ଭଦ୍ରକ ସିମୁଳିଆରେ ଜନସଭା କରିବେ ରାହୁଲ ଗାନ୍ଧୀ
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ଶେଷ ଦିନରେ ଓଡିଶାରେ ପ୍ରଚାର କରିବା ପାଇଁ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ଭଦ୍ରକ ଲୋକସଭା କ୍ଷେତ୍ରର ସିମୁଲିଆରେ ପ୍ରଚାର ସଭାକୁ ସମ୍ବୋଧନ କରି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ରାହୁଲ ଭୋଟ ମାଗିବେ । ଏହା ହେଉଛି ରାହୁଲ ଗାନ୍ଧୀଙ୍କ ତୃୀତୟ ଓଡିଶା ଗସ୍ତ ।ପୂବ…