ଆସନ୍ତାକାଲିଠାରୁ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ତାତି । ତାତି ପାଇଁ ଘରୁ ବାହାରି ହେଉନାହିଁ । ସ୍କୁଲକୁ ପିଲା କିପରି ଯିବେ ଏନେଇ ଅଭିଯୋଗ ଉଠିବା ପରେ  ଆସନ୍ତାକାଲିଠାରୁ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ତାପମାତ୍ରା ଅହେତୁକ ଭାବେ ବୃଦ୍ଧି…

ସମ୍ବଲପୁର ଜିଲ୍ଲାରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ

ସମ୍ବଲପୁର: ଜିଲ୍ଲାରେ ପୁଣି ହିଂସା ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଭିଏଚପି ପକ୍ଷରୁ ବନ୍ଦ ଡାକରା ପରେ  ଆଜି ପୁଣି ଥରେ ସମ୍ବଲପୁର ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ ଘୋଷଣା କରାଯାଇଛି।  ସାରା ଜିଲ୍ଲାରେ ୨୨ ତାରିଖ ସକାଳ ୧୦ଟା ଯାଏ ଇଣ୍ଟର୍‌ନେଟ୍‌…

ରାଜସ୍ଥାନ ରୟାଲ୍ସକୁ ୧୦ ରନ୍‌ରେ ପରାସ୍ତ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଚତୁର୍ଥ ବିଜୟ

ରାଜସ୍ଥାନ ରୟାଲ୍ସକୁ ୧୦ ରନ୍‌ରେ ପରାସ୍ତ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌  ବିଜୟ ହାସଲ କରିଛି। ୧୫୪ କରିଥିବା ଲକ୍ଷ୍ନୌ ନବୀନ ଉଲ୍‌ ହକ୍‌ଙ୍କ କଞ୍ଜୁସ ବୋଲିଂ ସାଙ୍ଗକୁ ଆୱେସ ଖାନ୍‌ଙ୍କ ୩ ଓ ମାର୍କସ ଷ୍ଟୋଇନିସ୍‌ଙ୍କ ୨ ୱିକେଟ୍‌ ଦଖଲ ବଳରେ ରାଜସ୍ଥାନ ରୟାଲ୍ସ ପାଳିକୁ ୧୪୪/୬ରେ ଅଟକାଇ…

ଟଙ୍କା ହେଲା ଅନ୍ତର୍ଜାତୀୟ ମୁଦ୍ରା

ନୂଆଦିଲ୍ଲୀ: ଡଲାରର ଦବଦବାକୁ ଏବେ ମୁକାବିଲା କରିବ ଟଙ୍କା । ଅନେକ ଦିନ ପରେ ଭାରତୀୟ ମୁଦ୍ରା ଟଙ୍କା ଅନ୍ତର୍ଜାତୀୟ ମୁଦ୍ରା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଡଲାର, ପାଉଣ୍ଡ ଏବଂ ୟୁରୋ ପରେ ବୈଶ୍ବିକ ସ୍ତରରେ ମୁଦ୍ରା ବିନିମୟ କାଉଣ୍ଟରରେ ଭାରତୀୟ ଟଙ୍କା ଚତୁର୍ଥ…

ସୁଦାନ ହିଂସା:  ଭାରତୀୟଙ୍କୁ ଉଦ୍ଧାର ପାଇଁ ୟୁନାଇଟେଡ ଆରବ ଏମିରେଟ୍ସ ସହାୟତା ନେଉଛି ଭାରତ

ସୁଦାନରେ ସଂଘର୍ଷ ଜାରି ରହିଛି ଓ ମୃତ୍ୟୁସଂଖ୍ୟା ୨୭୦ ଟପିଯାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୁଦାନର ସଦ୍ୟତମ ସ୍ଥିତି କୁ ନେଇ ୟୁଏଇ ଏବଂ ସାଉଦି ଆରବରେ ଥିବା ତାଙ୍କ ପ୍ରତିପକ୍ଷଙ୍କ ସହ କଥା ହୋଇଛନ୍ତି। ଏହି ସବୁ ଦେଶ ସୁଦାନରୁ ନିଜ ନାଗରିକଙ୍କୁ ସ୍ଥାନାନ୍ତର କରିବା ଆହ୍ୱାନର…

ରାଜସ୍ଥାନ ରୟାଲ୍ସ ସହ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁକାବିଲା

ଜୟପୁର: ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସ ଆଜି ସଂଧ୍ୟାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଭେଟିବ। କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ଦଳ ୩ ବିଜୟ ସହ ପଏଣ୍ଟ ତାଲିକାର ଦୁଇ ସ୍ଥାନରେ ରହିଛି । ଲକ୍ଷ୍ନୌର ବ୍ୟାଟିଂ ବିଭାଗ ବେଶ ଶକ୍ତିଶାଳୀ । । ଓପନର୍ କାଇଲ…

ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ଭାରତ

ଭାରତର ଜନସଂଖ୍ୟା ବଢ଼ିବଢ଼ି ଯାଉଥିବା ବେଳେ ଏବେ ଚୀନକୁ ଟପିଥିବା ଚର୍ଚା ହେଉଛି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ ୟୁନାଇଟେଡ ନେସନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ତେବେ କେବେ ଭାରତର ଜନସଂଖ୍ୟା ଟପିଲା ଏବଂ କିଭଳି ଗଣନା କରାଗଲା ତାହା ମଧ୍ୟ…

ଝାରସୁଗୁଡ଼ା ଉପନିର୍ବାଚନ : ଆଜିଠୁ ଜୋରଦାର ହେବ ପ୍ରଚାର

ଝାରସୁଗୁଡ଼ା : କିଏ ଜିତିବ ଝାରସୁଗୁଡ଼ା ବାଜି । ବିଜେଡି ଜିତିବ ନା ବିଜେପି, କଂଗ୍ରେସ ପ୍ରାର୍ଥୀ ଜିତିବେ । କାହାକୁ ଭୋଟର ଦେବେ ଅଧିକ ଭୋଟ । ତାକୁ ନେଇ ଏବେ ନେତାଠୁ ଆରମ୍ଭ କରି ସାଧାରଣ ଜନତା ଆଲୋଚନା କରୁଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ଏଥର ଭିନ୍ନ ପ୍ରସଙ୍ଗ ରହିଛି । ବିଶେଷ କରି ନବ…

ଫାଇଲ ହଜିଛି ନା ଚୋରି ହୋଇଛି?

ଶ୍ରୀମନ୍ଦିର ଫାଇଲ ହଜିବାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ଗୁରୁତ୍ୱପୂର୍ଣ ଫାଇଲ କିପରି ହଜିଯାଉଛି ତାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ବାରମ୍ବାର ପ୍ରଶ୍ନ କରିଥିବା ବେଳେ ଏବେ ବରିଷ୍ଠ ନେତା ବିଜୟ ମହାପାତ୍ରା ସାଂଘାତିକ ଅଭିଯୋଗ କରିଛନ୍ତି । ତାଙ୍କ କହିବା କଥା ଜାଣିଶୁଣି ଫାଇଲକୁ…

ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ସମ୍ବଲପୁର : ସମ୍ବଲପୁର ହିଂସା ପ୍ରତିବାଦରେ-ଅବିଭକ୍ତ କୋରାପୁଟ ଓ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ବନ୍ଦ ଡାକରା।   ବିଶ୍ବ ହିନ୍ଦୁ ପରିଷଦ ତରଫରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୧୦ ଓ ଅବିଭକ୍ତ କୋରାପୁଟର ୪ ଜିଲ୍ଲାକୁ ମିଶାଇ ମୋଟ ୧୪ ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି। ସୁନ୍ଦରଗଡ଼,…