ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କେନ୍ଦୁଝର ଓ ଭୁବନେଶ୍ବରରେ ରହିଛି ଏକାଧିକ କାର୍ଯ୍ୟକ୍ରମ

୪ ଦିନିଆ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଆଜି କେନ୍ଦୁଝର ଓ ଭୁବନେଶ୍ବରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ । ଦିନ ୧୦ଟା ୪୦ରେ ସେ କେନ୍ଦୁଝର  ରାଇସୁଆଁରେ ବିମାନ ଯୋଗେ ଅବତରଣ କରିବା ପରେ ସେଠାରୁ ଗୋନାସିକା ଗସ୍ତ କରିବେ । ସେଠାରେ ମହାମହିମ ଜୁଆଙ୍ଗ…

ଆସନ୍ତା ମାର୍ଚ୍ଚ ୧ ତାରିଖରେ ନବୀନ ନିବାସ ଘେରାଉ କରିବ ଯୁବ କଂଗ୍ରେସ

ଆସନ୍ତା ମାର୍ଚ୍ଚ ୧ ତାରିଖରେ ନବୀନ ନିବାସ ଘେରାଉ କରିବ ଯୁବ କଂଗ୍ରେସ। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ‘ନବୀନ ହଟାଓ ଓଡ଼ିଶା ବଞ୍ଚାଓ’ ଲୋଗ ଉନ୍ମୋଚନ କରି ଏହି ସୂଚନା ଦେଇଛନ୍ତି ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର। ଦୀର୍ଘ ୨୪ ବର୍ଷ ମଧ୍ୟରେ

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ମାସ ୨୯ ତାରିଖ ୨୦୨୪ ମସିହା(ଗୁରୁବାର) ଶକାବ୍ଦ -୧୯୪୫ ସମ୍ବତ -୨୦୮୦ ଦିଲ୍ଲୀସ୍ୱରାଦ୍ଧ-୧୪୩୧ ସମ୍ବତ୍ସର-ପିଙ୍ଗଳ ଫାଲଗୁନମାସ- କୃଷ୍ଣପକ୍ଷ ତିଥି- ପଞ୍ଚମୀ ନକ୍ଷତ୍ର- ଚିତ୍ରା ଦିବା ଘ୧୧/୧୧ ପର୍ଯ୍ୟନ୍ତ ତଦନ୍ତେ ସ୍ଵ।ତି ଚନ୍ଦ୍ର- ତୁଳା ଯୋଗ- ବୃଦ୍ଧି କରଣ - କୌଳବ…

କିଏ ଜନତାଙ୍କ ପ୍ରଥମ ପସନ୍ଦ?

ରାଜ୍ୟସଭା ନିର୍ବାଚନ ଶେଷ ହୋଇସାରିଛି । ଆଗାମୀ ଦୁଇ ମାସ ଭିତରେ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ବାବଦରେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ଅନୁମାନ କରାଯାଉଛି ଯେ, ନିର୍ବାଚନ ଆୟୋଗ ସାଧାରଣ ନିର୍ବାଚନର ତାରିଖକୁ ଘୋଷଣା କରିପାରନ୍ତି…

ଲିପଷ୍ଟିକରେ ରହିଛି ଭୟାନକ କ୍ୟାନ୍ସର

ଆପଣ ଜାଣିଛନ୍ତି କି ଏହି ରାସାୟନିକ କେମିକାଲ ଆମ ଶରୀର ପ୍ରତି ଅତ୍ୟନ୍ତ ବିପବିଜ୍ଜନକ । ଏହି କେମିକାଲ ଆମ ଡେ ଟୁଡେ ଲାଇଫରେ ବ୍ୟବହାର କରୁଥିବା ପ୍ରସାଧନ ସାମଗ୍ରୀରେ ବହୁଳ ବ୍ୟବହାର କରାଯାଏ । ବିଶେଷକରି ୱାଟରଫ୍ରୁଫ୍ କସମେଟିକ ବଡି ଲୋଶନ, ସନସ୍କ୍ରିମ, ଲିପଷ୍ଟିକ, ନେଲ ପଲିସ, ଫାଉଣ୍ଡେସନ,…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗିର ପକ୍ଷରୁ ବିଜ୍ଞପ୍ତି

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ବଲାଙ୍ଗିର ସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅନେକ ପଦ ପୂରଣ ହେବ । ସେନେଇ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର / ଗେଷ୍ଟ ଫାକଲଟି ଭାବେ ନିଯୁକ୍ତି ଦିଆଯିବ…

ବାରବାଟୀ ହେବ ବିଶ୍ବସ୍ତରୀୟ କ୍ରୀଡ଼ା କଂପ୍ଲେକ୍ସ

ବାରବାଟୀ ଷ୍ଟାଡିୟମ୍‌ର ନବକଳେବରଠାରୁ ଆରମ୍ଭ ହୋଇଛି ଏହାର ଅଭିଯାନ। ଐତିହ୍ୟସମ୍ପନ୍ନ ବାରବାଟୀ ଷ୍ଟାଡିୟମ୍‌ର ରୂପଭେକକୁ ବଦଳାଇ ଦେବା ସହ ସିଟ୍‌ ସଂଖ୍ୟାକୁ ୬୦,୦୦୦ ବିଶିଷ୍ଟ କରିବା ଲକ୍ଷ୍ୟରେ ପ୍ରସ୍ତୁତ ପୁନଃବିକାଶ ପ୍ରକଳ୍ପକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଛନ୍ତି।…

ଫୋନରେ ସୁନା କେଉଁଠାରେ ଅଛି?

ଆପଣଙ୍କ ଫୋନରେ ବି ଅଛି ସୁନା, ଜାଣିନଥିବେ କେମିତି ବାହାର କରିବେ । ଆଜି ଆମେ ଆପଣଙ୍କୁ ସେ ବାବଦରେ କହିବୁ…ସୁନା କେତେ ସ୍ୱତନ୍ତ୍ର ତାହା କାହାକୁ କହିବାର ଆବଶ୍ୟକତା ନାହିଁ। ସୁନାର ମୂଲ୍ୟ ବୃଦ୍ଧି ପାଉଥିବାରୁ ଏହାକୁ ବିଳାସପୂର୍ଣ୍ଣ ଜିନିଷ ଭାବେ ବିବେଚନା କରାଯାଏ। ଗୋଟିଏ ଗ୍ରାମ ସୁନା…

ଅଙ୍କିତାଙ୍କୁ ବିବାହ କରିବାକୁ ଚାହୁଁନଥିଲେ ଭିକି

ଅଭିନେତ୍ରୀ ଅଙ୍କିତା ଲୋ‌ଖଣ୍ଡେ ଓ ଭିକି ଜୈନ୍‌ଙ୍କ ସଂପର୍କ ‘ବିଗ୍‌ବସ୍‌-୧୭’ରେ ଲାଇମ୍‌ଲାଇଟ୍‌ରେ ରହିଥିଲା। ନିକଟରେ ଦମ୍ପତିଙ୍କୁ ହର୍ଷ-ଭାରତୀଙ୍କ ପଡକାଷ୍ଟ୍‌ରେ ଦେଖିବାକୁ ମିଳିଥିଲା। ଏହି ସୋ’ରେ ନଜର ଆସି ସେ ନିଜ ସଂପର୍କରେ ଅନେକ କଥା କହିଛନ୍ତି।ଅଙ୍କିତା କହିଛନ୍ତି ଯେ ପ୍ରଥମରୁ…

ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଲେ ମୋଦୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ଗସ୍ତ ପୂର୍ବରୁ ତାମିଲନାଡୁର ଥୋଥୁକୁଡିଠାରେ ପ୍ରାୟ ୧୭,୩୦୦ କୋଟି ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। କେବଳ ସେତିକି ନୁହେଁ ‌ସେ ୧୦ ରାଜ୍ୟର ୭୫ଟି ଲାଇଟ୍‌ ହାଉସ୍‌ରେ ପର୍ଯ୍ୟଟନ ସୁବିଧା ମଧ୍ୟ ଉତ୍ସର୍ଗ କରିଛନ୍ତି।…