ଇସ୍ତଫା ଦେଲେ ମନୋଜ ପାଣ୍ଡେ

ଦେଶର ୧୫ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ନିର୍ବାଚନରେ ୫୬ଟି ରାଜ୍ୟସଭା ଆସନରେ ନୂଆ ସଦସ୍ୟ ମିିଳିବେ, ସେଥିମଧ୍ୟରୁ ୪୧ଟି ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇସାରିଛି। ଅବଶିଷ୍ଟ ୧୫ଟି ଆସନ ପାଇଁ ଆଜି ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ମତଦାନ…

ଚନ୍ଦ୍ରରେ ପାଦ ଦେଲା ଆମେରିକା

ଚନ୍ଦ୍ରରେ ପାଦ ଦେଲା ଆମେରିକା । ସଫଳ ହେଲା ଆମେରିକାର ମୁନ୍ ମିଶନ ।୫୨ ବର୍ଷ ପରେ ଚନ୍ଦ୍ରରେ ପାଦ ଥାପିଲା ଆମେରିକା। ଦକ୍ଷିଣ ମେରୁରେ ‘ଓଡିସିଏସ’ର ସଫ୍ଟ ଲ୍ୟାଣ୍ଡ ହୋଇଥିବା ଖବର ମିଳିଛି।ଚନ୍ଦ୍ରରେ ଓହ୍ଲାଇଲା ପ୍ରଥମ ଘରୋଇ ଲ୍ୟାଣ୍ଡର। ଏହି ଲ୍ୟାଣ୍ଡର ଚନ୍ଦ୍ରର ଜଳବାୟୁ ସଂପର୍କରେ ଅଧ୍ୟୟନ…

ଆଇପିଏଲ ଖେଳି ନ ପାରନ୍ତି କୋହଲି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରୁ ବିରାଟ କୋହଲି ବାହାରେ ଅଛନ୍ତି। ପ୍ରଥମେ ସେ ଏହି ୫ ମ୍ୟାଚ ଟେଷ୍ଟ ସିରିଜର ଦୁଇଟି ମ୍ୟାଚ ମଧ୍ୟରୁ ବାଦ ପଡିଥିଲେ ଏବଂ ପରେ ଶେଷ ତିନୋଟି ମ୍ୟାଚ ପାଇଁ ମଧ୍ୟ ଦଳରେ ସାମିଲ ହୋଇନଥିଲେ। ବିରାଟ କୋହଲି ଗତ କିଛି ଦିନ ହେବ କ୍ରିକେଟ…

ଭାରତ ନିିୟୋଜିତ କରିବ ମିଶାଇଲ

ଭାରତ ମହାସାଗରରେ ଚାଇନା ଏବଂ ପାକିସ୍ତାନର ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି। ଜଳରାଶିରେ ଥିବା ଉଭୟ ଦେଶକୁ ଏକ ପରାଜୟ ଦେବା ପାଇଁ ଭାରତୀୟ ସେନା ୫୦୦ କିଲୋମିଟର ଦୂର ଜଳମଗ୍ନ-ଲଞ୍ଚ କ୍ରୁଜ ମିସାଇଲ (SLCM) ପରୀକ୍ଷା କରିବାକୁ ଯାଉଛି। ବାୟୁ ଏବଂ ସ୍ଥଳ ତଥା…

ଇସ୍ରାଏଲ ହମାସ ଯୁଦ୍ଧ ବନ୍ଦ ହୋଇଯିବ : ବାଇଡେନ

ପାଞ୍ଚ ମାସରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଅକ୍ଟୋବର ୭, ୨୦୨୩ରେ, ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରି ଶହ ଶହ ଲୋକଙ୍କୁ ବନ୍ଧକ ରଖିଥିଲେ। ଏହା ପରେ, ଇସ୍ରାଏଲ ଦୃଢ ପ୍ରତିଶୋଧ ଏବଂ ଆପୋଷ ବୁଝାମଣା କରି ଏହାର କିଛି ଲୋକଙ୍କୁ ମୁକ୍ତ କଲା।…

ତାତିରୁ ମିଳିଲା ଆଶ୍ୱସ୍ତି

ରାଜ୍ୟରେ ଆହୁରି ତିନି ଦିନ ବର୍ଷା।ଆସନ୍ତାକାଲି ଉତ୍ତର ଅଭ୍ୟନ୍ତର ଓ ତାର  ପାଶ୍ୱବର୍ତୀ ଅଂଚଳରେ ଗୋଟିଏ କିମ୍ବା  ଦୁଇଟି ସ୍ଥାନରେ  ହାଲୁକା  ଓ ମଧ୍ୟମ  ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ଵିଭାଗ।  ୨୮ ତାରିଖ ଯାଏ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା…

ଓଡ଼ିଶାରେ ଅଛନ୍ତି ୩୦ ବାଘ

ଭୁବନେଶ୍ବର: ଓଡ଼ିଶାରେ ଅଛନ୍ତି ୩୦ ବାଘ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ୨୪ଟି, କେନ୍ଦୁଝର ଡିଭିଜନରେ ଗୋଟିଏ, ପାରଳାଖେମୁଣ୍ଡି ଡିଭିଜନରେ ଗୋଟିଏ, ହାରାକୁଦ ଡିଭିଜନରେ ଗୋଟିଏ ବାଘ ଥିବା ଜଣାଯାଇଛି । ରାଜ୍ୟରେ ବାଘ ଗଣନା ଲାଗି ମୋଟ ୧୪୩୨ଟି କ୍ୟାମେରା ବ୍ଯବହୃତ ହୋଇଥିବାବେଳେ…

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ମାସ ୨୭ ତାରିଖ ୨୦୨୪ ମସିହା(ମଙ୍ଗଳବାର) ଶକାବ୍ଦ -୧୯୪୫ ସମ୍ବତ -୨୦୮୦ ଦିଲ୍ଲୀସ୍ୱରାଦ୍ଧ-୧୪୩୧ ସମ୍ବତ୍ସର-ପିଙ୍ଗଳ ଫାଲଗୁନମାସ- କୃଷ୍ଣପକ୍ଷ ତିଥି- ତୃତୀୟା ରାତ୍ରି ଘ୦୨/୦୯ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର- ହସ୍ତା ଚନ୍ଦ୍ର- କନ୍ୟା ଯୋଗ- ଶୂଳ କରଣ -…

ନାବାଳିକାଙ୍କୁ ବଳାତ୍କାର କରି ବନ୍ଧା ହେଲେ ଯୁବକ

ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ବାଲିଗୁଡ଼ା ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅଧୀନ ପାଙ୍ଗାପଡ଼ା ଗ୍ରାମର ସପନ ପାଟ୍ଟମାଝୀ। ଅଭିଯୋଗ ମୁତାବକ, ସପନ ଘର ନିର୍ମାଣ କାମ କରିବାକୁ ଗୁମୁଡୁମାହାରୁ…

ଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ

ଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ । ହିନ୍ଦୁମାନଙ୍କୁ ପୂଜାପାଠ ଜାରି ରଖିବାକୁ ଅନୁମତି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ସୋମବାର କୋର୍ଟ ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲାର ଏକ ଶୁଣାଣୀ କରି ମୁସଲିମ ପକ୍ଷଙ୍କ ଆବେଦନକୁ ଖାରଜ କରିଦେବା ସହ ବାରଣାସୀ କୋର୍ଟ ଦେଇଥିବା ରାୟକୁ କାଏମ…