ଆଜି ସରିବ ପ୍ରଚାର

 ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗଣନା ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଆଜି ସା ଠାରୁ ବନ୍ଦ ହୋଇଯିବ। ୨୬ ଏପ୍ରିଲରେ ୧୩ ଟି ରାଜ୍ୟର ୮୮ ଟି ଲୋକ ସଭା ଆସନରେ ଭୋଟ ଗ୍ରହଣ ହେବ। ଏହି ଆସନଗୁଡିକର ଫଳାଫଳ ମଧ୍ୟ ଜୁନ ୪ରେ ଏକକାଳୀନ…

୫୧ ବର୍ଷରେ ପାଦ ଦେଲେ ସଚିନ

ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଚିନଙ୍କୁ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଏ। ଅନ୍ତର୍ଜାତୀୟ…

ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି ବଡ଼ ଆକ୍ରମଣ ଆରମ୍ଭ କରେ, ତେବେ ଇରାନ ଏହାକୁ ଧ୍ୱଂସ କରିବ। ଲାହୋରରେ ଏକ ସାମ୍ବାଦିକ ସମ୍ମିଳନୀରେ ରଇସି ଏହା କହିଛନ୍ତି, ଏପ୍ରିଲ ୧୩ରେ, ଇରାନ ୩୦୦ରୁ ଅଧିକ କ୍ଷେପଣାସ୍ତ୍ର…

ଭୟଙ୍କର ତାତି

ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରି ଯାଏଁ ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌)ରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ(ସିଭିଅର ହିଟ୍‌ୱେଭ୍‌) ଜାରି ରହିବାର ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ପାରଦ ୪୬ ଡିଗ୍ରି ଛୁଇଁପାରେ। ୨୭ ତାରିଖରେ…

ପିନାକୀ ମିଶ୍ରଙ୍କ ମାନହାନୀ ମାମଲା: ଦିଲ୍ଲୀ ହାଇକୋର୍ଟ ଗଲେ ବିଜେଡି ସାଂସଦ

ପୁଣି ଚର୍ଚ୍ଚାକୁ ଫେରିଲେ ପିନାକୀ ମିଶ୍ର । ପୁରୀ ସାଂସଦଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଯାଇଛନ୍ତି ବିଜେଡି ସାଂସଦ । ଅପଶବ୍ଦ ପ୍ରୟୋଗ ଓ ମିଛ ଦୁର୍ନୀତି ଅଭିଯୋଗ ଆଣୁଥିବା କହି ମହୁଆଙ୍କ ପୂର୍ବତନ ପୁରୁଷ ବନ୍ଧୁ ଜୟ ଅନନ୍ତଙ୍କ ବିରୋଧରେ ମାନହାନି ମାମଲା…

ଫ୍ୟାନଙ୍କ ଘରେ ପହଞ୍ଚିଲେ ରଜନୀକାନ୍ତ

ସୁପରଷ୍ଟାର ରଜନୀକାନ୍ତଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଆମେରିକା ଫ୍ୟାନଙ୍କ ଘରକୁ ଯିବାର ଦେଖାଯାଉଛି । ଏହି ଭିଡିଓ ତାଙ୍କର ଆମେରିକା ଗସ୍ତ ସମୟରେ ସୁଟ କରାଯାଇଛି । ଏହି ସୁପରଷ୍ଟାର ଅଭିନୟ ବ୍ୟତୀତ ଉଦାର ବ୍ୟକ୍ତିତ୍ୱ ପାଇଁ ଜଣାଶୁଣା । ପରଦାରେ ସେ ଆକ୍ସନ ଅବତାରରେ…

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ୨୦୨୩-୨୪…

ଏସି ଏବଂ ସିଲିଂ ଫ୍ୟାନ୍ ଲଗାଉଛନ୍ତି ?

ପ୍ରବଳ ଗରମ ଗୁଳୁଗୁଳିରୁ ମୁକ୍ତି ପାଇବାକୁ କିଛି ଲୋକ ଏକା ସାଙ୍ଗରେ ଫ୍ୟାନ୍‌ ଓ ଏସି ଚଲାଇ ଥାଆନ୍ତି । କିନ୍ତୁ କିଛି ଲୋକଙ୍କ ମତରେ ଏସି ଚାଲୁଥିବା ସମୟରେ ସିଲିଂ ଫ୍ୟାନ୍‌ ବ୍ୟବହାର କରିବା ଉଚିତ୍ ନୁହେଁ । କାରଣ ସିଲିଂ ଫ୍ୟାନ୍‌ ଗରମ ପବନକୁ ତଳକୁ ଠେଲି ଥାଏ ।କିନ୍ତୁ ଯେତେବେଳେ ଏସି ସହିତ…

ଟିସିଏସ୍ର ୱାର୍କ ଫ୍ରମ୍ ହୋମ୍ କର୍ମଚାରୀଙ୍କୁ ବଡ଼ ଝଟକା

ଦେଶର ଅଗ୍ରଣୀ ସଫ୍ଟୱେର୍ କମ୍ପାନୀ ଟିସିଏସ୍ ନିଜର ୱାର୍କ ଫ୍ରମ୍ ହୋମ କର୍ମଚାରୀଙ୍କୁ ବଡ଼ ଝଟକା ଦେଇଛି । କରୋନା ମହାମାରୀ ସମୟରେ ଟିସିଏସର ୱାର୍କ ଫ୍ରମ୍ ହୋମ୍ ନିଷ୍ପତ୍ତି ଏବେ ସେମାନଙ୍କ ପାଇଁ ଏକ ସମସ୍ୟା ପାଲଟିଛି ।କମ୍ପାନୀ ଦ୍ୱାରା ଦିଆଯାଇଥିବା ଲଗାତାର ଅଲ୍ଟିମେଟମ୍ ସତ୍ତ୍ୱେ ଅନେକ…

ଭୁଶୁଡ଼ିଲା କୋଠା

ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ବୋଲି ଆକଳନ କରାଯାଇଛି।ପୂର୍ବ ରିପୋର୍ଟ ଅନୁଯାୟୀ, ପୂର୍ବ ତାଇୱାନର ହୁଆଲିଏନ ଜିଲାର ଶୋଫେଙ୍ଗ ଟାଉନସିପରେ ୯…