ଦ୍ୱାଦଶ ଶ୍ରେଣୀ ସାଇକୋଲୋଜି ପରୀକ୍ଷା ସ୍ଥଗିତ
ଦ୍ୱାଦଶ ଶ୍ରେଣୀ ସାଇକୋଲୋଜି ବିଷୟ ପରୀକ୍ଷା ସ୍ଥଗିତ କରାଯାଇଛି । ମାର୍ଚ୍ଚ ୨୭ ତାରିଖରେ ଏହି ପରୀକ୍ଷା ହେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ମାତ୍ର ପ୍ରଶ୍ନପତ୍ର ପ୍ୟାକେଟ୍ ହଜିଯିବା କାରଣରୁ ଉକ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ତେଣୁ ଭାରତୀୟ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ…