ଏହି ଖାଦ୍ୟ, କମ୍‌ ହେବ ରକ୍ତଚାପ

ଉଚ୍ଚ ରକ୍ତଚାପ ଶରୀରର ରକ୍ତପ୍ରବାହ ଉପରେ କୁପ୍ରଭାବ ପକାଇଥାଏ। ଯେଉଁ ବ୍ୟକ୍ତିଙ୍କର ଏପରି ସମସ୍ୟା ରହିଛି, ସେମାନଙ୍କୁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ବିଶେଷକରି ଖରାଦିନେ ରକ୍ତଚାପ ଥିବା ରୋଗୀଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଥାଏ। ଏଥିରୁ…

ଆକର୍ଷଣୀୟ ଅଫର

ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ‘ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ’ରେ ଭିଡ଼ ଜମାଉଛନ୍ତି। କାରଣ ଗୋଟିଏ ପଟରେ ସାରା ଦେଶର ଭଳିକି ଭଳି ହ୍ୟାଣ୍ଡଲୁମ୍‌ ପୋଷାକ ସାଙ୍ଗକୁ ହାଣ୍ଡିକ୍ରାଫ୍ଟ ସାମଗ୍ରୀ ସୁଲଭ ମୂଲ୍ୟରେ ପାଉଥିତ୍ବାବେଳେ ଅପରପକ୍ଷରେ ଓଡ଼ିଶାର ବୟନିକା…

ବିଦେଶୀ ଛାଡ଼ି ଦେଶୀ ବ୍ରାଣ୍ଡ୍‌ କିଣୁଛନ୍ତି

ଯୁଗ ବଦଳିଛି। ବିଦେଶୀ ଜିନିଷ ସବୁଠୁ ଭଲ। ଏହି ଧାରଣା ବଦଳିବାରେ ଲାଗିଛି। ଏହି ଧାରାରେ ପରିବର୍ତ୍ତନ ଆଣିବାର ନେତୃତ୍ବ ନେଇଛନ୍ତି ଦେଶର ଯୁବପିଢ଼ି। ସେମାନେ ବିଦେଶୀ ବ୍ରାଣ୍ଡ୍‌ ଛାଡ଼ି ଏବେ ଦେଶୀ କମ୍ପାନିର ଜିନିଷ କିଣିବା ପ୍ରତି ଆଗ୍ରହ ଦେଖାଇଛନ୍ତି। କେତେକ ନିର୍ଦ୍ଦିଷ୍ଟ ବର୍ଗ ଯଥା…

କ୍ଷମତାକୁ ଆସିଲେ ଲୋକଙ୍କୁ କମ୍ ଦାମରେ ଦେବେ କ୍ୱାଲିଟି ମଦ- ଚନ୍ଦ୍ରବାବୁ ନାଇଡୁ

କମ୍ ଦାମରେ ଦେବେ କ୍ୱାଲିଟି ମଦ । ଆନ୍ଧ୍ରପ୍ରଦେଶରେ କ୍ଷମତାକୁ ଫେରିଲେ ତାଙ୍କ ସରକାର ଏପରି ସେବା ଯୋଗାଇବ ବୋଲି କୁପମରେ ନିର୍ବାଚନୀ ରାଲିରେ ଘୋଷଣା କରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ଏହି ଆସନରୁ ଚନ୍ଦ୍ରବାବୁ ପ୍ରାର୍ଥୀ ହୋଇଛନ୍ତି । ଜଗନ ରେଡ୍ଡୀ ସରକାର ବେଳେ ମଦ ଦର ୬୦ ଟଂକାରୁ ୨୦୦ ଟଂକା…

ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ

ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଭାସ । ନବୀନ ନିବାସ ଆସି ନିଜ ଇସ୍ତଫା ପତ୍ର ଦେଇଛନ୍ତି ପ୍ରଭାସ ସିଂ । ଗତ ୨୦୧୪ରୁ ୨୦୧୯ ଯାଏଁ ବରଗଡରୁ ବିଜେଡି ସାଂସଦ ଥିଲେ ପ୍ରଭାସ ସିଂ । ତେବେ ୨୦୧୯ରେ ପ୍ରଭାସଙ୍କ ବଦଳରେ ଦଳ ବରିଷ୍ଠ ନେତା…

ପିସିସି ନୋଟିସ୍ ପରେ ଲିଖିତ ଉତ୍ତର ରଖିଲେ ବିଧାୟକ ସୁର ରାଉତରାୟ

କଂଗ୍ରେସରେ ଥାଇ ଅନ୍ୟ ଦଳ ପାଇଁ ପ୍ରଚାର କରିବା ନେଇ ନୋଟିସ୍ ଉପରେ ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । କହିଛନ୍ତି, ସେ କୌଣସି ଦଳ ପାଇଁ ପ୍ରଚାର କରିନାହାନ୍ତି । କୌଣସି ଦଳର ରାଲିକୁ ଯାଇନାହାନ୍ତି । କୌଣସି ଦଳର ସଭାକୁ ଯାଇନାହାନ୍ତି । ତାଙ୍କ ସାନ ପୁଅ ବିଜେଡିରୁ ଲୋକସଭା…

ବାଲେଶ୍ୱରରେ ବିଜେଡ଼ିରୁ ଲେଖାଶ୍ରୀଙ୍କୁ ନେଇ ପ୍ରତାପ ଷଡଙ୍ଗୀଙ୍କ ପ୍ରତିକ୍ରିୟା

ଲେଖାଶ୍ରୀ ସାମନ୍ତସିଂହାର ବାଲେଶ୍ୱରରୁ ବିଜେଡି ଲୋକସଭା ପ୍ରାର୍ଥୀ ହେବା ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ । କହିଛନ୍ତି, ବାଲେଶ୍ୱରରେ ସେ ଦୃଶ୍ୟମାନ ନୁହଁନ୍ତି । ସେ ପ୍ରାର୍ଥୀ ହେଲେ ବିଜେପିକୁ ବିଶେଷ କିଛି ଅସୁବିଧା ନାହିଁ । ଏଥର…

ରାଗିଲେ ଶୁବମନ ଗିଲ

ଗୁଜରାଟ ଟାଇଟାନ୍ସକୁ ଆଇପିଏଲ୍‌ ୨୦୨୪ର ପଞ୍ଚମ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି। ଗୁଜୁରାଟକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ପରାସ୍ତ କରିଛି। ଏହି ପରାଜୟ ପରେ ଗୁଜରାଟ ଅଧିନାୟକ ଶୁବମନ ଗିଲ ରାଗରେ ନିଆଁବାଣ ହୋପଡିଛନ୍ତି।ଗିଲ କହିଛନ୍ତି, ଆମକୁ ଭଲ ଆରମ୍ଭ ମିଳିଥିଲା। କିନ୍ତୁ ମଧ୍ୟଭାଗରେ…

୪୨ତମ ପାଦ ଥାପିଲେ ଅଲ୍ଲୁ ଅର୍ଜ୍ଜୁନ

ତେଲ୍‌ଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଆଜି ଅର୍ଥାତ୍‌ ଏପ୍ରିଲ ୮ରେ ତାଙ୍କର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜିର ଏହି ଖାସ୍‌ ଦିନରେ ତାଙ୍କର କିଛି ଫିଲ୍ମ ଉପରେ ନଜର ପକାଇବା। ଯାହା ତାଙ୍କୁ ସାରା ବିଶ୍ୱରେ ପ୍ରସିଦ୍ଧ କରାଇଛି।

ହାଇକୋର୍ଟ ଅନୁବାଦକ ପଦର ପ୍ରିଲିମ୍ସ ରେଜଲ୍ଟ ଘୋଷଣା

ଏପ୍ରିଲ ୭ରେ ହୋଇଥିବା ଓଡ଼ିଶା ହାଇକୋର୍ଟର ଅନୁବାଦକ ପଦର ପ୍ରିଲିମିନାରୀ ପରୀକ୍ଷାର ରେଜଲ୍ଟ ଘୋଷଣା ହୋଇଛି । ମୋଟ ୭୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଆସନ୍ତା ୨୦ ତାରିଖରେ ଏହି ପଦ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ନେଇ ନିଜ ନିଜର…