ସଚିବାଳୟରେ ଭୟାବହ ଅଗ୍ନିକାଣ୍ଡ
ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ରାଜ୍ୟ ସଚିବାଳୟ ବଲ୍ଲଭ ଭବନରେ ଭୟାବହ ଅଗ୍ନିକାଣ୍ଡ। ବଲ୍ଲଭ ଭବନ ପୁରୁଣା କୋଠାର ଚତୁର୍ଥ ମହଲାରେ ଲାଗିଛି ନିଆଁ। ଅଗ୍ନିକାଣ୍ଡର ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଅଗ୍ନିଶମବାହିନୀର ଏକାଧିକ ଟିମ। ନିଆଁକୁ ଲିଭାଇବା ଉଦ୍ଯମ ଜାରି ରହିଛି।…