କ୍ରିକେଟ ଇତିହାସର ସବୁଠାରୁ ବଡ଼ ରେକର୍ଡ

 ପୁରୁଷ ଟି-୨୦ ବିଶ୍ବକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ଭେଟାଭେଟି ହେବାକୁ ଯାଉଥିବାବେ​ଳେ ତାହାର ଦିନକ ପୂର୍ବରୁ ଏକ ବିଶ୍ବ ରେକର୍ଡ କରିଛି ଭାରତୀୟ ମହିଳା ଦଳ । ଚେନ୍ନାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ହିଁ ଏହି ରେକର୍ଡ କରିଛି ଭାରତ । ଗୋଟିଏ…

ପିଲା ପାଇଁ ବିପଜ୍ଜନକ ହୋଇପାରେ ବେବି ପାଉଡର

ନବଜାତ ଶିଶୁଙ୍କୁ ପ୍ରାୟତଃ ଗାଧୋଇବା ଓ ଡାଇପର୍ ବଦଳାଇବା ପରେ ତାଙ୍କ ଉପରେ ଟାଲକମ୍ ପାଉଡର ବ୍ୟବହାର କରାଯାଏ । କିନ୍ତୁ ଆପଣଙ୍କ ସୂଚନା ପାଇଁ କହିରଖୁଛୁ କି ଶିଶୁର ଚର୍ମରେ ପାଉଡର ବ୍ୟବହାର କରିବା ଭଲ ନୁହେଁ ।ବେବି ପାଉଡର ବ୍ୟବହାର କରିବା ଦ୍ୱାରା ଶିଶୁର ଶରୀରରୁ ଭଲ ବାସ୍ନା ତ ଆସେ କିନ୍ତୁ…

ମହାରାଷ୍ଟ୍ରରେ ଚାଷୀଙ୍କ ବିଦ୍ୟୁତ୍ ବିଲ୍ ଛାଡ୍, ମହିଳାଙ୍କ ଆକାଉଣ୍ଟରେ ୧୫୦୦ ଟଙ୍କା, ମାଗଣା LPG ସିଲିଣ୍ଡର

ମହାରାଷ୍ଟ୍ରର ଡେପୁଟି ସିଏମ୍ ଏବଂ ଅର୍ଥମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ଦିନ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ସମୟରେ ରାଜ୍ୟର ମହିଳାମାନଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିବା ସହିତ ସେ ମାଗଣା ସିଲିଣ୍ଡର ସମ୍ବନ୍ଧୀୟ ଘୋଷଣା ମଧ୍ୟ କରିଛନ୍ତି ।ଅଜିତ ପାୱାର…

ମନୋଜ ଆହୁଜା ନୂଆ ଶାସନ ସଚିବ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମନୋଜ ଆହୁଜାଙ୍କୁ ବଡ଼ ଦାୟିତ଼୍ବ ଦେଇଛନ୍ତି ରାଜ୍ୟ ସରକାର । ସେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଥାଉକି, ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍‌ ୩୦ରେ ଶେଷ…

ବନ୍ଦ ହେବନି ମଦ

ସାରା ରାଜ୍ୟରେ ମଦ ବନ୍ଦ ହେବ ବୋଲି ଚର୍ଚ୍ଚା ଚାଲିଥିଲା । ମୁଖ୍ୟମନ୍ତ୍ର ମୋହନ ମାଝୀ ମଦ ବନ୍ଦକୁ ନେଇ କଡା ପଦକ୍ଷେପ ନେବେ ବୋଲି ସମସ୍ତେ ଆଶା କରିଥିଲେ । ମାତ୍ର ତାହା ହୋଇ ନାହିଁ , ବରଂ କୋରାପୁଟରେ ୮ ଟି ଦେଶୀ ମଦ ଦୋକାନ ଖୋଲିଛି । ଯାହାକୁ ନେଇ ରାଜ୍ୟସରକାରଙ୍କୁ ସିଧାସଳଖ ଟାର୍ଗେଟ…

ଥରିଲା ପେରୁ , ଭୂକମ୍ପର ତୀବ୍ରତା ୭.୨ ରେକର୍ଡ

ଦକ୍ଷିଣ ପେରୁରେ ଶୁକ୍ରବାର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ୨୮ କିଲୋମିଟର ଗଭୀର ସହ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଅନେକ ସମୟ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କିଛି ସ୍ଥାନରେ ଝଟକା ସମୟରେ ସିସିଟିଭି…

ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ସଂସଦର ଉଭୟ ଗୃହରେ ହଙ୍ଗାମା, ସୋମବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ସଂସଦର ଉଭୟ ଗୃହରେ ଶୁକ୍ରବାର ହଙ୍ଗାମା କରିଛନ୍ତି ବିରୋଧୀ। ନିଟ ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରି ବିରୋଧୀମାନେ ହୋହଲ୍ଲା କରିଥିଲେ। ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଲୋକସଭାରେ ବାଚସ୍ପତି ଓମ ବିର୍ଲା ଗୃହକୁ ଆସନ୍ତା ସୋମବାର ତଥା ଜୁଲାଇ ୧…

ବଦଳିବ ମେକ୍ ଇନ୍ ଓଡ଼ିଶାର ରୂପରେଖ ଇସାରା ଦେଇଛନ୍ତି ଶିଳ୍ପମନ୍ତ୍ରୀ

ବଦଳିପାରେ ମେକ୍ ଇନ୍ ଓଡ଼ିଶା ନାଁ । ଏନେଇ ଇସାରା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ମେକ୍ ଇନ୍ ଓଡ଼ିଶା ନାଁ ବଦଳାଇ ଉତ୍କଳ ଇନଭେଷ୍ଟ ସମ୍ମିଟ ହୋଇପାରେ । ଯାହା ଜରିଆରେ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବାକୁ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ଓଡ଼ିଶାକୁ…

କର୍କଟ ରୋଗରେ ପୀଡ଼ିତ ଅଭିନେତ୍ରୀ ହିନା ଖାନ

ଅଭିନେତ୍ରୀ ହିନା ଖାନ କର୍କଟ ରୋଗରେ ପୀଡ଼ିତ ଏବଂ ତାଙ୍କ ଚିକିତ୍ସା ଜାରି ରହିଛି। ଏବେ ଅଭିନେତ୍ରୀ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେ ଏନେଇ ସୂଚନା ଦେଇଛନ୍ତି। ହିନା ଲେଖିଛନ୍ତି, ‘‘ନିକଟରେ ଉଡ଼ୁଥିବା ଗୁଜବ ଉପରେ ମୁଁ ଆପଣମାନଙ୍କ ସହ କିଛି…

ସମସ୍ତ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ପ୍ଲାନ୍‌ ମୂଲ୍ୟ ବୃଦ୍ଧି ଘୋଷଣା କରିଛି ଜିଓ

ରିଲାଏନ୍ସ ଜିଓ ୫ଜି ସ୍ପେକ୍ଟ୍ରମ ନିଲାମ ପରଦିନ ଏହାର ସମସ୍ତ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ପ୍ଲାନ୍‌ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ଜୁଲାଇ ୩ରୁ ଏହି ବର୍ଦ୍ଧିତ ତାରିଫ୍‌ ଲାଗୁ ହେବ। ୧୪ ପ୍ରିପେଡ ଅସୀମିତ ପ୍ଲାନ୍‌, ୩ ଡାଟା ଆଡ଼ଅନ୍‌ ଏବଂ ୨ ପୋଷ୍ଟପେଡ୍‌ ପ୍ଲାନ୍‌ ଉପରେ ଏହି ମୂଲ୍ୟ ବୃଦ୍ଧି…