ଶ୍ରୀଲଙ୍କା ସରକାର କଲମ୍ବୋରେ ଜୁଲାଇ 14 ରୁ 12 ରୁ ଜୁଲାଇ 15 ତାରିଖ ମଧ୍ୟରେ କର୍ଫ୍ୟୁ ଲାଗୁ କରିଛନ୍ତି ବୋଲି ରଏଟର୍ସ ରିପୋର୍ଟ କରିଛି ଶ୍ରୀଲଙ୍କା ସରକାର |ଗୋଟିଏ ପଟେ ଦେଶରୁ ପଳାଇଯାଇଥିବା ଶ୍ରୀଲଙ୍କା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ କୌଣସି ଦେଶ ରହିବାର ସୁଯୋଗ ଦେଉ ନଥିବା ବେଳେ ପ୍ରଦର୍ଶନକାରୀମାନେ ଭାରିମାତ୍ରାରେ ପ୍ରଦର୍ଶନ ଜାରି ରଖିଛନ୍ତି । ପ୍ରଥମେ ରାଷ୍ଟ୍ରପତି ଭବନ ଓ ପରେ ପ୍ରଧାନମନ୍ତ୍ରୀଙ୍କ ଆବାସ ଦଖଲ କରିବା ପରେ ଏବେ ରାସ୍ତାରେ ହଜାର ହଜାର ସଂଖ୍ୟାର ଲୋକ ପ୍ରଦର୍ଶନ ଜାରି ରଖିଛନ୍ତି । ପ୍ରଦର୍ଶନକାରୀଙ୍କୁ ଜବତ କରିବାକୁ ଗତକାଲି କାମଚଳା ରାଷ୍ଟ୍ରପତି ଶାନିଲ ବକ୍ରମାସିଂଘେ ସେନା ଓ ପୋଲିସର ହାତ ଖୋଲି ଦେଇଥିବା ବେଳେ ଆଜି ରାଜଧାନୀ କଲମ୍ବୋରେ କର୍ଫ୍ୟୁ ଘୋଷଣା କରିଛନ୍ତି ଶ୍ରୀଲଙ୍କା ସରକାର । ଏହି କ୍ରମରେ ଆଜି ମଧ୍ୟାହ୍ନ ୧୨ ଟାରୁ ଆସନ୍ତା କାଲି ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କଲମ୍ବୋ ସହରରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି ।
Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ
Prev Post