍ନ

ଖରାଦିନ ଆରମ୍ଭ ହେଲାଣି। ଏହି ଦିନରେ ତ୍ୱଚା ସହ ଆମ କେଶର ମଧ୍ୟ ସଠିକ୍‌ ଭାବେ ଯତ୍ନ ନେବା ନିତାନ୍ତ ଆବଶ୍ୟକ। କାରଣ ଏହି ଦିନରେ ପ୍ରଦୂଷଣ, ସୂର୍ଯ୍ୟକିରଣ ଆଦି କାରଣରୁ କେଶ ଉପରେ କୁପ୍ରଭାବ ପଡ଼ିଥାଏ ଏବଂ କେଶ ଶୁଷ୍କ ଓ ରୁକ୍ଷ ହୋଇଯାଏ। ଏପରି କ୍ଷେତ୍ରରେ ଆପଣଙ୍କୁ ନିଜ କେଶ ପ୍ରତି ବିଶେଷ…

ବିଜେଡିର ମହିଳା ସମାବେଶ

ସା‌ଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏକାମ୍ର ନିର୍ବାଚନମଣ୍ଡଳୀର ବିଜେଡି ଲଗାତାର ଶକ୍ତି ପ୍ରଦର୍ଶନ କରିଚାଲିଛି। ଆଜି ଏକାମ୍ରରେ ମହିଳାମାନଙ୍କର ଏକ ବଡ଼ ସମା‌ବେଶ ଆୟୋଜନ କରାଯାଇଥିଲା। କାର୍‌ଗିଲ୍‌ ପଡ଼ିଆରେ ହୋଇଥିବା ଏହି ସମାବେଶକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା…

ଓଡ଼ିଶା ଆସିବେ ବିଲ୍‌ ଗେଟ୍‌ସ

ଓଡ଼ିଶା ଆସିବାକୁ ଯାଉଛନ୍ତି ମାଇକ୍ରୋସଫ୍ଟ ସିଇଓ ବିଲ୍‌ ଗେଟ୍‌ସ। ଫେବୃଆରୀ ୨୮ ତାରିଖରେ ଆସି ସେ ଭୁବନେଶ୍ୱରରେ ପହଞ୍ଚିବେ। ଏହି ଗସ୍ତ ସମୟରେ ସେ କୃଷି ଭବନକୁ ଯାଇପାରନ୍ତି। ୨୦୧୭ରେ ମେଲିଣ୍ଡା ଫାଉଣ୍ଡେସନ ସହ ଓଡ଼ିଶା ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା। ଓଡ଼ିଶାରେ କୃଷିରେ ଉନ୍ନତି ପାଇଁ…