ଆଜିର ରାଶିଫଳ
ମେଷ: କୌଣସି କଥାକୁ ନେଇ ସଂଶୟରେ ରହିବେ। କୌଣସି ନୂଆ କାମ ଶିଖିବେ। ପରିବାର ଲୋକଙ୍କ ସହିତ ସିନେମା ଦେଖିପାରନ୍ତି। ସମାଜରେ ମାନ ସମ୍ମାନ ମିଳିବ।-
ବୃଷ: ଆପଣଙ୍କ ଭଲ ବ୍ୟବହାର ଭଲ ଦୃଷ୍ଟାନ୍ତ କରିବାରେ ସାହାଯ୍ୟ କରିବ। କାମ କରିବାର ନୂଆ ପଦ୍ଧତି ଲାଭ ଦେବ। ଠିକାଦାରଙ୍କୁ ଧନଲାଭ ହେବ।…