ରୟାଲ୍କୁ ହରାଇଲା ରୟାଲ୍ସ
ବିରାଟ କୋହଲିଙ୍କ ଶତକକୁ ଫିକା କରିଦେଇଛନ୍ତି ଇଂଲିସ ବ୍ୟାଟର ଜୋସ୍ ବଟଲର୍। ଆର୍ସିବି ପକ୍ଷରୁ ଦିଆଯାଇଥିବା ୧୮୪ ରନ୍ର ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ ୫ ବଲ୍ ପୂର୍ବରୁ ମ୍ୟାଚ୍ ଜିତିନେଇଛି। ବଟଲର୍ ଛକା ମାରି ଶତକ ଅର୍ଜନ କରିବା ସହ ଦଳକୁ ଜିତାଇଛନ୍ତି। ଫଳରେ ରାଜସ୍ଥାନ…