ମାଳଦ୍ବୀପକୁ କମୁଛନ୍ତି ଭାରତୀୟ ପର୍ଯ୍ୟଟକ
ଭାରତ ଓ ମାଳଦ୍ବୀପ ମଧ୍ୟରେ କୂଟନୈତିକ ବିବାଦ ୨୦୨୩ ନଭେମ୍ବରରୁ ଆରମ୍ଭ ହୋଇଛି ଯେତେବେଳେ ଚୀନ ସପକ୍ଷବାଦୀ ନେତା ମହମଦ ମୁଇଜୁ ଦେଶର ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କଲେ। ଦେଶର ସାର୍ବଭୌମତ୍ବ ରକ୍ଷା କରିବା ପାଇଁ ସେ ଭାରତୀୟ ସୈନ୍ୟଙ୍କ ପ୍ରତ୍ୟାହାର ଦାବିକଲେ। ଏଥିସହିତ ପରମ୍ପରା ଭଙ୍ଗ କରି…