ଶୁଭଶ୍ରୀଙ୍କୁ ନ୍ୟାୟ ପାଇଁ ମାମଲା ଦାୟର କଲେ ତାଙ୍କ ବାପା

ଯୋଡ଼ା : ଡାକ୍ତର  ଶୁଭଶ୍ରୀ କରଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ସହ ନ୍ୟାୟ ପାଇଁ ଗୁହାରି କରିଛନ୍ତି ତାଙ୍କ ବାପା । ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଶୁଭଶ୍ରୀଙ୍କ କୋଠରିରୁ କୌଣସି ମଦ ବୋତଲ ମଧ୍ୟ ଜବତ କରାଯାଇ ନାହିଁ। କିନ୍ତୁ, ତାଙ୍କ ଶରୀରରେ…

ରାଜ୍ୟରେ ଧାନମଣ୍ଡି ବ୍ୟବସ୍ଥା ସମ୍ପୂର୍ଣ୍ଣ ବେହାଲ୍: କଟନି ଛଟନିରେ ଚାଷୀ ହନ୍ତସନ୍ତ

ଭୁବନେଶ୍ବର : ରାଜ୍ୟରେ ଧାନମଣ୍ଡି ବ୍ୟବସ୍ଥା ଦିନକୁ ଦିନ ବିଗୁଡୁଥିବାରୁ ବିରୋଧୀମାନେ ଏବେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । କଂଗ୍ରେସ ଏବଂ ବିଜେପି ଚାଷୀମାନଙ୍କ ସହ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଧମକ ଦେଲେଣି । ଅନକ ସ୍ଥାନରେ ଚାଷୀଙ୍କୁ ମିଲରମାନେ ହନ୍ତସନ୍ତ କରୁଛନ୍ତି । …

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତାକାଲି

ଭୁବନେଶ୍ବର : କଂଗ୍ରେସକୁ କାଟି ରାଜ୍ୟରେ ଦୁଇ ନମ୍ବରରେ ଥିବା ବିଜେପି ଏକନମ୍ବର ହେବାକୁ ଚେଷ୍ଟା ଚଳାଇଛି । ରାଜ୍ୟରେ ଆଗାମୀ ଦିନରେ ସରକାର ଗଠନ କରିବାକୁ ବିଜେପି ମଧ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ଦେଉଛି । ତେବେ ତଳ ସ୍ତରରେ ଭୋଟ ପଡୁନଥିବାରୁ ରାଜ୍ୟ ବିଜେପି ଚିନ୍ତାରେ । ଆଗାମୀ ଦିନରେ…

ଏପଟେ ହକି ସେପଟେ ଡଟ୍ ଫେଷ୍ଟରେ ଝୁମୁଛି ରାଜଧାନୀ

ଭୁବନେଶ୍ୱର: ଏପଟେ ହକି ସେପଟେ ଡଟ୍ ଫେଷ୍ଟରେ ଝୁମୁଛି ରାଜଧାନୀ । ରାଜଧାନୀରେ ଝଲସୁଚି ଲାଇଟ । ନୂଆ ବୋହୁ ପରି ସଜାଇ ହୋଇଛି ରାଜଧାନୀର ରାସ୍ତା । ଗୋଟିଏ ପଟେ ଷ୍ଟାଡିୟମରେ ହକି ଖେଳ ହେଉଥିବା ବେଳେ ସେପଟେ  ଡଟ୍ ଫେଷ୍ଟରେ ଝୁମୁଛି ରାଜଧାନୀ । ଏଭଳି ମେଗା ଇଭେଣ୍ଟର ସପ୍ତମ ଦିନରେ ହଜାର…

ଆଜି ଗୁରୁତ୍ବପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଗକୁ ଆସୁଛି ବଜେଟ ଅଧିବେଶନ । ତାହା ପୂର୍ବରୁ  ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦିନ ୧୧ଟା ୧୫ ମିନିଟରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବ । ଏଥିରେ ୧୩ରୁ ଅଧିକ ଏଜେଣ୍ଡା ଉପରେ ଆଲୋଚନା ହେବ । ବିଶେଷକରି ଗ୍ରାମ୍ୟ…

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର: ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଏଥିପାଇଁ  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ସ୍ୱନକ୍ଷତ୍ର ଉତ୍ସବ ଧୂମଧାମରେ ପାଳନ କରାଯାଉଛି । ଶ୍ରଦ୍ଧାଳୁମାନେ ମାଙ୍କର ଦର୍ଶନ ପାଇଁ କ୍ଷେତ୍ରରେ ପହଁଚିଛନ୍ତି । ପରମ୍ପରା ଅନୁଯାୟୀ ପାଳନ ହେଉଛି ମାଆଙ୍କ ଜନ୍ମୋତ୍ସବ । ବ୍ରାହ୍ମ…

ବିମାନବନ୍ଦରରେ ବିଜୁ ବାବୁଙ୍କ ଡାକୋଟା, ବିମାନକୁ ନେଇ ଉତ୍ସାହ, ଚର୍ଚା

ଭୁବନେଶ୍ବର: ବହୁ ବାଦ ବିବାଦ ଚର୍ଚା ପରେ  ଓଡ଼ିଶାକୁ ଆସିଛି ବିଜୁ ବାବୁଙ୍କ ଡାକୋଟା ବିମାନ । ବହୁ ଦିନର ପ୍ରତିକ୍ଷାର ଅନ୍ତ ଘଟିବା ପରେ ବିମାନଟି କୋଲକତାରୁ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିଛି । କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଏହାକୁ ନେଇ ଖୁସି ପ୍ରକଟ କରିଛନ୍ତି ତା…

ଆଇଭିଏଫ୍‌ ପାଇଁ ନିୟମ କୋହଳ, ୧୨ ସଂସ୍ଥାକୁ ଅନୁମୋଦନ

ଭୁବନେଶ୍ବର : ଦିନକୁ ଦିନ ସହଜ ହେଉଛି ସରୋଗାସି ମାଧ୍ୟମରେ ସନ୍ତାନ ଲାଭ କରିବା ।  ନିଃସନ୍ତାନମାନଙ୍କୁ ସରୋଗାସି ପାଇଁ ଓଡ଼ିଶାର ଲୋକଙ୍କୁ ଆଉ ହଇରାଣ ହେବାକୁ ପଡିବ ନାହିଁ ।  କୋଲକାତା କିମ୍ବା ଛତିଶଗଡ଼ ଭଳି ସହର ଉପରେ ନିର୍ଭର କରିବାକୁ ପଡିବ ନାହିଁ ।  ରାଜ୍ୟରେ ଖୁବ୍ ଶୀଘ୍ର…

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡାଇ ଗିରଫ ହେଲେ

ପୁରୀ: ଡ୍ରୋନ ଉଡାଇବା ଅଭିଯୋଗରେ ଗିରଫ ।  ଶ୍ରୀମନ୍ଦିର ନୋଫ୍ଲାଇଂ ଜୋନରେ ଡ୍ରୋନ ଉଡାଇ ବଡ ଦେଉଳର ଟିକିନିଖ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପଶ୍ଚିମବଙ୍ଗରୁ ଅଭିଯୁକ୍ତକୁ ଗିରଫ କରିଛି ପୁରୀ ପୁଲିସ । ଅଭିଯୁକ୍ତ ଅନିମେଶ…

ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଲା

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି ।  ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁକୁ ନେଇ ବିଜେପି , କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଛି । ରାଜ୍ୟରେ ମହିଳାମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବୃଦ୍ଧି ପାଇଥିବା ବେଳେ ପୋଲିସ ଏବଂ…