ଆଜିର ରାଶିଫଳ
ମେଷ: ଆପଣଙ୍କ ଆଖପାଖର ଗତିବିଧିକୁ ଅଣଦେଖା କରନ୍ତୁ ନାହିଁ। ନିଜ କାର୍ଯ୍ୟ ଦକ୍ଷତା ଉପରେ ବିଶ୍ବାସ ରଖନ୍ତୁ। ପରିବାର ସହିତ ଭଲ ସମୟ କଟିବ।
ବୃଷ: ସଫ୍ଟୱେର ଇଂଜିନିଅର ଅଧିକ ପରିଶ୍ରମ କରିବେ। ନୂଆ ଯୋଜନାରେ କାମ କରି ଭଲ ଫଳ ପାଇବେ। ଆବଶ୍ୟକତା ପୂରା କରିବା ପାଇଁ ପାର୍ଟ ଟାଇମ ଚାକିରି କରିପାରନ୍ତି।
ମିଥୁନ: ଘରର ବଡ଼ଙ୍କ ଠାରୁ କିଛି ପ୍ରେରଣା ପାଇବେ। ଆପଣଙ୍କ କଥା କହିବା ଶୈଳୀ ଲୋକଙ୍କୁ ଆକର୍ଷିତ କରିବ। ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
କର୍କଟ: ଆପଣଙ୍କ ଉପରେ ଅଧିକ ଉତ୍ତର ଦାୟିତ୍ବ ହେବ। ଲୋକମାନଙ୍କ ସହିତ ଯୋଡ଼ି ରହିବା ଦ୍ବାରା ବଢ଼ିଆ ସୂଚନା ପାଇବେ। କାମ ନିର୍ଦ୍ଧାରିତ ସମୟ ଭିତରେ ପୂରା ହୋଇଯିବ।