ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ସରକାରଙ୍କୁ ପ୍ରଶ୍ନ କଲେ ବିରୋଧୀ

ପ୍ରଶ୍ନକାଳରେ ଉଠିଲା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ । ମାଟ୍ରିକ ପରୀକ୍ଷା ସରିଥିଲେ ମଧ୍ୟ ଏଥର ଯେଭଁଭଳି ପ୍ରଶ୍ନ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ତାକୁ ନେଇ ଗାଁ ଠୁ ସହର ଚର୍ଚା ଚାଲିଛି । ଏହାକୁ ନେଇ  ବିଧାନସଭାରେ ମଧ୍ୟ ଉଠିଲା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ । ଗୃହ…

ଓବିସିଙ୍କୁ ନ୍ୟାୟ ପ୍ରଦାନ ଦାବିନେଇ ପ୍ରଶ୍ନକଲା ବିଜେପି ଓବିସି ମୋର୍ଚ୍ଚା

ଭୁବନେଶ୍ବର : ଓବିସିଙ୍କୁ ନ୍ୟାୟ ମିଳୁନାହିଁ ।  ଓବିସିଙ୍କୁ ନ୍ୟାଯ୍ୟ ଅଧିକାର ପ୍ରଦାନ ଦାବିରେ ବିଜେପି ଓବିସି ମୋର୍ଚ୍ଚା ତରଫରୁ ସର୍ବଦା ଲଢ଼େଇ ଜାରି ରହିଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି।  ଏପ୍ରିଲ ୬ରେ ବିଜେପି ପ୍ରତିଷ୍ଠା ଦିବସରୁ ଏପ୍ରିଲ ୧୪ରେ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ୯…

ଓଡ଼ିଆମାନଙ୍କ ପଖାଳ ଦିବସକୁ ନେଇ ଚାରିଆଡେ ଖୁସି

ଭୁବନେଶ୍ବର : ପଖାଳ କହିଲେ ଓଡ଼ିଆଙ୍କ ଖାଦ୍ୟ କଥା ମନେପଡ଼େ ।  ପଖାଳକୁ ଖାଇବା ପାଇଁ କିଏ ବା ମନାକରେ । ଆଜି ପଖାଳ ଦିବସରେ ଅନେକ ସ୍ଥାନରେ ପଖାଳ ଦିବସ ପାଳିତ ହୋଇଯାଇଛି । ଗତ ଦଶ ବର୍ଷ ହେଲା ପଖାଳ ବିଶ୍ବ ମାନସପଟରେ ପହଞ୍ଚାଇବା ପାଇଁ ଓଡ଼ିଆମାନେ ପଖାଳ ଦିବସ ପାଳନ କରୁଛନ୍ତି। ତେବେ ଏହି ପଖାଳ…

ଶ୍ରୀବିଗ୍ରହଙ୍କ ଖସାପଡ଼ା ଲାଗି ନୀତି

ପୁରୀ : ଆଜି ସୋମବାର ଚୈତ୍ର କୃଷ୍ଣ ଚତୁର୍ଦ୍ଦଶୀ ତିଥି । ଶ୍ରୀବିଗ୍ରହଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହୋଇଛି । ତେଣୁ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଅପରାହ୍‌ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଖସାପଡ଼ା ନୀତି ଏକ ଗୁପ୍ତ ସେବା ହୋଇଥିବାରୁ ଏହି…

‘କ୍ରୀତଦାସ ପ୍ରଥା’କୁ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଦୋହରାଇବାକୁ ଚାହୁଁଛନ୍ତି କି:ବିଜେପି

ଭୁବନେଶ୍ବର : ବ୍ରିଟିସ ଶାସନ ସମୟର ଘୃଣ୍ୟପ୍ରଥା ଥିବା ‘କ୍ରୀତଦାସ ପ୍ରଥା’କୁ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦୋହରାଇ ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି କି ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ…

ଭାରତ ୧୦ ୱିକେଟ୍‌ରେ ପରାସ୍ତ

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ ଭାରତ ୨୬ ଓଭରରେ ୧୧୭ ରନ୍‌ କରି ସମସ୍ତ ୱିକେଟ୍ ହରାଇଦେବା ପରେ ଅଷ୍ଟ୍ରେଲିଆ ମାତ୍ର ୧୧ ଓଭରରେ କୌଣସି ୱିକେଟ୍‌ ନ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଷ୍ଟାର୍କ ଏକା ୫ ୱିକେଟ୍ ନେଇ ଭାରତର ମେରୁଦଣ୍ଡକୁ ଭାଙ୍ଗିଦେବା ପରେ ମାର୍ସ ୩୬ ବଲ୍‌ରୁ ୬୬…

ଭାରତର ଗଣତନ୍ତ୍ର ଏବଂ ତା’ର ସଙ୍ଗଠନଗୁଡ଼ିକର ସଫଳତା କିଛି ଲୋକଙ୍କୁ କଷ୍ଟ ଦେଉଛି

ନୂଆଦିଲ୍ଲୀ: ଭାରତର ଗଣତନ୍ତ୍ର ଏବଂ ତା’ର ସଙ୍ଗଠନଗୁଡ଼ିକର ସଫଳତା କିଛି ଲୋକଙ୍କୁ କଷ୍ଟ ଦେଉଥିବାରୁ ସେମାନେ ଏହାକୁ ସମାଲୋଚନା କରୁଛନ୍ତି ବୋଲି ଶନିବାର ଦିନ ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦେଶ…

ରାହୁଲ୍‌ ଗାନ୍ଧୀଙ୍କ ଘରେ ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଶ୍ରୀନଗରରେ ‘ଭାରତ ଯୋଡ଼ୋ ଯାତ୍ରା’ ଭାଷଣରେ ଯୌନ ଉତ୍ପୀଡ଼ନର ସରବ୍ୟ ହୋଇଥିବା ପୀଡ଼ିତାମାନଙ୍କ ସମ୍ବନ୍ଧରେ ଦେଇଥିବା ମନ୍ତବ୍ୟ ଉପରେ ସୂଚନା ସଂଗ୍ରହ କରିବା ଲାଗି ଆଜି ସ୍ପେସାଲ୍‌ ପୁଲିସ କମିସନର୍‌ (ଆଇନଶୃଙ୍ଖଳା) ସାଗରପ୍ରୀତ୍‌ ହୂଦାଙ୍କ ନେତୃତ୍ବରେ ଦିଲ୍ଲୀ ପୁଲିସ କଂଗ୍ରେସ…

ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା : ତ୍ରିକୋଣୀୟ ପ୍ରେମ ସନ୍ଦେହକୁ ନେଇ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚା । ପ୍ରେମ ସଂପର୍କ ପାଇଁ ଆତ୍ମହତ୍ୟା କୁହାଯାଉଛି । ଏଥିରେ ତ୍ରିକୋଣୀୟ ପ୍ରେମ ହିଁ ଏଭଳି ଘଟଣା ପାଇଁ ଦାୟୀ କୁହାଯାଉଛି ।  ଘଟଣା ସଂପର୍କରେ କୁହାଯାଉଛି ତାଙ୍କ…

ପ୍ରସିଦ୍ଧ ଝୁମର ଗୀତିକାର ସୌରୀନ୍ଦ୍ର ମହାନ୍ତଙ୍କର ପରଲୋକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଝୁମର ଗୀତିକାର ସୌରୀନ୍ଦ୍ର ମହାନ୍ତଙ୍କର ପରଲୋକ ହୋଇଯାଇଛି। ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକ ବାରିପଦାର ଏକ ଘ‌ରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ…