ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅଧାବାଟରେ ଅଟକିଛି
ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ଅଧବାଟରେ ଅଟକିଛି । ଭକ୍ତମାନେ ଉତ୍ସାହର ସହିତ ଟାଣିଟାଣି ନେଇ ଆଜି ସନ୍ଧ୍ୟା ରେ ବଢେଇବାଙ୍କ ଠାରେ ପହଞ୍ଚାଇଛନ୍ତି। ଏଠାରୁ ପୁଣି ଆସନ୍ତାକାଲି ଅପରାହ୍ଣ ୨ଟାରେ ମାଉସୀ ମା’ ଅଭିମୁଖେ ଟଣାଯିବ ବୋଲି ଜଣାପଡିଛି। ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି…