ଏବର୍ଷ ପାୱାର୍‌ କଟ୍‌ ହେବନାହିଁ: ଶକ୍ତି ମନ୍ତ୍ରୀ

ଜାପାନରୁ ଫେରି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ବଡ଼ ଘୋଷଣା କରିଛନ୍ତି । ଏବର୍ଷ ପାଓ୍ବାର କଟ ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ଅସହ୍ୟ ତାତି ଆରମ୍ଭ  ହୋଇଥିବା ବେଳେ ମନ୍ତ୍ରୀଙ୍କ ଘୋଷଣା କେତେ ସତ ହେଉଛି ତାହାକୁ ନେଇ ଚର୍ଚା ହେଉଛି । ବର୍ଷ ବର୍ଷ ଧରି ଆଗରୁ ପାଓ୍ବାର କଟ…

ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ନବୀନ

 ଏଡିଆର୍‌ ରିପୋର୍ଟରେ  ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତି ତାଲିକା ପ୍ରକାଶ ପାଇଛି। ଏହି ରିପୋର୍ଟରେ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଏକ ନମ୍ବରରେ ରହିଛନ୍ତି।…

ରାଜ୍ୟରେ ଗ୍ରୀଷ୍ମର ଲହରି ଜାରି

ଆଜି ଦିନ ୨ଟା ୩୦ ସୁଦ୍ଧା ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି।  ଝାରସୁଗୁଡ଼ାରେ ଆଜି ଦିନ ୨ଟା ୩୦ ମିନିଟରେ ତାପମାତ୍ରା ୪୨.୪ ଡ଼ିଗ୍ରି ରେକର୍ଡ ହୋଇଛି। ରାଜ୍ୟରେ ଏବେ ଗ୍ରୀଷ୍ମର ଲହରି ଜାରି ରହିଛି।  ସକାଳ ୮ଟାରୁ ଖରା ଆରମ୍ଭ ହୋଇ ଅପରାହ୍‌ଣ ୩ଟା ବେଳକୁ ପାରା ଶୀର୍ଷରେ ପହଞ୍ଚୁଛି।…

ପାଇଲଟ୍‌ଙ୍କ ଅନଶନ, କଂଗ୍ରେସରେ ଫାଟ

ଜୟପୁର : ରାଜସ୍ଥାନ କଂଗ୍ରେସ ପାଇଁ ଖରାପ ଖବର । ବରିଷ୍ଠ ନେତା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବେ ନିଜ ଦଳ, ସରକାରକୁ ଟାର୍ଗେଟ କରୁଛନ୍ତି । ଗତକାଲି ଅନଶନରେ ବସିବା ପରେ ଏବେ ଦଳ ତାଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା ଆରମ୍ଭ…

ନିଜ ଲୋକଙ୍କ ଉପରେ ବୋମା ପକାଇଲା ସେନା: ଶହେ ମୃତ

ମିଆଁମାରରେ ରାଜନୈତିକ ଅସ୍ଥିରତା ଚରମ ସୀମାରେ ପହଁଚିଛି । ନିଜ ଲୋକଙ୍କ ଉପରେ ବିମାନ ଦ୍ବାରା ବୋମା ପକାଇବାରୁ  ୧୦୦ ଜଣଙ୍କର ମୃତ୍ୟୁ ଘଟିଛି ।  ମିଆଁମାର୍‌ର ସାମରିକ ସରକାର ଏବେ ବିରୋଧ କରୁଥିବା ନିଜ ଦେଶର ଲୋକଙ୍କ ଉପରେ ଅତ୍ୟାଚାର କରୁଛି । ଏନେଇ ଜାତିସଂଘରେ ଉଦବେଗ ପ୍ରକାଶ ପାଇଛି ।…

ଖୁସିରେ ରହିବା ପାଇଁ ଚିନ୍ତାଧାରା ବଦଳାଇବା ଉଚିତ୍

ଆପଣ ଘରେ କାର୍ଯ୍ୟକ୍ଷେତ୍ରରେ ଖୁସି ପାଇପାରୁନାହାଁନ୍ତି କି? ଯଦି ହଁ , ତେବେ ଆପଣ ଆଉ ଭାବନ୍ତୁ ନାହିଁ । କିପରି ଖୁସି ପାଇବେ ସେଥିପାଇଁ ଦୃଷ୍ଟି ଦିଅନ୍ତୁ । ଏକ ରିସର୍ଚରୁ ଜଣାଯାଇଛି ଯେ ଯଦି ଆପଣ କାର୍ଯ୍ୟ କ୍ଷେତ୍ରରେ ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ନିଜ କାର୍ଯ୍ୟ ଠିକ ଭାବେ…

ଆଜିଠୁ ପୁଣି ଗ୍ରୀଷ୍ମ ଲହରି

ରାଜ୍ୟରେ ଏବେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବଢ଼ିଆରେ ଲାଗିଛି । ତାତି ଏପରି ଲାଗୁଛି ସତେ ଯେପରି ନିଆଁ ବର୍ଷିବା ଆରମ୍ଭ ହୋଇଯାଉଛି। ଏବେ ଖରାକୁ ବାହାରିଲେ ହାତ, ମୁହଁ ଜଳିଗଳା ଭଳି ଲାଗୁଛି । ଭୁବନେଶ୍ବର ତାପମାତ୍ରା  ବଢ଼ିବାରେ ଲାଗିଛି । ଆଜି ପୁଣି ବଢ଼ିବ ବୋଲି ଅନୁମନ କରାଯାଉଛି । …

ବଠିଣ୍ଡା ସାମରିକ କେନ୍ଦ୍ର ଗୁଳିକାଣ୍ଡରେ 4 ମୃତ

ନୂଆଦିଲ୍ଲୀ: ସାମରିକ କେନ୍ଦ୍ରରେ କିଏ ଚଳାଇଲା ଗୁଳି? ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ପଞ୍ଜାବର ବଠିଣ୍ଡାସ୍ଥିତ ସାମରିକ କେନ୍ଦ୍ରରେ ଗୁଳିକାଣ୍ଡ ଘଟି ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି । ଭୋର ୪.୩୫ରେ ସାମରିକ କେନ୍ଦ୍ର ଭିତରେ ଗୁଳିକାଣ୍ଡ ଘଟିବା କଥା ରିପୋର୍ଟ ହେବା…

ଦିଲ୍ଲୀକୁ ୬ୱିକେଟରେ ପରାସ୍ତ କରିଛି ମୁମ୍ବାଇ

ଆଇପିଏଲ ୨୦୨୩ର ୧୬ତମ ମ୍ୟାଚରେ ଦିଲ୍ଲୀକୁ ୬ୱିକେଟରେ ପରାସ୍ତ କରିଛି ମୁମ୍ବାଇ ।  ୧୭୩ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୪ ୱିକେଟ ହରାଇ ବିଜୟୀ ହୋଇଛି  ମୁମ୍ବାଇ ।   ରୋହିତ ଶର୍ମା ୬୫ ରନ୍‌ କରିଥିବା ବେଳେ ତିଲକ ବର୍ମା ୪୧ ରନ୍‌ ଓ ଇଶାନ୍ କିଶନ୍ ୩୧ ରନ୍‌ କରିଥିଲେ ।…

ଛେନାପୋଡ଼ ଦିବସ

ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ଛୋପୋଡ଼ ଦିବସ ।  ନୟାଗଡର ପ୍ରସିଦ୍ଧ ମିଠା ଛେନାପୋଡ଼ ଏବେ ବିଶ୍ୱଦରବାରରେ ପରିଚିତ । ନୟାଗଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବରେ ପରିଣତ ହୋଇଛି। ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ସୁଦର୍ଶନ ଙ୍କ ଦ୍ୱାରା ପ୍ରଥମେ ପ୍ରସ୍ତୁତ ହୋଇଥିବା ଛେନାପୋଡ଼କୁ ଆହୁରି ଲୋକପ୍ରିୟ…