୨ ଆସନରେ ପ୍ରାର୍ଥୀ ବଦଳାଇଲା ବିଜେପି , ରଣପୁରରେ ସୁରମା , ପଟାଙ୍ଗୀରେ ଚୈତନ୍ୟ ନନ୍ଦିବାଲୀଙ୍କୁ ଭରସିଲା ବିଜେପି ।

ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ପୂର୍ବରୁ ବିଜେପି ୧୧୨ ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବିଜେପି ଆଜି ଆଉ ୨୧ ଜଣଙ୍କ ନାଁ ଘୋଷଣା କରିଛି । ତେବେ ୨୧ଟି ଆସନ ମଧ୍ୟରୁ ୨ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେପି ।…

ସଲମାନଙ୍କ ଘର ଆଗରେ ଗୁଳିମାଡ଼ ଘଟଣା; ବନ୍ଧା ହେଲେ ୨ଅଭିଯୁକ୍ତ

ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଘର ଆଗରେ ଗୁଳିମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୨ ଅଭିଯୁକ୍ତଙ୍କୁ ଗୁଜରାଟ ଭୁଜ୍ ରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ।ବାନ୍ଦ୍ରା ଅଞ୍ଚଳରେ ୨ଜଣ ଅଜଣା ବ୍ୟକ୍ତି ଭାଇଜାନ ସଲମାନଙ୍କ ଘର ଆଗରେ ଗୁଳି ଚଳାଇ ଚମ୍ପଟ ମାରିଥିଲେ।ଗୁଳିମାଡ଼ ଘଟଣାର ଦିନକ ପରେ…

ବିଜେପିର ଆଉ ଏକ ବିଧାୟକ ପ୍ରାର୍ଥୀ ତାଲିକା , ଆଉ ୨୧ ଜଣଙ୍କ ନାଁ ଘୋଷଣା କଲା ଦଳ

ଆସିଲା ବିଜେପିର ଆଉ ଏକ ବିଧାୟକ ପ୍ରାର୍ଥୀ ତାଲିକା । ଆଉ ୨୧ ଜଣଙ୍କ ନାଁ ଘୋଷଣା କଲା ଦଳ । ରାଉରକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ । ସେହିପରି… ପାଟଣା : ଅଖିଳ ଚନ୍ଦ୍ର ନାଏକ ସାରସକଣା : ଭାଦବ ହାଂସଦା ରାଇରଙ୍ଗପୁର : ଜୋଲେନ ବାରଦା ବାଙ୍ଗିରପୋଷୀ : ସଞ୍ଜଳି ମୁର୍ମୁ…

ଆଜି ଅଶୋକାଷ୍ଟମୀ

ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥ ଯାତ୍ରା । ଏଥିପାଇଁ ପ୍ରସ୍ତୁତ ରହିଛି ରଥ ପଥ, ପ୍ରସ୍ତୁତ ଅଛି ପ୍ରଶାସନ ଏବଂ ଭକ୍ତିଭାବରେ ବିଭୋର ହୋଇ ଉଠିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଦୀର୍ଘ ବର୍ଷକ ପରେ ଆଜି ଦେଉଳରୁ ବାହାରି ଭକ୍ତଙ୍କ ଦୁଃଖ ବୁଝିବାକୁ ଆସୁଛନ୍ତି ବାବା ଲିଙ୍ଗରାଜ ।…

ଆଜିର ରାଶିଫଳ

ମେଷ: ବଡ଼ଙ୍କର ସ୍ନେହ ଓ ଆଶୀର୍ବାଦ ପାଇବେ। ଲାଗି ରହିଥିବା ସମସ୍ୟା କମ୍ ହେବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ। ଜୀବନସାଥୀ ପାଇଁ କିଛି ବିଶେଷ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ଆପଣ ସବୁ ଚିନ୍ତାରୁ ମୁକ୍ତ ରହିବେ। କାମରେ ବାପା ମାଆଙ୍କ ସାହାଯ୍ୟ ପାଇବେ। ଅଫିସ୍‌ରେ…

କୁଆଖିଆ ପୋଲ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍

ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର କୁଆଖିଆ ନିକଟ ବାରବାଟୀ ପୋଲରେ ଘଟିଛି ଏଭଳି ଏକ ମର୍ମନ୍ତୁତ ଦୁର୍ଘଟଣା । ବସଟି ପୋଲରୁ ଓଲଟି ତଳେ ପଡିଥିବାର ଚିତ୍ର ଦେଖିବାକୁ ମିଳିଛି। ତେବେ ଏହି ଦୁର୍ଘଟଣା ଅନେକ ଜଣଙ୍କୁ କ୍ଷତି ପହଞ୍ଚାଇଥିବା ଜଣାପଡିଛି। ଯଦିଓ, ଏହି ଦୁର୍ଘଟଣା କେତେ ଜଣ ଆହତ…

କଂଗ୍ରେସରୁ ୬ ବର୍ଷ ପାଇଁ ସୁର ରାଉତରାୟ ବହିଷ୍କୃତ

ସୁରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କଂଗ୍ରେସ । ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳ ଦେଲା ଶାସ୍ତି । ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ ହେଲେ ସୁର ରାଉତରାୟ ।ତେବେ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବାର ଅଭିଯୋଗ ରହିଥିଲା । ଦଳର ଶୃଙ୍ଖଳାରୁ ବାହାରେ ଥିବାରୁ ବହିଷ୍କାର…

ଏଥର ନର୍ଥ-ଇଷ୍ଟ ଦିଲ୍ଲୀରେ ହେବ ରୋଚକ ଲଢେଇ,ମନୋଜ ତିୱାରୀଙ୍କୁ ଟକ୍କର ଦେବେ ଯୁବ ନେତା କହ୍ନୈୟା କୁମାର

ଏଥର ନର୍ଥ-ଇଷ୍ଟ ଦିଲ୍ଲୀରେ ହେବ ରୋଚକ ଲଢେଇ । ବିଜେପି ନେତା ମନୋଜ ତିୱାରୀଙ୍କୁ ଟକ୍କର ଦେବେ ଯୁବ ନେତା କହ୍ନୈୟା କୁମାର । କେନ୍ଦ୍ରଶାସିତ ପ୍ରଦେଶ ଦିଲ୍ଲୀରେ ମୋଟ ୭ଟି ଲୋକସଭା ସିଟ୍ ରହିଛି । ସେଥିମଧ୍ୟରୁ ନର୍ଥ-ଇଷ୍ଟ ଦିଲ୍ଲୀରେ ଏଥର ଲୋକପ୍ରିୟ ଭୋଜପୁରୀ ଗାୟକ ତଥା ଭୋଜପୁରୀ ଫିଲ୍ମ…

କାନ୍ଦି କାନ୍ଦି କହିଛନ୍ତି, ଜଣେ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଅପମାନ କରାଯାଇଛି- ପ୍ରବୋଧ ତିର୍କୀ

ପ୍ରବୋଧ ତିର୍କୀଙ୍କ ଟିକେଟ୍ କାଟିଦେଲା କଂଗ୍ରେସ । ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ରାଜନୀତିକୁ ପାଦ ବଢାଇ କଂଗ୍ରେସରେ ଯୋଗଦେଇଥିଲେ । ଦଳ ତାଙ୍କୁ ମଧ୍ୟ ଭରସା କରି ତଳସରାରୁ ଟିକେଟ୍ ଦେଇଥିଲା । ଟିକେଟ୍ ଘୋଷଣାକୁ ବେଶ୍ କିଛି ଦିନ ବିତିଯାଇଥିବା ବେଳେ ପ୍ରବୋଧ ତିର୍କୀ…

ବିଜେପିରେ ମିଶିଲେ ‘କାର ଖାନା’ର ଦୁଇ ଯାଆ

ଭୁବନେଶ୍ୱରରେ କାରରେ ଖାଦ୍ୟ ପରସି ଚର୍ଚ୍ଚାରେ ଥିବା ଦୁଇ ଯା’ ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଓ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବିଜେପିରେ…