ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ‘କାଳିଆ କେନ୍ଦ୍ର’

ଆଜି ରାଜ୍ୟର ଚାଷୀମାନଙ୍କୁ ମିଳିବ କାଳିଆ ଯୋଜନାର ପରବର୍ତ୍ତୀ କିସ୍ତି । ଏହି ଯୋଜନା ଅଧୀନରେ ୯୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଯୋଗାଇଦେବେ ରାଜ୍ୟ ସରକାର । ପ୍ରାୟ ୪୬ ଲକ୍ଷରୁ ଅଧିକ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏହି ଯୋଜନା ଅଧୀନରେ ଉପକୃତ ହୋଇପାରିବେ । ରାଜ୍ୟର ୩୦ଟି ଜିଲ୍ଲାରେ…

NEET MDS 2024 ପରୀକ୍ଷା କେବେ ହେବ ?

ନ୍ୟସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ଫର୍ ମାଷ୍ଟର୍ସ ଅଫ୍ ଡେଣ୍ଟାଲ ସର୍ଜରୀ(NEET MDS) 2024 ପରୀକ୍ଷା ପାଇଁ ଆବେଦନ ତାରିଖକୁ ବୃଦ୍ଧି କରିଛି । ବର୍ତ୍ତମାନ ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଆବେଦନ କରିପାରିବେ । କହିରଖୁଛୁ ମାର୍ଚ୍ଚ ୯ରେ ଉକ୍ତ ପରୀକ୍ଷା ପାଇଁ…

୨୦୨୪ ଓସ୍କାର ପୁରସ୍କାର ଘୋଷଣା

ପ୍ରତ୍ୟେକ ଷ୍ଟାର୍‌ ଓସ୍କାର ଜିତିବାର ସ୍ବପ୍ନ ଦେଖନ୍ତି। ଏକାଡେମୀ ପୁରସ୍କାର ଦୁନିଆର ସବୁଠାରୁ ଲୋକପ୍ରିୟ ପୁରସ୍କାର ସମାରୋହ ମଧ୍ୟରୁ ଅନ୍ୟତମ।  ୧୦ ମାର୍ଚ୍ଚ ୨୦୨୪ରେ ଲସ୍‌ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୬ତମ ଏକାଡେମୀ ପୁରସ୍କାର ଅନୁଷ୍ଠିତ ହୋଇ ମାର୍ଚ୍ଚ ୧୧ ରେ ଓଟିଟି ପ୍ଲାଟଫର୍ମ ଡିଜ୍‌ନି…

ଭାରତକୁ ପଛରେ ପକାଇ ପାରିଲାନି ଅଷ୍ଟ୍ରେଲିଆ

ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୨ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ କ୍ଲିନ୍‌ସୁଇପ୍‌ କରିଛି। ଲଗାତାର ଦୁଇଟି ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଭାରତକୁ ପଛରେ ପକାଇ ପାରି ନାହିଁ। ନିକଟରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ…

ଯୋଗୀ ସରକାରଙ୍କ ହୋଲି ଉପହାର

ହୋଲି ପୂର୍ବରୁ ରାଜ୍ୟ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଯୋଗୀ ସରକାର। କେନ୍ଦ୍ର ସରକାରଙ୍କ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କ ଡିଏକୁ ୪ ପ୍ରତିଶତ ବୃଦ୍ଧି କରାଯାଇଛି। ରାଜ୍ୟ କର୍ମଚାରୀମାନେ ଜାନୁଆରୀ ୨୦୨୪ରୁ ଡିଏରେ ଏହି ବୃଦ୍ଧିର ଲାଭ…

ଇଣ୍ଡୋନେସିଆରେ ପ୍ରଳୟଙ୍କରୀ ବନ୍ୟା

ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ପ୍ରଦେଶର ପେସିସିର ସେଲାତନ୍‌ ରେଜେନ୍ସିଠାରେ ଗତ କିଛି ଦିନ ଧରି ଲଗାତର ବର୍ଷା କାରଣରୁ ବନ୍ୟା ଓ ଭୂସ୍ଖଳନ ପରି ପ୍ରାକୃତିକ ବିପର୍ଯ୍ୟୟ ଘଟି ରବିବାର ସୁଦ୍ଧା ୧୯ ଜଣବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏବେ ମଧ୍ୟ ୭ ଜଣ ବ୍ୟକ୍ତି ନିଖୋଜ ଥିବା ସ୍ଥାନୀୟ…

ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭରବ୍ରିଜ

ପ୍ରତିକ୍ଷାର ଘଟିଲା ଅନ୍ତ, ଶେଷରେ ଆଜି ଉଦଘାଟନ ହେବାକୁ ଯାଉଛି ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭରବ୍ରିଜ। କେନ୍ଦୁଝର ଜିଲ୍ଲା ଯୋଡାଠାରେ ନିର୍ମାଣ ହୋଇଛି ଏହି ଦୀର୍ଘତମ ଫ୍ଲାଏ ଓଭରବ୍ରିଜ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ଏହାର ଉଦଘାଟନ କରିବେ।ସୂଚନା ଅନୁଯାୟୀ,…

ଏବେଠୁ କଲବଳ କଲାଣି ତାତି

ଓଡିଶାରେ ତାତି ସହ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ ।ଦୁଇ ଦିନ ପରେ ରାଜ୍ୟରେ ଉପରମୁହାଁ ହେବ ପାରଦ । ଉପାନ୍ତରୁ ଉପକୂଳ ସବୁଠି ହେବ ଅସମ୍ଭାଳ ତାତି । ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା । ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶା ଅସମ୍ଭାଳ ହେବ । ଏନେଇ…

କ୍ଷମତାକୁ ଆସିଲେ ଯୁବକଙ୍କୁ ନିଯୁକ୍ତି: ଗ୍ୟାରେଣ୍ଟି ଦେଲା ଯୁବ କଂଗ୍ରେସ

ଭୁବନେଶ୍ବର: ଏବେ ଦେଶରେ ଏବଂ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ମୋଦୀଙ୍କର ବର୍ଷକୁ ୨କୋଟି ଏବଂ ନବୀନଙ୍କର ବର୍ଷକୁ ୨ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଏବେ ପ୍ରତାରଣା ପାଲଟିଛି। ରାହୁଲ ଗାନ୍ଧୀଙ୍କ ‘ଯୁବ ନ୍ୟାୟ’ କାର୍ଯ୍ୟକ୍ରମ ଘୋଷଣା ଏବେ କୋଟି କୋଟି ଯୁବବର୍ଗଙ୍କ…

ଆଜିର ରାଶିଫଳ

ମେଷ: ଆପଣଙ୍କ କଥା ଓ କାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଟ କରିବ ।  ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ। ବହୁ ଦିନର ସ୍ୱପ୍ନ ସାକାର ହେବ । ବାଣିଜ୍ୟ, ବ୍ୟବସାୟରେ କେତେକ ସମସ୍ୟା ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହେବାରୁ ଧାର କରଜ କରିବାକୁ ବାଧ୍ୟ ହେବେ। ବୃଷ: ପାରିବାରିକ…