ତୃତୀୟ ସାମ୍ମୁଖ୍ୟ ନେଇ ବିରୋଧୀ ବିଭାଜିତ

ମେଂଟକୁ ନେଇ ଫାଟ । ତୃତୀୟ ସାମ୍ମୁଖ୍ୟ ଚର୍ଚା ଉପରେ ବିରାମ ଲାଗିଛି । ଏବେ ଗୋଟିଏ ପରେ ଅନ୍ୟ ଦଳ ମଧ୍ୟ ତୃତୀୟ ସାମ୍ମୁଖ୍ୟ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଏକଜୁଟ ହେବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହାକୁ ଗୋଟିଏ ପରେ…

ଆଜିଠାରୁ ମହିଳା ପ୍ରିମିୟର ଲିଗ୍

ଆଜିଠାରୁ ବାଜିବ ମହିଳା ପ୍ରିମିୟର ଲିଗ୍ ବିଗୁଲ । ୨୩ ଦିନିଆ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ୫ ଦଳ ଗୁଜରାଟ ଜାଏଣ୍ଟସ୍‌, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିୟର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପର ମଧ୍ୟ‌ରେ ୨ଟି ଲେଖାଏଁ ଲିଗ୍‌ ମ୍ୟାଚ୍‌ ଖେଳିବେ ।…

ଆଜି ସିସୋଦିଆଙ୍କ ଜାମିନ୍ ଆବେଦନ ଉପରେ କୋର୍ଟରେ ଶୁଣାଣି

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ମନିଷ ସିସୋଦିଆଙ୍କ ରିମାଣ୍ଡ ଆଜି ଶେଷ ହେଉଛି । ଏହା ଦିନକ ପୂର୍ବରୁ ସିସୋଦିଆ ଜାମିନ୍ ପାଇଁ ଆବେଦନ କରିଛନ୍ତି । ଆଦି ଅପରାହ୍ଣରେ ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯିବ । ଅଧିକ ପଚରାଉଚରା ପାଇଁ ସିବିଆଇ ଆଉ…

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣା

ସମ୍ବଲପୁର : କାହିଁକି ଡେଇଁଲେ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ । ତାଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ । କିଏ ତାଙ୍କୁ ହତ୍ୟା କଲା ନା ସେ ଆତ୍ମହତ୍ୟା କରିବାକୁ ନଦୀକୁ ଡେଇଁଲେ ।  ବୁର୍ଲା ପୁଲିସର ଏକ ପାଞ୍ଚଜଣିଆ ଟିମ୍‌ ଶୁକ୍ରବାର ଭୁବନେଶ୍ବର ବିଜେବି ନଗରରେ ଚିନ୍ମୟୀ ରହୁଥିବା…

କୋଟିଆ ବିବାଦରେ ଆନ୍ଧ୍ରପ୍ରଦେଶକୁ ସମନ କରିଛନ୍ତି ସୁପ୍ରିମକୋର୍ଟ

କୋରାପୁଟ: କୋଟିଆ ବିବାଦରେ ଆନ୍ଧ୍ରପ୍ରଦେଶକୁ ସମନ କରିଛନ୍ତି ସୁପ୍ରିମକୋର୍ଟ । ଆନ୍ଧ୍ରପ୍ରଦେଶକୁ ୨୮ ଦିନ ଭିତରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ସମ୍ବିଧାନର ଧାରା ୧୩୧ ଅନୁସାରେ ଏହି ମାମଲାର ବିଚାର ପାଇଁ ଓଡ଼ିଶା ସରକାର ଆବେଦନ କରିଥିଲେ । କୋଟିଆ ବିବାଦରେ…

ଆଜି ପୁରୀ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ

ପୁରୀ: ପୁରୀରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ । 5T ସଚିବ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିବା ସହ ନିର୍ମାଣ ହୋଇଥିବା ସମସ୍ତ କାର୍ଯ୍ୟକୁ ଯାଞ୍ଚ କରିଛନ୍ତି । ସେ ଶ୍ରୀମନ୍ଦିର ଯାଇ…

ଆଜି ଉଦଘାଟନ ହେବ ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲ

କେନ୍ଦୁଝର:ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ବେରୁଣିପଦି ଗାଁରେ ଆଜି ଉଦଘାଟନ ହେବ ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଇଣ୍ଟରନ୍ୟାସନାଲ ସ୍କୁଲକୁ ଉଦଘାଟନ କରିବେ ।ଡାକ୍ତର ପ୍ରଦୀପ ସେଠୀଙ୍କ ତତ୍ତ୍ବାବଧାନରେ ଆରମ୍ଭ କରାଯାଇଥିବା ଏହି ବିଦ୍ୟାଳୟରେ…

ସର୍ବାଧିକ ଆନ୍ତର୍ଜାତିକ ୱିକେଟ୍‌

ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ  ସର୍ବାଧିକ ଆନ୍ତର୍ଜାତିକ ୱିକେଟ୍‌ ଦଖଲରେ କିଂବଦନ୍ତି କପିଳ ଦେବଙ୍କୁ ଟପି ଯାଇଛନ୍ତି। କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରେ କପିଳ ଦେବ ମୋଟ ୬୮୭ ୱିକେଟ୍‌ ନିଜ ନାମରେ ରଖିଥିଲେ। କପିଳ ଟେଷ୍ଟରେ ୪୩୪ ଓ ଦିନିକିଆରେ ୨୫୩ ୱିକେଟ୍‌ ଦଖଲ କରିଥିଲେ। ତେବେ …

ପଞ୍ଚଭୂତରେ ଲୀନ ହେଲେ ପିଣ୍ଟୁ ନନ୍ଦ

ପୁରୀ: ଓଡ଼ିଆ ଚଳଚ୍ଚିତ୍ରରେ ଜୀବନ୍ତ ଅଭିନୟ କରି ‌ଲୋକପ୍ରିୟ ଅଭିନେତା ପାଲଟିଯାଇଥିବା ପିଣ୍ଟୁ ନନ୍ଦ  ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି। ଲିଭର ସିରୋସିସରେ ଆକ୍ରାନ୍ତ ହୋଇ ବଞ୍ଚିବାକୁ ସଂଘର୍ଷ କରି ଶେଷରେ ପ୍ରାଣ ହରାଇବା ପରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।…

ଦିଲ୍ଲୀ କୋର୍ଟରେ ଜାମିନ ଆବେଦନ କଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ :  ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀର ଏକ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ସିସୋଦିଆଙ୍କ ପକ୍ଷରୁ ତାଙ୍କ ଓକିଲ ଦିଲ୍ଲୀର ରସ ଆଭେନ୍ୟୁ କୋର୍ଟରେ ଏହି ଜାମିନ ଆବେଦନ କରିଛନ୍ତି । ମନୀଷ ସିସୋଦିଆଙ୍କୁ ରବିବାର ସିବିଆଇ ଗିରଫ କରିଥିଲା । ଏହାପରେ…