ସେଲଫିର ମାୟାଜାଲରେ ଜମା ପଡ଼ନ୍ତୁ ନାହିଁ
ଆଜିକାଲିର ଯୁବପୀଢ଼ିଙ୍କ ପାଇଁ ସେଲଫି ଏକ ଫେସନରେ ପରିଣତ ହୋଇଗଲାଣି । ସେଲଫି ନେବାର ମୌକା କେହି ଛାଡ଼ିବାକୁ ନାରାଜ । ପିକନିକ, ବିବାହ ପାର୍ଟି, ଉତ୍ସବମାନଙ୍କରେ ସତେ ଯେମିତି ସେଲଫି ପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥାଏ । ତେବେ ସେଲଫିର କୁପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ…