ଆଜି ମା ଙ୍କ ପଞ୍ଚମ ଦିନ

ଦେବୀ ଭଗବତୀଙ୍କ ପଞ୍ଚମ ରୂପର ନାମ ହେଉଛି ସ୍କନ୍ଦମାତା। ଚୈତ୍ର ନବରାତ୍ରି ୨୦୨୪ ରେ, ୧୩ ଏପ୍ରିଲ ଶନିବାର ଦିନ ମାଆ ସ୍କନ୍ଦମାତାଙ୍କ ଉପବାସ ପାଳନ କରାଯିବ। ଏହି ଦିନ ମାଆ ଦେବୀଙ୍କୁ କଦଳୀ ଅର୍ପଣ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। କଦଳୀରୁ ତିଆରି ଜିନିଷକୁ ସ୍କନ୍ଦମାତା ବହୁତ…

ଆଇଜର ପକ୍ଷରୁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଜର) ପକ୍ଷରୁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ ୫ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମେ ୫ରେ ତାହା ସରିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତି ଲିଙ୍କକୁ ଯାଇ…

ନିର୍ବାଚନ ରାଲିରେ ଯାଇଥିବାରୁ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

ଏକ ରାଜନୈତିକ ଦଳର ନିର୍ବାଚନ ରାଲିରେ ଯୋଗ ଦେଇଥିବାରୁ ଜଣେ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡିଛି। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲାରେ। ବୌଦ୍ଧ ଜିଲାପାଳ ଜେ. ସୋନାଲ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଶିକ୍ଷୟିତ୍ରୀ ହେଲେ ବୌଦ୍ଧ ବ୍ଲକ ଅଧୀନ ଦହ୍ୟା ସରକାରୀ ନୋଡାଲ…

ସୁନା ଦରରେ ଲାଗିଛି ନିଆଁ

ପ୍ରତିଦିନ ନୂଆ ରେର୍କଡ କରୁଛି ସୁନା । ଦିଲ୍ଲୀ ଏନସିଆର ଅନ୍ତର୍ଗତ ସୁନା ବଜାର ରେ ବର୍ତ୍ତମାନର ସୁନାର ମୂଲ୍ୟ ୧୦ ଗ୍ରାମ ୭୩.୪୭୦ ରହିଛି । ଯାହାକି ବର୍ତ୍ତମାନ ବଜାରରେ ଅଧିକ ଦର ରହିଛି । କେବଳ ସୁନା ଦର ନୁହେଁ ରୂପାର ଦର ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।ରୂପାର ମୂଲ୍ୟ ବର୍ତ୍ତମାନ…

ଆଇଫୋନ୍‌ ପ୍ରତି ହ୍ୟାକିଂ ବିପଦ

କିଛି ମାସ ପୂର୍ବେ ବିରୋଧୀ ଦଳର କେତେକ ନେତାଙ୍କ ଆଇଫୋନ୍ ହ୍ୟାକ୍ ଲାଗି ଉଦ୍ୟମ ହୋଇଥିବା ନେଇ ସେମାନଙ୍କୁ ପାଖକୁ ସତର୍କ ମେସେଜ୍ ଆସିଥିଲା। ସେବିଷୟରେ ସେମାନେ ଅବଗତ କରିବା ପରେ ତାହାକୁ ରାଜନୈତିକ ବୟାନ ଭାବି କେହି ଗମ୍ଭୀରତାର ସହ ନେଇନଥିଲେ। କିନ୍ତୁ ଏବେ ଦେଶରେ ନିର୍ବାଚନ ଋତୁ…

ନୂଆ ରୂପରେ ‘ବଡ଼େ ମିଆଁ ଛୋଟେ ମିଆଁ’

୧୯୯୮ରେ ଆସିଥିଲା ଅମିତାଭ ବଚ୍ଚନ ଓ ଗୋବିନ୍ଦାଙ୍କ ଆକ୍ସନ୍‌ କମେଡି ସିନେମା ‘ବଡ଼େ ମିଆଁ ଛୋଟେ ମିଆଁ’। ତା’ ସହିତ ନୂଆ ‘ବଡ଼େ ମିଆଁ ଛୋଟେ ମିଆଁ’ର କିଛିଟା ସାମଞ୍ଜସ୍ୟ ଅଛି। ପୁରୁଣା ଚଳଚ୍ଚିତ୍ର ପରି ଏଥିରେ ମଧ୍ୟ ଦୁଇ ମୁଖ୍ୟ ନାୟକଙ୍କର ଯମଜ ଅଛନ୍ତି। ପୁରୁଣା ସିନେମାରେ ହାସ୍ୟରସକୁ ଅଧିକ…

ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବେ ପ୍ରତିହାରୀ ସେବକ

ଏଣିକି ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବେ ପ୍ରତିହାରୀ ସେବକ। ଶ୍ରୀମନ୍ଦିରକୁ ଅନେକ ସମୟରେ ଅଣହିନ୍ଦୁ ପ୍ରବେଶ କରୁଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ପ୍ରତିହାରୀ ନିଯୋଗର ଏଭଳି ପ୍ରସ୍ତାବକୁ ଶ୍ରୀମନ୍ଦିର ପ୍ରଶାସନ ସ୍ବୀକୃତି ଦେଇଥିବା ନିଯୋଗର ସମ୍ପାଦକ ରାମନାରାୟଣ ଗୋଛିକାର…

ଦେଶର ଟପ୍ ୭ ଅନଲାଇନ୍ ଗେମର୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଭାରତର ଟପ୍ ଗେମର୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନିମେଷ ଅଗ୍ରୱାଲ, ନମନ ମାଥୁର ଏବଂ ପାୟଲ ଧାରେଙ୍କ ଭଳି ଟପ୍ ଗେମର୍ସଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ସହ ଭର୍ଚ୍ଚୁଆଲ ମୋଡର…

ଆଜିର ରାଶିଫଳ

ମେଷ: ସମାଜ ସେବାରେ ସୁନାମ ଅର୍ଜନ କରିପାରିବେ ଓ ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । କର୍ମକ୍ଷେତ୍ରରେ ଉତ୍ତମ ରୋଜଗାର କରି ପ୍ରଶଂସା ପାଇବେ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ବୃଷ: ଅନେକ କ୍ଷେତ୍ରରେ…

ପ୍ୟାରିସ ଅଲିମ୍ପିକ୍ସ ଚିଫ୍‌ ଡି’ ମିଶନରୁ ଓହରିଲେ ମେରୀକମ୍‌

ଛଅ ଥର ବିଶ୍ୱ ଚାମ୍ପିୟନ ବକ୍ସର ଏମ୍‌.ସି. ମେରୀକମ୍‌ ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତର ଚିଫ୍‌ ଡି’ ମିଶନ ପଦବୀରୁ ଓହରିଯାଇଛନ୍ତି। ସେ ବ୍ୟକ୍ତିଗତ କାରଣରୁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ମେରୀକମ୍‌ ଭାରତୀୟ ଅଲିମ୍ପିକ ଆସୋସିଏଶନ(ଆଇଓଏ) ସଭାପତି ପି.ଟି. ଉଷାଙ୍କ ନିକଟକୁ ଏକ…