ଓଡ଼ିଶାରେ ବିଏର ୫ଜି ନେଟ୍‌ଓ୍ବର୍କ

ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ(ବିଏ)ର ଓଡ଼ିଶା ୟୁନିଟ ନିକଟରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ସାରା ଓଡ଼ିଶାରେ ୫ଜି ନେଟଓ୍ବର୍କ ଉପଲବ୍ଧ କରାଇବା ସହ ରାଜ୍ୟରେ ମୋଟ ୧୯ ଲକ୍ଷ ଗ୍ରାହକ ୫ଜି ସେବା ଉପଭୋଗ କରୁଛନ୍ତି। କମ୍ପାନୀ ରାଜ୍ୟର ସମସ୍ତ…

ଇଣ୍ଡିଆ ହେଡ୍‌ କୋଚ୍‌ ହେବାକୁ ଗମ୍ଭୀର ରାଜି

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟର ଗୌତମ ଗମ୍ଭୀର ଏହି ଦାୟିତ୍ୱ ତୁଲାଇବା ଲାଗି ସହମତି ପ୍ରକାଶ କରିଛନ୍ତି। ଏଣୁ ରାହୁଲ ଦ୍ରାବିଡଙ୍କ ପରେ ଗମ୍ଭୀର ହିଁ ହେଡ୍‌ କୋଚ୍‌ ହେବେ। ବିସିସିଆଇ ଏବଂ ତାଙ୍କ ମଧ୍ୟରେ ଚୁକ୍ତି ହୋଇସାରିଛି। ଖୁବ୍‌ଶୀଘ୍ର ଏନେଇ ଘୋଷଣା କରାଯିବ। ଆଇପିଏଲ୍‌ ୨୦୨୪ର…

ମାଡିଆସୁଛି ମହାମାରୀ

ବ୍ରିଟେନ୍‌ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ସାର୍‌ ପାଟ୍ରିକ୍‌ ଭାଲାନ୍ସ ସତର୍କ କରାଇଛନ୍ତି। ସେଥିପାଇଁ ଆଗାମୀ ସରକାର ପ୍ରସ୍ତୁତି ଉପରେ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି। ନୂତନ ଭାବେ ସୃଷ୍ଟି ହେଉଥିବା ବିପଦକୁ ଶୀଘ୍ର ଚିହ୍ନଟ କରିବା ପାଇଁ ଉନ୍ନତ ସର୍ଭିଲାନ୍ସ…

ଆଜିର ରାଶିଫଳ

ମେଷ: ଜୀବନସାଥୀ ସହଯୋଗରେ ଆପଣଙ୍କର କିଛି କାମ ସଂପୂର୍ଣ୍ଣ ହୋଇଯିବ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। କୌଣସି କାମରେ ସଫଳତା ମିଳିବା ଯୋଗୁଁ ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ବୃଷ: ପୂଜାପାଠରେ ସମୟ ବିତିବ। କୌଣସି ଜରୁରି କାମ ସମାପ୍ତ କରିବାରେ ସଫଳ ରହିବେ। ବନ୍ଧୁ ସହ ବାହାରକୁ…

ପାଲେଷ୍ଟାଇନ୍‌କୁ ରାଷ୍ଟ୍ର ମାନ୍ୟତା

ଇସ୍ରାଏଲ୍‌ର କଡ଼ା ପ୍ରତିକ୍ରିୟା ସତ୍ତ୍ୱେ ସ୍ପେନ୍‌, ନରଓ୍ବେ ଓ ଆୟର୍ଲାଣ୍ଡ ମଙ୍ଗଳବାର ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନ୍‌କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ର ମାନ୍ୟତା ପ୍ରଦାନ କରିଛନ୍ତି। କେବଳ ଏତିକି ନୁହେଁ, ଗାଜାରେ ହମାସ୍‌ ସହ ଇସ୍ରାଏଲ୍‌ର ଯୁଦ୍ଧବିରତି ଉଦ୍ୟମକୁ ଆହୁରି ଜୋର୍‌ଦାର କରାଯିବ…

ପ୍ରବଳ ଗ୍ରୀଷ୍ମପ୍ରବାହ

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି ଯେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆଜି ଦିଲ୍ଲୀର ମୁଙ୍ଗେଶପୁରରେ ସର୍ବୋଚ୍ଚ ତାପମାତ୍ରା ୪୯.୯ ଡିଗ୍ରି ରେକର୍ଡ କରାଯାଇଛି। ଉତ୍ତର…

ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗ ପ୍ରସଙ୍ଗରେ ବରିଷ୍ଠ ଆଇପିଏସ୍‌ ଡିଏସ୍‌ କୁଟ୍ଟେଙ୍କୁ ନିଲମ୍ବନ କଲେ ନିର୍ବାଚନ କମିସନ

ଭୁବନେଶ୍ବର: ଆଇପିଏସ୍‌  ଡିଏସ୍‌ କୁଟ୍ଟେ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତୀୟ ନିର୍ବାଚନ କମିସନ ।  ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ଅଭିଯୋଗରେ ସେ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରକ୍ ମେମୋରିଆଲରେ ଧ୍ୟାନ କରିବେ ନରେନ୍ଦ୍ର ମୋଦୀ

ମେ’୩୦ରେ ଲୋକସଭା ନିର୍ବାଚନ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟାକୁମାରୀ ଗସ୍ତ କରିବେ। ଏଠାରେ ସେ ସ୍ବାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ନିର୍ମିତ ସ୍ମାରକୀ ରକ୍ ମେମୋରିଆଲ୍‌ରେ ଧ୍ୟାନ କରିବେ। ମଙ୍ଗଳବାର ବିଜେପି ନେତାମାନେ କହିଛନ୍ତି ମୋଦୀ…

ସୁପ୍ରିମକୋର୍ଟରୁ କେଜ୍ରିୱାଲ ନିରାଶ

ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ତାଙ୍କ ଅନ୍ତରୀଣ ଜାମିନ ଅବଧିକୁ ୭ ଦିନ ବଢ଼ାଇବାକୁ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଜାମିନ ଆବେଦନ ଆବେଦନ ନେଇ ତୁରନ୍ତ ଶୁଣାଣି କରିବାକୁ ମନା…

ବିଜେପି ଓଡିଶାବାସୀଙ୍କ ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଭିକେ ପାଣ୍ଡିଆନ୍

୨୦୧୯ରେ ଭୋଗରାଇବାସୀ ଯାହା ଦାବି ରଖିଥିଲେ ସେସବୁ ବିଜେଡି ସରକାର ପୂରଣ କରିଛି ।ଭୁଷଣ୍ଡେଶ୍ୱର ମନ୍ଦିରର ରୂପାନ୍ତରିକରଣ ପାଇଁ ଆର୍ଥିକ ସହଯୋଗ ଦିଆଯାଇଛି । ଭୋଗରାଇର ଡ୍ରେନେଜ୍ କାମ କରିବାକୁ ଭୋଗରାଇ ସଂସ୍କାର ପ୍ରୋଜେକ୍ଟ ପାଇଁ ୧୦୦ କୋଟି ଟଙ୍କା ମଂଜୁର ହୋଇଛି । ଏହାସହ କୋଷ୍ଟ କେନାଲ କାମ…