ରଜରେ ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି
ଝାରସୁଗୁଡ଼ା: ଓଡ଼ିଶାରେ ଚାଲିଛି ରଜପର୍ବ । ତେବେ ରଜରେ ସାରା ଓଡ଼ିଶା ଜଳୁଛି ଗରମ ତାତିରେ । ପୂର୍ବଠୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଛି। ଗରମ ଓ ଗୁଳୁଗୁଳିରୁ ଉପକୂଳବାସୀ ମଧ୍ୟ ନିସ୍ତାର ପାଇପାରି ନାହାନ୍ତି। ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଛି। ରାଜ୍ୟର ୨୫ଟି ସହରରେ…