ପ୍ରଥମ ବ୍ୟାଚ୍‌ ଅଗ୍ନିବୀରଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ବହୁ ବାଦବିବାଦ ପରେ ପ୍ରଥମ ବ୍ୟାଚ୍‌ ଅଗ୍ନିବୀର ଏବେ ସେବା କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ସେନାବାହିନୀକୁ ସୁଦୃଢ଼ କରିବା‌ ଏବଂ ଭବିଷ୍ୟତର ଆହ୍ବାନ ପାଇଁ ପ୍ରସ୍ତୁତ ରଖିବାରେ ଅଗ୍ନିପଥ ‌ବିଶେଷ ସହାୟକ ହେବ।  ୩ ସେନାର ପ୍ରଥମ ବ୍ୟାଚ୍‌ ଅଗ୍ନିବୀରମାନଙ୍କୁ ଭିଡିଓ କନଫରେନ୍ସ ମା‌ଧ୍ୟମରେ…

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଆଜି ଦ୍ୱିତୀୟ ଦିନ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଆଜି ଦ୍ୱିତୀୟ ଦିନ। ଗତକାଲିଠୁ ଆରମ୍ଭ ହୋଇଥିବା କାର୍ଯ୍ୟକାରିଣୀରେ ଚାଲିଛି ମାନସ ମନ୍ଥନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍ ଶୋ’ରୁ ମିଶନ ୨୦୨୪ ପାଇଁ ବାଜିଛି ବିଜେପିର ନିର୍ବାଚନୀ ବିଗୁଲ୍। ତା’ସହ ଏ ବର୍ଷ ଅନୁଷ୍ଠିତ ହେବାକୁ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାର ହଜାର ଅଯୋଗ୍ୟ ହିତାଧିକାରୀ!

ଭୁବନେଶ୍ବର:  ଆବାସ ଯୋଜନାରେ ହିତାଧିକାରୀଙ୍କ ନାମ ପ୍ରକାଶ ପାଇଛି । ତେବେ ଏଥିରେ ହଜାର ହଜାର ଅଯୋଗ୍ୟ ହିତାଧିକାରୀଙ୍କ ନାମ ରହିଥିବା ଅଭିଯୋଗ ହୋଇଛି ।ପ୍ରତ୍ୟେକ ଜିଲ୍ଲାରେ ଏପରି ଅଭିଯୋଗ ଆସିଛି ।  ଫନିରେ ବି ଅନେକ ଲୋକଙ୍କ ଘର ଭାଙ୍ଗିଥିଲା ବେଳେ କିନ୍ତୁ ତାଲିକାରେ କାହା ନାମ ନଥିବା…

ମୃତ ଶିଳ୍ପୀଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ ଗିରଫ

ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗରରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟଣା । ମୃତ ଶିଳ୍ପୀଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ ଗିରଫ । ଗତକାଲିଠୁ ପୋଲିସ ସନ୍ତୋଷଙ୍କୁ ଅଟକ ରଖିଥିଲା । ଶିଳ୍ପୀଙ୍କ ପରିବାରର ଅଭିଯୋଗକ୍ରମେ ସନ୍ତୋଷଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି…

କେନ୍ଦ୍ରାପଡାରେ ୨୪ଘଣ୍ଟିଆ ବନ୍ଦ ପାଳନ

କେନ୍ଦ୍ରାପଡାରେ ୨୪ଘଣ୍ଟିଆ ବନ୍ଦ ପାଳନ । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଛି । ପୁରୁଣା ଚିକିତ୍ସାଳୟକୁ ସିଟି ହସ୍ପିଟାଲରେ ପରିଣତ କରିବାକୁ ଦାବି ହୋଇଛି । ବନ୍ଦକୁ ସହରବାସୀ ଓ…

ରାଜ୍ୟ ହିତାଧିକାରୀଙ୍କୁ ମିଳିବ ଆବାସ ଘର

ଭୁବନେଶ୍ୱର: ବହୁ ବାଦବିବାଦ ପରେ ରାଜ୍ୟ ହିତାଧିକାରୀଙ୍କୁ ମିଳିବ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର।  ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ୮.୧୭ ଲକ୍ଷ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସ୍ୱତନ୍ତ୍ରରେ ୧.୪୨ ଲକ୍ଷ ଘର ହିତାଧିକାରୀଙ୍କୁ ମିଳିବ। ଏନେଇ ଆଜିଠାରୁ ଚୂଡ଼ାନ୍ତ ପ୍ରକ୍ରିୟା…

ଦୁଇ ବର୍ଷର ଛୁଆକୁ ତଣ୍ଟି ଚିପି ମାରିବା ପରେ ମା’ର ଆତ୍ମହତ୍ୟା

କଟକ: କଟକ ମଧୁପାଟଣା ଥାନା ଶ୍ରୀରାମନଗରରେ ଅଭାବନୀୟ ଘଟଣା । ଦୁଇ ବର୍ଷର ଛୁଆକୁ ତଣ୍ଟି ଚିପି ମାରିଲା ମା’ । ଛୁଆକୁ ମାରିବା ପରେ ମା’ର ଆତ୍ମହତ୍ୟା । ଘଟଣାରେ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ରହିଛି । ତେବେ ଜଣେ ମା’ ଏଭଳି ଚରମ ପଦକ୍ଷେପ କାହିଁକି ନେଲେ ସେନେଇ ସ୍ପଷ୍ଟ ସୂଚନା…

ଆଜି ନେପାଳ ପାଳନ କରୁଛି ରାଷ୍ଟ୍ରୀୟ ଶୋକ

ନେପାଳ ପୋଖରା ବିମାନ ଦୁର୍ଘଟଣା । ୭୨ ଜଣଙ୍କ ମଧ୍ୟରୁ ଉଦ୍ଧାର ହୋଇଛି ୬୮ଜଣଙ୍କର ମୃତଦେହ । ଏବେ ବି ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ୟେଟି ବିମାନଟି ବହୁ ପୁରୁଣା । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍…

ସୁରକ୍ଷିତ ଅଛନ୍ତି ପାରାଦୀପ ସମୁଦ୍ରରେ ନିଖୋଜ ଥିବା ସମସ୍ତ ମତ୍ସ୍ୟଜୀବୀ

ସୁରକ୍ଷିତ ଅଛନ୍ତି ପାରାଦୀପ ସମୁଦ୍ରରେ ନିଖୋଜ ଥିବା ସମସ୍ତ ମତ୍ସ୍ୟଜୀବୀ । ଏନେଇ ସୂଚନା ଦେଇଛନ୍ତି ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡା । ୮ ତାରିଖରେ ଓଏନଜିସିର ସର୍ଭେ କାମରେ ୧୩ ଜଣ ମତ୍ସ୍ୟଜୀବୀ ନିୟୋଜିତ ଥିଲେ । ୧୦ ତାରିଖରୁ ଏମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ…

ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦିଲ୍ଲୀରେ ଦେଖିବାକୁ ମିଳିବ ପ୍ରଧାନମନ୍ତ୍ରୀଙ୍କ ମେଗା ଶୋ । ଆଜି ରାଜଧାନୀ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶାଳ ରାଲିର ଆୟୋଜନ କରିଛି ଭାରତୀୟ ଜନତା ପାର୍ଟି । ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…