ଅନଶନ ଆରମ୍ଭ କଲେ ସଚିନ ପାଇଲଟ୍
ରାଜସ୍ଥାନ କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନିଜ ରାଜ୍ୟ ସରକାର ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଛନ୍ତି। ସଚିନ ଜୟପୁରର ଶହୀଦ ସ୍ମାରକ ସମ୍ମୁଖରେ ଅନଶନ କରୁଛନ୍ତି। ପୂର୍ବର ବାସୁନ୍ଧରା ରାଜେ ନେତୃତ୍ୱାଧୀନ ବିଜେପି ସରକାର ସମୟରେ ହୋଇଥିବା ଦୁର୍ନୀତି ବିରୋଧରେ…